ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ ସମୟ ରେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଅଭିନେତା ମାନେ ଅଛନ୍ତି ଓ ଏହି ଅଭିନେତା ମାନେ ନିଜ ଜବରଦସ୍ତ ଅଭିନୟ ପାଇଁ ବେଶ୍ ଲୋକ ପରିଚିତ । ନିଜ ଜବରଦସ୍ତ ଅଭିନୟ ଦେଖାଇ ଏହି ଅଭିନେତା ମାନେ ଦର୍ଶକ ମାନ ବେଶ୍ ମନୋରଞ୍ଜନ କରାଇ ଥାଆନ୍ତି । ଆମ ଓଡିଆ ଇଣ୍ଡଷ୍ଟ୍ରି ଆଜି ଯେଉଁ ବରିଷ୍ଠ ଅଭିନେତା ମାନ ଙ୍କ ପାଇଁ ଲୋକ ପ୍ରିୟ ହୋଇ ପାରିଛି |
ସେମାନେ ଆଉ ଏହି ଦୁନିଆ ରେ ନାହାଁନ୍ତି ସେ ସବୁଦିନ ପାଇଁ ଆର ପାରି କୁ ଚାଲି ଯାଇଛନ୍ତି । କିଛି ବର୍ଷ ହେବ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ଅନେକ କ୍ଷତି ସହୀଛି, ଓଡ଼ିଆ ଇଣ୍ଡଷ୍ଟ୍ରି କୁ ରୂପ ଦେଇଥିବା ଓ ପରିଚୟ ଦେଇଥିବା ଅଭିନେତା ମାନ ଙ୍କ ଦେହାନ୍ତ ହୋଇଛି ଜନ୍ମ ମାନେ ମୃତ୍ୟୁ ନିଶ୍ଚିନ୍ତ କିନ୍ତୁ ଯେଉଁ ଅଭିନେତା ମାନେ ଦର୍ଶକ ମାନ ଙ୍କ ମନୋରଞ୍ଜନ କରାଇ ସେମାନ ଙ୍କୁ ସବୁଦିନ ପାଇଁ ଏକା କରି ଚାଲି ଯାଇ ଥାଆନ୍ତି |
ଓ ଯାହା ଫଳରେ ଦର୍ଶକ ମାନେ ତାଙ୍କୁ ମନେ ପକାଇ ମନ୍ ଦୁଃଖ କରି ଥାଆନ୍ତି । ବର୍ତ୍ତମାନ ସମୟ ରେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଆଉ ଜଣେ ଲୋକ ପ୍ରିୟ ଅଭିନେତା ଙ୍କୁ ନେଇ ଆସି ଯାଇଛି ଏକ ଦୁଃଖ ଖବର । ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ପିଣ୍ଟୁ ନନ୍ଦ ଙ୍କୁ ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ । ଏହି ଲୋକ ପ୍ରିୟ ଅଭିନେତା ଜଣକ ବର୍ତ୍ତମାନ ସମୟ ରେ ଗୁରୁତର ଅବସ୍ଥା ରେ ମେଡିକାଲ ରେ ଚିକିତ୍ସାଧୀନ ଅଛନ୍ତି ।
ହଁ ବନ୍ଧୁ ଏହି ଅଭିନେତା ଜଣକ ବର୍ତ୍ତମାନ ସମୟ ରେ ଲିଭର ଜନିତ ରୋଗ କାରଣ ରୁ ଗୁରୁତର ହୋଇ ମେଡିକାଲ ଚିକିତ୍ସାଧୀନ ଅଛନ୍ତି । ଚିକିତ୍ସାଧୀନ ଥିଲେ ମଧ୍ୟ ତାଙ୍କ ଅବସ୍ଥା ବେଶ୍ ଗୁରୁତର ଅଛି ବା ସଙ୍କଟାପନ୍ନ ରହିଛି , ପିଣ୍ଟୁ ଙ୍କୁ ଆହୁରି ଉତ୍ତମ ଚିକିତ୍ସା ଦରକାର । ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ବର୍ତ୍ତମାନ ସମୟ ର ଏହା ହେଉଛି ଏକ ବଡ ଦୁଃଖ ଖବର ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ପାଇଁ, ଦର୍ଶକ ମାନ ଙ୍କ ମନୋରଞ୍ଜନ କରାଇ ଥିବା ଅଭିନେତା ଜଣକ ଆଜି ମେଡିକାଲ ରେ ସଙ୍କଟାପନ୍ନ ଅବସ୍ଥାରେ ।
ବର୍ତ୍ତମାନ ସମୟ ରେ ଏହି ଦୁଃଖ ଖବର ମିଳିଥିବା ସମୟ ରେ ଅଭିନେତା ପିଣ୍ଟୁ ନନ୍ଦ ଙ୍କ କିଛି ଫଟୋ ବର୍ତ୍ତମାନ ସମୟ ରେ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଛି । ଏହି ଫଟୋ ରେ ଦେଖିବାକୁ ମିଳିଛି ଯେ ପିଣ୍ଟୁ ନନ୍ଦ ଶେଷ ଥର ପାଇଁ ଅର୍ଥାତ୍ ମେଡିକାଲ ରେ ଚିକିତ୍ସାଧୀନ ହେବା ପୂର୍ବ ଶେଷ ଥର ପାଇଁ ନିଜ ପରିବାର ଲୋକ ସହ କିଛି ସମୟ ଅତି ବାହିତ କରି ଥିବାର ଦୃଶ୍ୟ ।।
ଓଡ଼ିଆ ଅଭିନେତା Pintu Nandaଙ୍କର ପରିବାର… ଆଗରୁ ଦେଖି ନଥିବେ, ଭଗବାନ ତାଙ୍କ ଆତ୍ମାକୁ ଶାନ୍ତି ଦିୟନ୍ତୁ
