ନମସ୍କାର ବନ୍ଧୁଗଣ ହସ୍ପିଟାଲ୍ ରୁ ଡାକ୍ତର ଦେଲେ ବଡ ସୂଚନା ଆଉ ହେଉ ନାହିଁ ପିଣ୍ଟୁ ନନ୍ଦଙ୍କ ପରିସ୍ରା ଏବଂ ପେଟ ଆସ୍ତେ ଆସ୍ତେ ଫୁଲିବାରେ ଲାଗିଛି ଏମିତି କିଛି ସୂଚନା ଦେଇଛନ୍ତି ହସ୍ପିଟାଲ୍ ରୁ ଡାକ୍ତର ତେବେ ଗତ ସନ୍ଧ୍ୟାରେ ପିଣ୍ଟୁ ନନ୍ଦଙ୍କୁ ଡିଶ୍ଚାର୍ଜ୍ କରାଯାଇଥିଲେ ମଧ୍ୟ ତାଙ୍କୁ ପୁଣି ହସ୍ପିଟାଲ୍ ରେ ଭର୍ତ୍ତି କରାଯାଇଥିଲା ଏବଂ ତାଙ୍କୁ ପଟିଆ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ତେବେ ପଟିଆ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଏବେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି ପିଣ୍ଟୁ ନନ୍ଦ |
ଏବଂ ଏବେ କିଏ ଦେବ ପିଣ୍ଟୁ ନନ୍ଦଙ୍କୁ ଯକୃତ ଏବେ ସେକଥା ମଧ୍ୟ ଖୋଜା ଚାଲିଛି ଏବଂ ଏପଟରେ ପିଣ୍ଟୁ ନନ୍ଦଙ୍କ ପାଇଁ ପଇସା ମଧ୍ୟ ଯୋଗାଡ ଚାଲିଛି। ତେବେ ଏହା ମଧ୍ୟରେ ହସ୍ପିଟାଲ୍ ରୁ ଆସିଛି ବଡ ଖବର ଯେ ପିଣ୍ଟୁ ନନ୍ଦଙ୍କ ପେଟ ଆସ୍ତେ ଆସ୍ତେ ଫିଲିବାରେ ଲାଗିଛି ଏବଂ ତାଙ୍କର ପରିସ୍ରା ଆଉ ହେଉନାହିଁ ଯାହାକି ଶୁଣିବାକୁ ମିଳିଛି ତେବେ ପିଣ୍ଟୁ ନନ୍ଦ ବୋହୁତ କଷ୍ଟ ଅନୁଭବ କରିବା ସହିତ ବାଡ଼େଇଛାଟି ହେଉଥିବାର ହସ୍ପିଟାଲ୍ ପକ୍ଷରୁ ସୂଚନା ମିଳିଛି |
ଏକଥା ଶୁଣିବା ପରେ ପିଣ୍ଟୁ ନନ୍ଦଙ୍କ ସ୍ତ୍ରୀ ପୁରାପୁରି ଭାଙ୍ଗି ପଡିଛନ୍ତି ଏବଂ ହସ୍ପିଟାଲରେ କାନ୍ଦ ବୋବାଳି ପଡ଼ିଥିବାର ଶୁଣିବାକୁ ମିଳୁଛି ତେବେ ପିଣ୍ଟୁ ନନ୍ଦଙ୍କ ଅବସ୍ଥା ଏବେ ସଙ୍କଟାପନ୍ନ ହେବାରେ ଲାଗିଛି ଆପଣ ଭଗଵାନଙ୍କୁ ଡାକନ୍ତୁ ଯେମିତି ପିଣ୍ଟୁ ନନ୍ଦଙ୍କୁ ଯକୃତ ଦେବା ଲୋକଟି ମିଳିଯାଉ ଏବଂ ଆପଣମାନଙ୍କ ସାହାଯ୍ୟରେ ଯେମିତି ପିଣ୍ଟୁ ନନ୍ଦ ଭଲ ହୋଇ ଯାଆନ୍ତୁ ଏବଂ ପୁଣିଥରେ ଓଲିଉଡ ଇଣ୍ଡଷ୍ଟ୍ରିକୁ ଆସନ୍ତୁ ଆପଣଙ୍କର ଗୋଟିଏ ଛୋଟିଆ ସାହାଯ୍ୟ ହିଁ ଜଣେ ମଣିଷର ଜୀବନ ବଞ୍ଚେଇ ଦେଇ ପାରିବ |
ବୁନ୍ଦେ ବୁନ୍ଦେ ପାଣିରେ ସମୁଦ୍ର ହୁଏ ସେମିତି ଟଙ୍କାଟିଏ ଟଙ୍କାଟିଏରେ ୫୦ ଲକ୍ଷ କେବେବି ପୁରଣ ହୋଇଯାଇ ପାରେ ତେବେ ଆପଣଙ୍କ ସାହାଯ୍ୟ ହିଁ ପିଣ୍ଟୁ ନନ୍ଦଙ୍କୁ ଏକ ନୂଆ ଜୀବନ ଦେବ ତେବେ ଏଠାରେ ଦିଆଯାଇଥିବା ବ୍ୟାଙ୍କ୍ କିମ୍ବା ଅନ୍ୟାନ୍ୟ ନମ୍ବରରେ ଆପଣ ଟଙ୍କା ପଠେଇ ପାରିବେ ତେଣୁ ଟଙ୍କା ପଠାଇ ଆପଣ ଜଣେ ଲୋକର ଜୀବନ ବଞ୍ଚାଇ ଦିଅନ୍ତୁ।
ଓଡ଼ିଆ ଅଭିନେତା Pintu Nandaଙ୍କ ସ୍ୱାସ୍ଥ୍ୟ ଅବସ୍ଥାକୁ ନେଇକି ଆସିଲା ବଡ଼ ଅପଡେଟ, ଡାକ୍ତର କହିଲେ ଏମିତି କଥା
