ନମସ୍କାର ବନ୍ଧୁଗଣ ଆପଣମାନେ ସମସ୍ତେ ଆମ ଓଲିଉଡ ସିନେମା ଜଗତର ଏହି ଲୋକପ୍ରିୟ ଅଭିନେତା ତଥା ଓଲିଉଡ଼ ଇଣ୍ଡଷ୍ଟ୍ରିର ଆଗ ଧାଡ଼ିର ନାୟକ ପିଣ୍ଟୁ ନନ୍ଦଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ ଏବଂ ତାଙ୍କୁ ଜାଣିବା ସହିତ ତାଙ୍କର ଖୁବ୍ ସୁନ୍ଦର ଅଭିନୟ ମଧ୍ୟ ଦେଖିବାକୁ ନିଶ୍ଚିତ ରୂପରେ ପସନ୍ଦ କରୁଥିବେ ତେବେ କେବେ କଣ ଆପଣମାନେ ଆପଣଙ୍କ ପ୍ରିୟ ଅଭିନେତା ପିଣ୍ଟୁ ନନ୍ଦଙ୍କ ପ୍ରକୃତ ସ୍ତ୍ରୀଙ୍କୁ ଦେଖିଛନ୍ତି କି କଣ ଦେଖିଛନ୍ତି |
ସେ କେଉଁ ହିରୋଇନ୍ ଙ୍କୁ ବିବାହ କରିଛନ୍ତି ଏବଂ ସେ ଦେଖିବାକୁ କିପରି ଯଦି ଆପଣମାନେ ତାଙ୍କୁ କେବେବି ରିୟଲ୍ ଲାଇଫ ସ୍ତ୍ରୀକୁ ଦେଖି ନାହାଁନ୍ତି ତେବେ ଆସନ୍ତୁ ଦେଖିବା। ଆପଣମାନେ ସମସ୍ତେ ଜାଣିଥିବେ କି ପିଣ୍ଟୁ ନନ୍ଦ ଅନେକ ଛୋଟ ବେଳରୁ ହିଁ ଅଭିନୟ ଜଗତରେ ନିଜର କ୍ୟାରିୟର ଆରମ୍ଭ କରି ଦେଇଛନ୍ତି ଏବଂ ସେ ଏପର୍ଯ୍ୟନ୍ତ ଅନେକ ଗୁଡ଼ିଏ ହିଟ୍ ଫିଲ୍ମ ଗୁଡ଼ିକ ଦେଇଛନ୍ତି ଓଲିଉଡ ଇଣ୍ଡଷ୍ଟ୍ରିକୁ |
ତେବେ ସେ ପ୍ରଥମ କରି ଓଲିଉଡ ଇଣ୍ଡଷ୍ଟ୍ରି ଲୋକପ୍ରିୟତା ହାସଲ କରିଥିଲେ ଏ ଗୌରା ତୁ କଣ ଖାଉଛୁ ଗୀତରୁ ଏହାପରେ ସେ ନିଜ ଆଲବମ୍ ଗୀତରେ ଅଭିନୟ କରି ଓଡ଼ିଶାର ଦର୍ଶକମାନଙ୍କ ମନରେ ଗୋଟିଏ ଅଲଗା ପ୍ରକାର ସ୍ଥାନ ବନେଇ ପାରିଛନ୍ତି ତେବେ ଏବେ ଆସନ୍ତୁ ଦେଖିବା ତାଙ୍କ ପ୍ରକୃତ ସ୍ତ୍ରୀଙ୍କୁ। ତେବେ ଦର୍ଶକ ବନ୍ଧୁ ଏଠାରେ ଆପଣମାନେ ଯେଉଁ ଫଟୋ ଦେଖୁଛନ୍ତି ଇଏ ହେଉଛନ୍ତି ଅଭିନେତା ପିଣ୍ଟୁ ନନ୍ଦଙ୍କ ଧର୍ମପତ୍ନୀ|
ତେବେ ପିଣ୍ଟୁ ନନ୍ଦଙ୍କ ଧର୍ମପତ୍ନୀ କୌଣସି ସିନେମା କିମ୍ବା ଧାରାବାହିକରେ ଅଭିନୟ କରିନଥିବା ବେଳେ ସେ ହେଉଛନ୍ତି ଜଣେ ହାଉସ୍ ୱାଇଫ ସେ ଫିଲ୍ମ ଦୁନିଆର ହୋଇ ନଥିବା ବେଳେ ଓଲିଉଡ ଜଗତରୁ ବୋହୁତ ଦୂରରେ ରହିଛନ୍ତି ତେବେ ଦର୍ଶକ ବନ୍ଧୁ ଆପଣମାନଙ୍କୁ ପିଣ୍ଟୁ ନନ୍ଦଙ୍କ ଧର୍ମପତ୍ନୀ କେମିତି ଲାଗିଲେ ଆମକୁ ଆମ କମେଣ୍ଟ ବକ୍ସ ମାଧ୍ୟମରେ କମେଣ୍ଟ କରି ନିଶ୍ଚିତ ଭାବରେ ଜଣାଇ ଦିଅନ୍ତୁ।
ଓଡ଼ିଆ ଅଭିନେତା Pintu nandaଙ୍କର ସ୍ତ୍ରୀ ଦେଖିବାକୁ ଏତେ ସୁନ୍ଦର, ବଡ ବଡ ହିରୋଇନ ବି ଫିକା ପଡିଯିବେ…
