ଓଡ଼ିଆ ଅଭିନେତା Sabyasachi ଙ୍କର ଜୀବନର ଏହି ରହସ୍ୟ ଜାଣି ନଥିବେ ଆପଣ…

ବନ୍ଧୁଗଣ ଆପଣମାନେ ସବ୍ୟସାଚୀ ମିଶ୍ର ଙ୍କୁ ତ ନିଶ୍ଚିତ ଭାବରେ ଜାଣିଥିବେ ଓ ତାଙ୍କର ଜବରଦସ୍ତ ଅଭିନୟକୁ ଆପଣମାନେ ନିଶ୍ଚିତ ଭାବରେ ପସନ୍ଦ କରୁଥିବେ ସବ୍ୟସଚୀ ମିଶ୍ର ଙ୍କର ଜନ୍ମ ବୁର୍ଲା ରେ ହୋଇଥିଲା ଏବଂ ଆପଣମାନେ ଜାଣିନଥିବେ କି ତାଙ୍କର ବାପା ସୁରେନ୍ଦ୍ର ପ୍ରସାଦ ମିଶ୍ର ଜଣେ ଆଇଏସ ଅଫିସର ଥିଲେ ଏବଂ ତାଙ୍କର ମା ଡାକ୍ତର ସୁଷମା ଜଣେ ମହାନ କବି ଏହା ସହିତ ସ୍ଵୟଙ୍କର ଜଣେ ଭାଇ ରହିଛନ୍ତି ତାଙ୍କର ନାମ ହେଉଛି ସୋମ୍ୟକାନ୍ତ ମିଶ୍ର ଯିଏକି ଜଣେ ଟେଲିକମ ଇଞ୍ଜିନିଅର | ସବ୍ୟସଚୀ ମିଶ୍ର ମଧ୍ୟ ଇଞ୍ଜିନିଅରିଂ କରିଥିଲେ ଏବଂ ପରେ ସମ୍ବଲପୁର ର ଇନ୍ଫୋସେସ ରେ ଚାକିରୀ ମଧ୍ୟ କରିଥିଲେ କିନ୍ତୁ ପରବର୍ତୀ ସମୟରେ ସେ ଚାକିରୀ ଛାଡି ଦେଇ ଅଭିନୟ କୁ ଆପଣେଇଥିଲେ |

ସମୟଥିଲା 2002 ମସିହା ଏହି ସମୟରେ ଓଲିଉଡ଼ ରେ ବୋହୁ ମାତ୍ରାରେ କମ୍ପିଟେସନ ଚାଲିଥିଲା ସେଥିପାଇଁ ସବ୍ୟସଚୀ ଛୋଟରୁ ବଡ ପ୍ରଥା କୁ ଆପଣାଇଥିଲେ ଏବଂ ସେ ସେଥିପାଇଁ ଆଲବମ ଲାଇନ ରେ ଏଣ୍ଟ୍ରି କରିଥିଲେ ଏବଂ ଛୋଟ ଛୋଟ ମ୍ୟୁଜିକ ଭିଡିଓ ରେ ସେ ହିରୋ ଭାବେ ଡ୍ୟାନ୍ସ କରିଥିଲେ ଏବଂ ଆପଣମାନେ ମଧ୍ୟ ନିଶ୍ଚିତ ଭାବରେ ସେହି ସମୟରେ ବ୍ଳାକ ଆଣ୍ଡ ହ୍ୱାଇଟ ଟିଭି ରେ ସବ୍ୟସାଚୀ କୁ ଦେଖିବାକୁ ପାଈଥିବେ ସେ 2002 ରୁ 2007 ମସିହା ପର୍ଯ୍ୟନ୍ତ 5 ବର୍ଷ ପାଇଁ ଆଲବମ ରେ ଅଭିନୟ କରିଥିଲେ |

ଏହାପରେ ହର ପଟନାୟକ ସବ୍ୟଙ୍କ ଭିତରେ ଗୋଟେ ଟ୍ୟାଲେଣ୍ଟ ଦେଖିବାକୁ ପାଇଥିଲେ ଯାହାକି ସାବ୍ୟକୁ ଓଲିଉଡ଼ ଇଣ୍ଡଷ୍ଟ୍ରି କୁ ଆମ୍ରନ୍ତିତ କରିଥିଲେ ଓ ସେ ଫିଲ୍ମ ର ନାମ ଥିଲା ପାଗଳ ପ୍ରେମୀ ଯେଉଁ ଚଳଚିତ୍ର ଟି ସବ୍ୟଙ୍କର ପ୍ରଥମ ଚଳଚିତ୍ର | ପାଗଳ ପ୍ରେମୀ ଫିଲ୍ମ ର ସଫଳତା ହାସିଲ କରିବା ପରେ ଫୁଣି ଏକ ସୁପରହିଟ ଚଳଚିତ୍ର ପ୍ରଦାନ କରିଥିଲେ ମୁ ସପନର ସୌଦାଗର ଓ ସବ୍ୟସଚୀ ତାଙ୍କ ସଫଳତାର ସବୁ କ୍ରେଡିଟ ହର ପଟନାୟକ ଙ୍କୁ ଦେଇଥାନ୍ତି ଏବଂ ସେ ତାକୁ ତାଙ୍କର ଗଡ଼ ଫାଦର ବୋଲି ମାନନ୍ତି |

ବର୍ତମାନ ସୁଦ୍ଧା ସବ୍ୟସଚୀ 40 ଟି ସିନେମାରେ ହିରୋ ଭୂମିକାରେ କାମ କରିସାରିଛନ୍ତି | ଆପଣମାନେ ଜାଣିନଥିବେ ସବ୍ୟସଚୀ ଓଡ଼ିଆ ଫିଲ୍ମ ସହିତ ବେଙ୍ଗଲୀ ଫିଲ୍ମ ଏବଂ ତେଲୁଗୁ ଫିଲ୍ମ ମଧ୍ୟ କରିଛନ୍ତି | ସେ ଆଜି ପର୍ଯ୍ୟନ୍ତ 3 ଗୋଟି ବେଙ୍ଗଲୀ ଫିଲ୍ମ ଓ 3 ଗୋଟି ତେଲୁଗୁ ଫିଲ୍ମ ରେ ଅଭିନୟ କରିଛନ୍ତି | ସବ୍ୟସଚିଙ୍କର ମୁଖ୍ୟ ଇନକମ ର ସ୍ରୋତ ହେଉଛି ବ୍ରାଣ୍ଡ ଅମ୍ବାସିଡର ଆପଣମାନେ ନିଶ୍ଚିତ ଭାବରେ ଗୋଟେ କଥା ଜାଣିନଥିବେ ଯେ ଆମର ଓଡ଼ିଆ ଇଣ୍ଡଷ୍ଟ୍ରି ର ହିରୋ ହିରୋଇନ ମାନଙ୍କ ମଧ୍ୟରୁ ସବୁ ଠୁ ବେଶୀ ବ୍ରାଣ୍ଡ ପ୍ରମୋସନ କରିଥାନ୍ତି ସବ୍ୟସଚୀ ଙ୍କୁ ଏବଂ ବ୍ରାଣ୍ଡ ପ୍ରମୋସନ ର ମୂଲ୍ୟ ରହିଥାଏ |

କେବେ 5 ଲକ୍ଷ ତ କେବେ 50 ଲକ୍ଷ ଏବଂ ଆପଣ ମାନେ ଗୋଟେ କଥା ଜାଣିନଥିବେ ଯେ ଆଇପିଏଲ ଟିମ ଡକାଲ ଚ୍ୟାଲେଞ୍ଜର ର ବ୍ରାଣ୍ଡ ଅମ୍ବାସିଡର ହେଉଛନ୍ତି ସବ୍ୟସଚୀ ମିଶ୍ର ଓ ଏହା ସହିତ ତାଙ୍କର କଟକ ରେ ଅଲିଶାନ ଘର ରହିଛି ଓ ଏହା ସହ ତାଙ୍କର ବହୁତ ସାରା ଲକ୍ଜାରୀ କାର ଯାହାର ମୂଲ୍ୟ ରହିଥାଏ 50 ଲକ୍ଷ ରୁ 1.5 କୋଟି ଭିତରେ ଏହା ସହିତ ତାଙ୍କ ପାଖରେ ବହୁତ ସାରା ବ୍ରାଣ୍ଡ ର ବାଇକ ରହିଛି ସବ୍ୟ ଗୋଟେ ଓଡ଼ିଆ ଫିଲ୍ମ କରିବାପାଇଁ ପାଖ ପାଖି 20 ରୁ 25 ଲକ୍ଷ ଟଙ୍କା ଡିମାଣ୍ଡ କରିଥାନ୍ତି ଓ ତାଙ୍କର ମୋଟ ସମ୍ପତି ର ମୂଲ୍ୟ 40 କୋଟି ରୁ ଅଧିକ |

ତେବେ ସେ ନିକଟରେ ଅର୍ଚ୍ଚିତାଙ୍କୁ ବିବାହ କରିଛନ୍ତି | ଏବଂ ଦୁହେଁ ବେଶ ଖୁସିରେ ଥିବାର ମଧ୍ୟ ଜଣାପଡୁଛି | ତେବେ ଆପଣଙ୍କୁ ଆମର ଏହି ପୋଷ୍ଟ କେମିତି ଲାଗିଲା କମେଣ୍ଟ ମାଧ୍ୟମରେ ଜାଣନ୍ତୁ|