ବନ୍ଧୁଗଣ ଆପଣମାନେ ଅର୍ଚିତାଙ୍କୁ ତ ବେଶ ଭଲଭାବେ ଜାଣିଥିବେ ଓ ତାଙ୍କର ଜବରଦସ୍ତ ଅଭିନୟ ଆପଣମାନେ ନିଶ୍ଚିତ ଭାବରେ ଦେଖିଥିବେ ଓ ତାଙ୍କର ଅଭିନୟକୁ ଆପଣମାନେ ପସନ୍ଦ ମଧ୍ୟ କରୁଥିବେ ଓ ଅର୍ଚିତା ତାଙ୍କର ଅଭିନୟ ବଳରେ ଦର୍ଶକମାନଙ୍କ ମନରେ ଏକ ଅଲଗା ପ୍ରକାରର ସ୍ଥାନ ବନାଇବାରେ ସଫଳ ମଧ୍ୟ ହୋଇପାରିଛନ୍ତି |
ଆପଣମାନେ ତାଙ୍କ ବଡ ଭଉଣୀଙ୍କୁ ଦେଖିଛନ୍ତି କି ସେ ଦେଖିବାକୁ ପୁରା ଅର୍ଚ୍ଚିତାଙ୍କ ଭଳି ତେବେ ଆସନୁ ଜାଣିବା ତାଙ୍କ ପରିବାର ବିଷୟରେ କିଛି ଅଜଣା କଥା | ବନ୍ଧୁଗଣ ଅର୍ଚିତା ଙ୍କର ବର୍ତମାନ ସମୟର ବୟସ ହେଉଛି 30 ବର୍ଷ ବୟସ 1990 ମସିହା ଜୁନ ମାସ 29 ତାରିଖରେ ଅର୍ଚିତା ଜନ୍ମ ଲାଭ କରିଥିଲେ |
ଅର୍ଚ୍ଚିତାଙ୍କ ବାପାଙ୍କ ନାମ ଦରିଶ୍ରୀ ମହାପାତ୍ର ଏବଂ ଅର୍ଚିତାଙ୍କର ଶିକ୍ଷାଗତ ଯୋଗ୍ୟତା ହେଉଛି କଳିଙ୍ଗ ଇନ୍ଷ୍ଟିଟ୍ୟୁଟ ଅଫ ଇଣ୍ଡଷ୍ଟ୍ରିଆଲ ଟେକ୍ନଲଜୀ ସ୍କୁଲ ରେ ତାଙ୍କର ସ୍କୁଲ ଟାଇମ ଏବଂ କଲେଜ ଟାଇମ ଅତି ବାହିତ ହୋଇଥିଲା |
ଦର୍ଶକବନ୍ଧୁ ଆପଣମାନେ ଏ ଫୋଟୋ ରେ ଅର୍ଚିତା ଙ୍କ ପରିବାର ଲୋକଙ୍କୁ ଦେଖିବା ସହିତ ତାଙ୍କର ଅବିକଳ ଭଉଣୀଙ୍କୁ ମଧ୍ୟ ଦେଖିବାକୁ ପାଇଯାଇଥିବେ ଏ ଫୋଟୋ ରେ ତାଙ୍କ ବଡ ଭଉଣୀଙ୍କୁ ଅର୍ଚିତାଙ୍କ ସହ ଦେଖିପାରୁଥିବେ ଓ ତାଙ୍କ ବଡ଼ଭଉଣୀ ଙ୍କୁ ଦେଖି ଆପଣମାନେ ଜାଣିପାରୁଥିବେ କି ସେ କେତେ ମାତ୍ରାରେ ଅର୍ଚ୍ଚିତାଙ୍କ ସହ ମିଶିଯାଉଛନ୍ତି ଏମିତି କି ଅର୍ଚିତା ଓ ତାଙ୍କ ବଡ ଭଉଣୀ ଦେଖିବାକୁ ଏତେ ସିମିଲର ଯେ ଅର୍ଚିତାଙ୍କ ଅନୁପସ୍ଥିତିରେ ଯଦି ଆପଣ ତାଙ୍କ ବଡ ଭଉଣୀ ଙ୍କୁ ଦେଖିବେ ତେବେ ଆପଣ ତାଙ୍କୁ ଅର୍ଚିତା ବୋଲି ଭାବିନେବେ |
ଓଡ଼ିଆ ଅଭିନେତ୍ରୀ Archita ଙ୍କ ଠାରୁ ବି ଅଧିକ ସୁନ୍ଦର ଦେଖିବାକୁ ତାଙ୍କ ବଡ଼ ଭଉଣୀ… ଆଗରୁ ଦେଖି ନଥିବେ … ଦେଖନ୍ତୁ
