ଓଡ଼ିଆ ଅଭିନତ୍ରୀ Maheswata ଙ୍କ ଝିଅଙ୍କୁ ଆଗରୁ ଦେଖି ନଥିବେ, ଦେଖନ୍ତୁ…

ବନ୍ଧୁଗଣ ଆପଣମାନେ ମହେଶ୍ୱତା ଙ୍କୁ ନିଶ୍ଚିତ ଭାବରେ ଜାଣିଥିବେ ଓ ତାଙ୍କର ଜବରଦସ୍ତ ଅଭିନୟକୁ ଆପଣମାନେ ନିଶ୍ଚିତ ଭାବରେ ଦେଖିଥିବେ ଓ ତାଙ୍କର ଜବରଦସ୍ତ ଅଭିନୟକୁ ଆପଣମାନେ ମଧ୍ୟ ବହୁତ ପସନ୍ଦ କରୁଥିବେ ତାଙ୍କର ପୁରା ନାମ ହେଉଛି ମହେଶ୍ୱତା ରାୟ ଓ ତାଙ୍କର ଜନ୍ମ ତାରିଖ ହେଉଛି 1962 ଜୁଲାଇ 2 ତାରିଖ ରେ ସେ ପୁରୀରେ ଜନ୍ମ ଗ୍ରହଣ କରିଥିଲେ ଓ ତାଙ୍କର ପ୍ରଥମ ଓଡ଼ିଆ ସିନେମା ଯାହାର ନାମ ଥିଲା ଶେଷ ଶ୍ରାବଣ ଏହି ଚଳଚ୍ଚିତ୍ରଟି 1976 ମସିହାରେ ରିଲିଜ କରାଯାଇଥିଲା |


ମହେଶ୍ୱତା ଶେଷ ଶ୍ରାବଣରେ ହିରୋଇନ ଭୂମିକାରେ ଅଭିନୟ କରିଥିଲେ ଆପାଣାମାନେ ଜାଣିଥିବେ କି ଏହି ଚଳଚିତ୍ର ଟି ସମ୍ପୂର୍ଣ ଭାବେ ଦୁଃଖଭରା କାହାଣୀ କୁ ଆଧାର କରି ନିର୍ମାଣ କରାଯାଇଛି | ଏହା ସହିତ ତାଙ୍କର କିଛି ପୁରୁଣା ଚଳଚିତ୍ର ଯେମିତି କି ଝୁମୁକା 1975 ଶେଷ ଶ୍ରାବଣ 1976 ମସିହାରେ ଶଙ୍ଖ ମହୁରୀ ଏବଂ ପ୍ରିୟତମା ଭଳି ଚଳଚିତ୍ର ରେ ସେ ଅଭିନୟ କରିଛନ୍ତି |


ମହେଶ୍ୱତା ପୁରୀରେ ଜନ୍ମଗ୍ରହଣ କରିଥିଲେ ଓ ତାଙ୍କର ବର୍ତମାନ ସମୟର ବୟସ ହେଉଛି 58+ ଏବଂ ତାଙ୍କର ବର୍ତମାନ ତାଙ୍କର ଓଜନ ରହିଛି 55 ରୁ 60 କେଜି ଓ ଆପଣମାନେ ଏ ଫୋଟୋ ରେ ତାଙ୍କ ପରିବାରର ସଦସ୍ୟ ମାନଙ୍କୁ ଓ ତାଙ୍କ ଘର ଓ ଗାଡି କୁ ଦେଖିପାରୁଥିବେ ତେବେ ବନ୍ଧୁଗଣ ଆପଣମାନଙ୍କୁ ମହେଶ୍ୱତା କେମିତି ଲାଗନ୍ତି ଆମକୁ କମେନ୍ଟ ମାଧ୍ୟମରେ ନିଶ୍ଚିତ ଜଣାଇବେ |