ଓଡ଼ିଆ ଅଭିନତ୍ରୀ JaiFulaଙ୍କ ଏମିତି କିଛି ଫୋଟୋ, ଆଗରୁ କେବେ ଦେଖି ନ ଥିବେ

ବନ୍ଧୁଗଣ ଜାଇଫୁଲ ସିରିଏଲ ଟି ନିଶ୍ଚିତ ଦେଖୁଥିବେ ଓ ସେଥିରେ ଅଭିନୟ କରୁଥିବା ଜାଇଫୁଲ ଙ୍କ ଜବରଦସ୍ତ କ୍ୟାମେଡି ଓ ଅଭିନୟ ଆପଣମାନେ ନିଶ୍ଚିତ ଭାବରେ ଦେଖୁଥିବେ ଓ ଏହା ଛଡା ଜାଇଫୁଲକୁ ଆପଣମାନେ ବହୁତ ସାରା ସିନେମା ସିରିଏଲ ଓ ଆଡ଼ଭାଟିଯ ରେ ମଧ୍ୟ ନିଶ୍ଚିତ ଭାବରେ ଦେଖିଥିବେ ଓ ଜାଇଫୁଲଙ୍କ ମଜାଳିଆ କଥାରେ ଆପଣ ସମସ୍ତେ ନିଶ୍ଚିତ ହସିଥିବେ ଓ ତାଙ୍କର କମେଡି ଙ୍କୁ ପସନ୍ଦ ମଧ୍ୟ କରୁଥିବେ |


ଜାଇଫୁଲକୁ ଆପଣ ନିଶ୍ଚିତ ଜାଣିଥିବେ କି ପ୍ରତ୍ୟେକ ଗାଁ କୁ ଯାନ୍ତି ଓ ସେଠାକାର ପରମ୍ପରା ବିଷୟରେ ସମସ୍ତଙ୍କୁ ଶିଖାନ୍ତି ବା ଧାରଣା ଦିନନ୍ତି | ଜାଇଫୁଲ ତାଙ୍କର ଜବରଦସ୍ତ କମେଡି ଓ ଆଙ୍କରିଂ ଦ୍ୱାରା ଲୋକଙ୍କ ମନରେ ଏକ ଅଲଗା ପ୍ରକାରର ସ୍ଥାନ ବନାଇବାରେ ସଫଳ ହୋଇଛନ୍ତି |

ଏଥି ସହିତ ବିଭହ ବନ୍ଧନରେ ବାନ୍ଧିହବାର ବା ନିର୍ବନ୍ଧ କରିବାର ନଜର ଆସିଛନ୍ତି ଜାଇଫୁଲ ତ ଗତ ଜାନୁଆରୀ ରେ ନିର୍ବନ୍ଧ କରିଥିଲେ ଜାଇଫୁଲ | ବର୍ତମାନ ଶାଶୂଘରେ ରହିବାର ନଜର ଆସିଛନ୍ତି ଏହି ଜବରଦସ୍ତ ଆଙ୍କର ଜଣଙ୍କ | ତେବେ ବନ୍ଧୁଗଣ ଆପଣମାନଙ୍କୁ ଜାଇଫୁଲ ଙ୍କ ଅଭିନୟ କେମିତି ଲାଗେ ବା ତାଙ୍କର ଜବରଦସ୍ତ ଆଙ୍କରିଂ ଆପଣମାନଙ୍କୁ କେମିତି ଲାଗେ ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବାକୁ ଭୁଲିବେନି |