ଓଡ଼ିଆ ଅଭିନତ୍ରୀ Sofia Alamଙ୍କ ଝିଅଙ୍କ ସୁନ୍ଦରତା ଆଗରେ ଫିକା ପଡିଯିବେ ବଡ ବଡ ହିରୋଇନ, ଆଗକୁ ଓଲିଉଡ଼ରେ କରିବେ ରାଜ… ଦେଖନ୍ତୁ

ନମସ୍କାର ବନ୍ଧୁଗଣ ଆପଣମାନେ ଶୋଫିଆ ଆଲମ୍ ଙ୍କୁ ଖୁବ୍ ଭଲ ଭାବରେ ଚିହ୍ନିଥିବେ ଯିଏକି ଆମ ଓଡ଼ିଆ ସିନେମା ତଥା ଧାରାବାହିକ ଜଗତର ଜଣେ ଜଣାଶୁଣା ଅଭିନେତ୍ରୀ ଅଟନ୍ତି ତେବେ ଦର୍ଶକ ବନ୍ଧୁ ଆପଣମାନେ ଶୋଫିଆ ଆଲମ୍ ଙ୍କୁ ସୁନ୍ଦର ଅଭିନୟ କରୁଥିବାର ନିଶ୍ଚିତ ଭାବରେ ଦେଖିଥିବେ କିନ୍ତୁ ଦର୍ଶକ ବନ୍ଧୁ ଆପଣମାନେ କେବେବି ଶୋଫିଆ ଆଲମ୍ ଙ୍କ ଝିଅଙ୍କୁ କେବେ ଦେଖିଛନ୍ତି କି କଣ ଜାଣିଛନ୍ତି ବର୍ତ୍ତମାନ ସମୟରେ ସେ କେଉଁ ପ୍ଲାଟଫର୍ମରେ ଅଭିନୟ କରୁଛନ୍ତି ଯଦି ଜାଣି ନାହାଁନ୍ତି ତେବେ ଆସନ୍ତୁ ଜାଣିବା ଶୋଫିଆ ଆଲମ୍ ଙ୍କ ଝିଅଙ୍କ ବିଷୟରେ।

ତେବେ ଦର୍ଶକ ବନ୍ଧୁ ଆପଣମାନେ ଶୋଫିଆ ଆଲମ୍ ଙ୍କୁ ବୋହୁତ ଭଲ ଭାବରେ ଜାଣିଥିବେ ଯିଏକି ଗତ ଅନେକ ବର୍ଷ ହେବ ଆମ ଓଡ଼ିଆ ସିନେମା ଜଗତକୁ ଖୁବ୍ ସୁନ୍ଦର ସୁନ୍ଦର ଫିଲ୍ମ ଭେଟି ଦେଇଛନ୍ତି ନିଜର ଖୁବ୍ ସୁନ୍ଦର ଅଭିନୟ ମାଧ୍ୟମରେ ତେବେ ଦର୍ଶକ ବନ୍ଧୁ ଆପଣମାନେ ଜାଣିଥିବେ ସେ ଅନେକ ଗୁଡ଼ିଏ ଫିଲ୍ମ କରିବା ପରେ ବୋହୁତ ଗୁଡ଼ିଏ ଧାରାବାହିକରେ ମଧ୍ୟ ଖୁବ୍ ସୁନ୍ଦର ଅଭିନୟ କରିସାରିଛନ୍ତି |

ତେବେ ଦର୍ଶକ ବନ୍ଧୁ ତାଙ୍କର ପ୍ରଥମ ଧାରାବାହିକ ଥିଲା ସଂସ୍କାର ଯେଉଁଥିରୁ ସେ ଅନେକ ଗୁଡ଼ିଏ ଲୋକପ୍ରିୟତା ହାସଲ କରିଥିଲେ ନିଜର ଖୁବ୍ ସୁନ୍ଦର ଅଭିନୟ ମାଧ୍ୟମରେ ତେବେ ଦର୍ଶକ ବନ୍ଧୁ ଆଜି ଆମେ ତାଙ୍କ ଝିଅ ବିଷୟରେ ଜାଣିବା ତେବେ ଏଠାରେ ଆପଣମାନେ ଯେଉଁ ଫଟୋ ଦେଖୁଛନ୍ତି ଇଏ ହେଉଛନ୍ତି ଶୋଫିଆ ଆଲମ୍ ଙ୍କର ଝିଅ ଯିଏକି ଦେଖିବାକୁ ବୋହୁତ ସୁନ୍ଦର |

ତେବେ ଦର୍ଶକ ବନ୍ଧୁ ସେ ମଧ୍ୟ ତାଙ୍କ ମାଆଙ୍କ ପରି ବୋହୁତ ସୁନ୍ଦର ଅଭିନୟ କରି ପାରୁଛନ୍ତି ଏବଂ ତାଙ୍କୁ ବୋହୁତ ଗୁଡିଏ ଆୱାର୍ଡ଼ ମଧ୍ୟ ମିଳି ସାରିଛି ବୋହୁତ ଛୋଟ ବେଳୁ ନିଜର ବୋହୁତ ସୁନ୍ଦର ଅଭିନୟ ପାଇଁ ଏବଂ ବର୍ତ୍ତମାନ ସମୟରେ ମଧ୍ୟ ସେ ଶିଶୁ କଳାକାର ଭାବରେ ଅଭିନୟ କରୁଛନ୍ତି ଅନେକ ଗୁଡ଼ିଏ ଫିଲ୍ମରେ |

ତେବେ ଦର୍ଶକ ବନ୍ଧୁ ଆପଣମାନଙ୍କୁ ଶୋଫିଆ ଆଲମ୍ କେମିତି ଲାଗନ୍ତି ଏବଂ ତାଙ୍କ ଝିଅ ଆପଣମାନଙ୍କୁ କେମିତି ଲାଗିଲେ ଆମକୁ ଆମ କମେଣ୍ଟ ବକ୍ସ ମାଧ୍ୟମରେ କମେଣ୍ଟ କରି ନିଶ୍ଚିତ ଭାବରେ ଜଣାଇ ଦିଅନ୍ତୁ।