ଓଡ଼ିଆ ସିଙ୍ଗର Tapu Mishra ଙ୍କର ଅବସ୍ଥା ଦେଖି, ସାହାଯ୍ୟ କଲେ Sonu Sood, ଲେଖିଲେ ଏମିତି କିଛି

ନମସ୍କାର ବନ୍ଧୁଗଣ କିଛିଦିନ ତଳେ କୋରାନା ରେ ଆକ୍ରାନ୍ତ ହୋଇ ସିଭିୟର ହୋଇଥିବାରୁ ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ଓଡ଼ିଆ ସିଙ୍ଗର ତପୁ ମିଶ୍ରଙ୍କୁ ଭର୍ତ୍ତି କରାଯାଇଥିଲା। କିନ୍ତୁ ଅବସ୍ଥାରେ ସୁଦ୍ଧର ନ ଆସିବାରୁ ଏବଂ ଡକ୍ଟରଙ୍କ ଚିକିତ୍ସା ସତ୍ତ୍ବେ ବି ଫଳପ୍ରଦ ନ ହେବାରୁ ଅବସ୍ଥାରେ ସୁଦ୍ଧାର ନ ଆସିବାରୁ ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତରଣ କରାଯାଇଥିଲା। ଏବେ ଅବସ୍ଥା ଆହୁରି ସଙ୍କଟାପୂର୍ଣ୍ଣ ହୋଇଯାଇଛି ଓଡ଼ିଆ ଗାୟିକା ତପୁ ମିଶ୍ରଙ୍କର।


ଡକ୍ଟରମାନେ ସବୁ ଚେଷ୍ଟା ଚଳାଇଥିଲେ ମଧ୍ୟ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ କିଛି ଉନ୍ନତି ଆସୁନାହିଁ। ଏହାକୁ ନେଇ ଏକ ଆସ୍ଵସ୍ତିକ ଖବର ଶୁଣିବାକୁ ମିଳିଛି। ତେବେ ତପୁଙ୍କ ଏହି ସଙ୍କଟାପୂର୍ଣ୍ଣ ଅବସ୍ଥାକୁ ନେଇ ତପୁଙ୍କର ଏକ ସାଙ୍ଗ ଗୀତା ଦାସ ସୋନୁ ସୁଦ୍ ଙ୍କୁ ମ୍ୟାସେଜ୍ କରିଥିଲେ। ନିଜ ଟୁୟିଟର ହ୍ୟାଣ୍ଡେଲ୍ ମାଧ୍ୟମରେ ସୋନୁ ସୁଦ୍ ଙ୍କୁ ମ୍ୟାସେଜ୍ କରିଥିଲେ। ଲେଖିଥିଲେ ସାର୍ ଆମକୁ 2DG ସାଚେଷ୍ଟର ଦରକାର ପଡ଼ୁଛି ଏବଂ ଯାହାକି ଏବେ ଆଭେଲେବୁଲ ନାହିଁ।

ଆମେ ବୋହୁତ ଖୋଜାଖୋଜି କରିବା ପରେ ମଧ୍ୟ ମିଳି ନଥିବାରୁ ମୋ ପ୍ରିୟ ସାଥୀ ତଥା ଓଡ଼ିଆର ପାପୁଲାର୍ ସିଙ୍ଗର ତପୁ ମିଶ୍ରଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇଯାଉଛି ଆପଣ ସାହାଯ୍ୟ କରିଲେ କିଛି ହୋଇ ପାରନ୍ତା। ଏହାପରେ ସୋନୁ ସୁଦ୍ ମଧ୍ୟ ସାଙ୍ଗେ ସାଙ୍ଗେ ମ୍ୟାସେଜ ଦେଇଥିଲେ କିଛି ହବନି ତପୁ ମିଶ୍ରଙ୍କର ଏବଂ ସେ ଭଲ ହୋଇଯିବେ। ସୋନୁ ସୁଦ୍ ଙ୍କ ଜବାବ୍ ପରେ ଏବେ ଆସ୍ଵସ୍ତିକ ଖବର ଶୁଣିବାକୁ ମିଳିଛି। ଖୁବ୍ ଶୀଘ୍ର ତପୁ ମିଶ୍ରଙ୍କୁ ସହଯୋଗ ଯୋଗାଇଦେବେ ସୋନୁ ସୁଦ୍ ଏବଂ ତପୁ ମିଶ୍ର ଖୁବ୍ ଶୀଘ୍ର ଭଲ ହୋଇଯିବେ।

ଏବଂ ଯେମିତି ସୁନ୍ଦର ଗୀତ ଗାଉଥିଲେ ସେମିତି ଗୀତ ଗାଇବେ। ଏହାସହ ସୋନୁ ସୁଦ୍ ଙ୍କର ଏତେ ଶୀଘ୍ର ରିପ୍ଲେର ସମସ୍ତେ ପ୍ରଶଂସା କରୁଛନ୍ତି। ସୋନୁ ସୁଦ୍ ଖୁବ୍ ଶୀଘ୍ର ସହଯୋଗର ହାତ ବଢ଼ାଇବେ ଏବଂ ତପୁ ମିଶ୍ରଙ୍କ ପାଇଁ ଖୁବ୍ ଶୀଘ୍ର ମେଡ଼ିସିନ୍ ର ଯୋଗାଡ କରିବେ ବୋଲି ସୋନୁ ସୁଦ୍ ଗୀତା ଦାସଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ସୋନୁ ସୁଦ୍ କହିଛନ୍ତି ତପୁ ମିଶ୍ରଙ୍କୁ ଖୁବ୍ ଶୀଘ୍ର ଭଲ କରାଯିବ ଏବଂ ସେ ଖୁବ୍ ଶୀଘ୍ର ଭଲ ହୋଇଯିବେ।

ସୋନୁ ସୁଦ୍ ଙ୍କର ଏହି କଥା ଶୁଣି ତପୁ ମିଶ୍ରଙ୍କ ପରିବାର ଟିକେ ଆସ୍ଵତିକର ହୋଇଛନ୍ତି। ତପୁ ମିଶ୍ର ଓଲିଉଡ ଫିଲ୍ମରେ ଅନେକ ଗୀତ ଗାଇଛନ୍ତି ଏବଂ ଆଲବମ୍ ରେ ମଧ୍ୟ ଅନେକ ଗୀତ ଗାଇଛନ୍ତି, ଭଜନରେ ମଧ୍ୟ ଅନେକ ଗୀତ ଗାଇଛନ୍ତି। ଜଗନ୍ନାଥଙ୍କ କୃପାରୁ ତପୁ ମିଶ୍ର ସୁସ୍ଥ ହୋଇ ଯାଆନ୍ତୁ ଏବଂ ଆହୁରି ସୁନ୍ଦର ସୁନ୍ଦର ଗୀତ ଗାଅନ୍ତୁ।