ଓଡ଼ିଆ କମେଡିଆନ Suman Maharanaଙ୍କ ପତ୍ନୀଙ୍କ ସୁନ୍ଦରତା ଆଗରେ ଫେଲ ମାରିବେ ବର୍ଷା ଅର୍ଚ୍ଚିତା, ନିଜେ ଦେଖନ୍ତୁ ଜାଣିଯିବେ

ନମସ୍କାର ବନ୍ଧୁଗଣ ଆପଣମାନେ ତ ନିଶ୍ଚିତ ଭାବରେ ଓଲିଉଡ ଫିଲ୍ମ ବିଷୟରେ ଜାଣିଥିବେ ଏବଂ ଓଲିଉଡର କମେଡି ମଧ୍ୟ ବେଶ୍ ପସନ୍ଦ କରୁଥିବେ। ହେଲେ ଆପଣମାନେ ଓଲିଉଡର କମେଡିୟାନ୍ ମାନଙ୍କ ବିଷୟରେ କିଛି ଜାଣିଛନ୍ତି କି। ଓଲିଉଡ଼ ଇଣ୍ଡଷ୍ଟ୍ରିର ହାସ୍ୟ ଅଭିନେତା ସୁମନ ମହାରଣା ତାଙ୍କ ବିଷୟରେ କିଛି କଥା ଜାଣିଛନ୍ତି କି। ଯଦି ଜାଣି ନାହାଁନ୍ତି ତେବେ ଆସନ୍ତୁ ସୁମନ ମହାରଣାଙ୍କ ଘର, ପରିବାର ତାଙ୍କ ସଂପୂର୍ଣ୍ଣ ସମ୍ପତ୍ତି, ଏମିତିକି ତାଙ୍କ ବିଷୟରେ କିଛି ଅଜଣା ତଥ୍ୟ ବିଷୟରେ ଜାଣିବା।

ଯେମିତିକି ତାଙ୍କ ସ୍ତ୍ରୀ ତାଙ୍କୁ ଆପଣମାନେ କେବେ ଦେଖିଛନ୍ତି କି, ସୁମନ ମହାରଣାଙ୍କ ଉଚ୍ଚତା ଯେହେତୁ ୩ ଫୁଟ୍ ୪ ଇଞ୍ଚ୍ ତେବେ ତାଙ୍କ ସ୍ତ୍ରୀଙ୍କ ଉଚ୍ଚତା କେତେ ଓ ସେ ଦେଖିବାକୁ କେତେ ସୁନ୍ଦର ଆପଣମାନଙ୍କର ସେ ସମ୍ବନ୍ଧରେ ଜାଣିବାକୁ ବେଶ୍ ଇଚ୍ଛା ରହିଥିବ। ତେବେ ଆସନ୍ତୁ ଜାଣିବା।

ଓଡ଼ିଆ ଚଳଚ୍ଚିତ୍ର ଜଗତର ଅଭିନେତା ଏବଂ କମେଡିୟାନ୍ ସୁମନ ମହାରଣା ମୁଖ୍ୟତଃ ହାସ୍ୟ ଅଭିନେତା ଭାବରେ ସୁପରିଚିତ। ସେ ୨୦୦୨ ରେ ଓଡ଼ିଆ କଥାଚିତ୍ର କଣ୍ଢେଇ ଆଖିରେ ଲୁହ ଜରିଆରେ ଜଣେ ଶିଶୁ କଳାକାର ଭାବରେ ନିଜର ଅଭିନୟ ଜୀବନୀ ଆରମ୍ଭ କରିଥିଲେ ଏବଂ ତାଙ୍କ ପ୍ରଥମ ଚଳଚ୍ଚିତ୍ରରେ ତାଙ୍କୁ ସଫଳତାର ଚରମଶୀର୍ଷରେ ପହଞ୍ଚିବା ପାଇଁ ପ୍ରେରଣା ଯୋଗାଇଥିଲା।

ତାଙ୍କ ପ୍ରଥମ ଚଳଚ୍ଚିତ୍ରରେ ହିଁ ଶ୍ରେଷ୍ଟ ଶିଶୁ କଳାକାର ଭାବରେ ପୁରସ୍କୃତ ମଧ୍ୟ ହୋଇଥିଲେ। ଏହା ସହିତ କଥାଚିତ୍ର ଲକ୍ଷ୍ମୀ ପ୍ରତିମା ପାଇଁ ସେ ଶ୍ରେଷ୍ଟ ହାସ୍ୟ ଅଭିନେତା ଭାବରେ ପୁରସ୍କୃତ ମଧ୍ୟ ହୋଇଥିଲେ। ସୁମନ ମହାରଣା ଏକ ଗରିବ ପରିବାରରୁ ଆସିଥିଲେ।

ସେ ଭୁବନେଶ୍ୱରର ବସ୍ତି ଅଞ୍ଚଳରେ ହିଁ ବଡ଼ ହୋଇଛନ୍ତି। ସୁମନ ମହାରଣାଙ୍କ ଉଚ୍ଚତା ମାତ୍ର ୩ ଫୁଟ୍ ୪ ଇଞ୍ଚ୍ ଏବଂ ସେଥିପାଇଁ ଆପଣମାନଙ୍କ ମନରେ ଉତ୍କଣ୍ଠା ରହିଥିବା ଯେ ସୁମନ ମହାରଣାଙ୍କ ସ୍ତ୍ରୀ ଦେଖିବାକୁ କିପରି। ତାଙ୍କର ଉଚ୍ଚତା କେତେ ହୋଇଥାଏ ପାରେ।

ସୁମନ ମହାରଣାଙ୍କ ଉଚ୍ଚତା ୩ ଫୁଟ୍ ୪ ଇଞ୍ଚ୍ ହୋଇଥିବାରୁ ସେ ଅଧିକାଂଶ ଫିଲ୍ମରେ ବାମନ ଭୂମିକାରେ ଅଭିନୟ କରନ୍ତି। ସେ ନିଜ କ୍ୟାରିୟରରେ ଅନେକ ଚଳଚ୍ଚିତ୍ର ଏବଂ ସିରିୟଲରେ କମେଡିୟାନ୍ ଭୂମିକାରେ ଅଭିନୟ କରିଛନ୍ତି। ୨୦୦୮ ରେ ମଧ୍ୟ ସେ ତେଜସ୍ଵୀନି ଧାରାବାହିକ ପାଇଁ ମଧ୍ୟ ଶ୍ରେଷ୍ଠ କମେଡିୟାନ୍ ଆୱାଡ୍ ପାଇଥିଲେ। ସୁମନ ମହାରଣାଙ୍କ ପରିବାବାରେ ତାଙ୍କର ବାପା ମା ଏବଂ ସ୍ତ୍ରୀ ଅଛନ୍ତି ଏବଂ ଏହା ସହିତ ତାଙ୍କର ଜଣେ ଭଉଣୀ ମଧ୍ୟ ଅଛନ୍ତି।