ଦର୍ଶକବନ୍ଧୁ ଆମ ଓଲିଉଡ଼ ଇଣ୍ଡଷ୍ଟ୍ରି ର ହିରୋଇନ ମାନଙ୍କୁ ତ ଆପଣମାନେ ବହୁତ ଭଲଭାବରେ ଜାଣିଥିବେ କିନ୍ତୁ ତାଙ୍କ ପିଲାମାନେ ଏବେ କେତେବଡ ହୋଇଗଲେଣି ଆପଣମାନେ ଦେଖିଛନ୍ତି କି ତେବେ ଆସନ୍ତୁ ଜାଣିବା ତାଙ୍କ ବିଷୟରେ ସମ୍ପୂର୍ଣ ତଥ୍ୟ |
ପ୍ରିୟା ଚୌଧୁରୀ
ପ୍ରିୟା ଚୌଧୁରୀ ଙ୍କୁ ତ ଆପଣମାନେ ଅନେକ ସାରା ଫିଲ୍ମ ରେ ଖୁବ ସୁନ୍ଦର ଅଭିନୟ କରି ଲୋକମାନଙ୍କ ମନକୁ କିଣୁଥିବାର ନିଶ୍ଚିତ ଭାବରେ ଦେଖିଥିବେ ଓ ତାଙ୍କର ଅଭିନୟକୁ ମଧ୍ୟ ଆପଣମାନେ ପସନ୍ଦ ମଧ୍ୟ କରୁଥିବେ ତେବେ ଆପଣମାନେ ଏ ଫୋଟୋ ରେ ତାଙ୍କ ର ପୁଅକୁ ଦେଖିପାରୁଥିବେ ଓ ତାଙ୍କର ପୁଅଙ୍କ ନାମ ହେଉଛି ପ୍ରିୟାଂଶୁ ଓ ପ୍ରିୟା ତାଙ୍କ ପୁଅକୁ ନିଜଠୁ ବେଶୀ ଭଲ ପାଆନ୍ତି |
ଅନୁ ଚୌଧୁରୀ
ଆପଣମାନେ ଅନୁ ଚୌଧୁରୀଙ୍କୁ ବହୁତ ସାରା ଫିଲ୍ମ ରେ ଜବରଦସ୍ତ ଅଭିନୟ କରୁଥିବାର ନିଶ୍ଚିତ ଭାବରେ ଦେଖିଥିବେ ଓ ପସନ୍ଦ ମଧ୍ୟ କରୁଥିବେ ତେବେ ଆପଣମାନେ ଏ ଫୋଟୋ ରେ ତାଙ୍କ ଝିଅଙ୍କୁ ଦେଖିପାରୁଥିବେ ଓ ତାଙ୍କର ଝିଅଙ୍କ ନାମ ହେଉଛି ଅନନ୍ୟା ଚୌଧୁରୀ |
ଜ୍ୟୋତି ମିଶ୍ର
ଆପଣମାନେ ଜ୍ୟୋତି ମିଶ୍ରଙ୍କୁ ତ ବହୁତ ସାରା ଓଡ଼ିଆ ଫିଲ୍ମ ରେ ନିଶ୍ଚିତ ଦେଖିଥିବେ ଓ ତାଙ୍କର ଜବରଦସ୍ତ ଅଭିନୟକୁ ପସନ୍ଦ ମଧ୍ୟ କରୁଥିବେ ତେବେ ଆପଣମାନେ ଏ ଫୋଟୋ ରେ ତାଙ୍କ ପୁଅଙ୍କୁ ଦେଖିପାରୁଥିବେ ଓ ତାଙ୍କ ପୁଅଙ୍କର ନାମ ହେଉଛି ଅଭିନାଶ ମିଶ୍ର |
ମାମା ମିଶ୍ର
ବନ୍ଧୁଗଣ ଆପଣମାନେ ମାମା ମିଶ୍ର ଙ୍କୁ ବହୁତ ସାରା ଓଡ଼ିଆ ଫିଲ୍ମ ରେ ଅଭିନୟ କରୁଥିବାର ଦେଖିଥିବେ ଓ ଆପଣମାନେ ଜାଣିଥିବେ ସେ ସିଧ୍ୟାନ୍ତ ଙ୍କୁ ବିବାହ କରିଛନ୍ତି ତେବେ ଆପଣମାନେ ଏ ଫୋଟୋ ରେ ତାଙ୍କର ଫ୍ୟାମିଲି ଆଲବମ ଦେଖିପାରୁଥିବେ ତାଙ୍କ ର ଗୋଟେ ପୁଅ ଓ ଗୋଟେ ଝିଅ ଅଛି ତାଙ୍କ ପୁଅ ର ନାମ ହେଉଛି ସାଇ ସିଦ୍ଧି ମିଶ୍ର ଓ ଝିଅ ନାମ ହେଉଛି ସିମ୍ରନ ମିଶ୍ର |
ରଚନା ବାନାର୍ଜୀ
ଆପଣମାନେ ରଚନା ବାନାର୍ଜୀ ଙ୍କୁ ବହୁତ ସାରା ଓଡ଼ିଆ ଫିଲ୍ମ ରେ ଅଭିନୟ କରୁଥିବାର ନିଶ୍ଚିତ ଭାବରେ ଦେଖିଥିବେ ଓ ତାଙ୍କ ଅଭିନୟକୁ ପସନ୍ଦ ମଧ୍ୟ କରୁଥିବେ ତେବେ ଆପଣମାନେ ଏ ଫୋଟୋ ରେ ତାଙ୍କ ଝିଅଙ୍କୁ ଦେଖିପାରୁଥିବେ ଓ ତାଙ୍କର ନାମ ହେଉଛି ଶ୍ରୀୟା ବାନାର୍ଜୀ |