ତ ଫ୍ରେଣ୍ଡ୍ସ ଆପଣମାନେ ଜାଣିଥିବେ ଆଜି ହେଉଛି ପହିଲି ରଜ ତ ପହିଲି ରଜ ରେ ଓଲିଉଡ଼ ର ସମସ୍ତ ହିରୋଇନ ମାନେ ଏଇ ରଜ ପର୍ବକୁ ଧୁମ ଧାମ ରେ ପାଳନ କରୁଥିବାର ନଜର ଆସିଛନ୍ତି ଓ ଏହାର ଫୋଟୋ ଗୁଡିକ ନିଜ ସୋସିଆଲ ମିଡିଆରେ ସେୟାର କରିଛନ୍ତି ତେବେ ଓଡ଼ିଆ ସେଲିବ୍ରିଟି ମାନେ ରଜରେ ନୂଆ ଡ୍ରେସ ପିନ୍ଧିବା ସହିତ ଦୋଳି ଖେଳୁଥିବାର ଦେଖା ଦେଇଛନ୍ତି |
ଦର୍ଶକବନ୍ଧୁ ଆପଣମାନେ ଜାଣିଥିବେ ଯେ ବର୍ତମାନ କରୋନା ଭାଇରସ ସାରା ପୃଥିବୀକୁ ପ୍ରଭାବିତ କରିଛି ଓ ଏହାର ପ୍ରଭାବ ରଜ ପର୍ବରେ ଭି ମଧ୍ୟ ନଜର ଆସିଛି ତ ରଜରେ ଓଲିଉଡ଼ ସେଲିବ୍ରେଟିମାନେ ବହୁତ ଧୁମ ଧାମ ରେ ଏଇ ରଜ ପର୍ବକୁ ପାଳୁଥିବାର ନଜର ଆସିଛନ୍ତି | କିନ୍ତୁ ଏ ବର୍ଷ କରୋନା ଭାଇରସ ଯୋଗୁ ସମସ୍ତେ ନିଜ ନିଜ ଘରେ ରହି ନିଜ ପରିବାର ଲୋକଙ୍କ ସହ ରଜ ପାଳନ କରୁଥିବାର ନଜର ଆସିଛନ୍ତି |
ଏଥି ସହିତ ସୋସିଆଲ ଡିଷ୍ଟାନ୍ସ ମେଣ୍ଟନ କରିବା ସହ ଲୋକମାନଙ୍କୁ ବା ନିଜ ଫ୍ୟାନ ମାନଙ୍କୁ କରୋନା ବିଷୟରେ ଅବଗତ କରାଇଛନ୍ତି ତ ଫ୍ରେଣ୍ଡ୍ସ ଓଡ଼ିଆ ସେଲିବ୍ରେଟିମାନେ ବର୍ତମାନ ସମୟରେ ନିଜ ଘରେ ରହିଛନ୍ତି ଓ ରଜ ପର୍ବ ପାଳନ କରୁଥିବାର ଦେଖା ଦେଇଛନ୍ତି ପିଠା ପଣା ଖାଇବା ସହିତ ଦୋଳି ଖେଳୁଥିବାର ଦେଖା ଦେଇଛନ୍ତି ଆଉ ଏସବୁ ଫୋଟୋ ଗୁଡିକ ସେ ତାଙ୍କ ସୋସିଆଲ ମିଡିଆରେ ସେୟାର କରୁଥିବାର ନଜର ଆସିଛନ୍ତି ତ ଫ୍ରେଣ୍ଡ୍ସ ଆପଣମାନେ ଏ ରଜ ପର୍ବକୁ କିପରି ପାଳନ କଲେ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚିତ ଜଣାନ୍ତୁ |
ତେବେ ବନ୍ଧୁଗଣ ଆପଣଙ୍କୁ କାହାର ଫୋଟୋ ସବୁଠୁ ଅଧିକ ସୁନ୍ଦର ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ଜାଣନ୍ତୁ | ଆଉ ଆମର ଏହି ପୋଷ୍ଟକୁ ସେୟାର କରିବାକୁ ଭୁଲିବେ ନାହିଁ |