ନମସ୍କାର ବନ୍ଧୁଗଣ ଆପଣମାନଙ୍କର ପ୍ରିୟର ମାନିନୀ ଯାହାଙ୍କ ପ୍ରକୃତ ନାମ ହେଉଛି ଉପାସନା ମହାନ୍ତି। ଏବେ ତାଙ୍କର ଗୋଟିଏ ଛୋଟ ପୁଅ ହୋଇଛି ସେ ଏବେ ମା ହୋଇଯାଇଛନ୍ତି। କିଛି ଦିନ ତଳେ ମାନିନୀ ସିରିୟଲ୍ ଛାଡ଼ିବାକୁ ବାଧ୍ୟ ହୋଇଥିଲେ ସେ ତାଙ୍କ ପରିବାର ପାଇଁ। ଏବେ ସେ ନଜର ଆସିଛନ୍ତି ତାଙ୍କ ପୁଅ ସହ ସୋସିଆଲ ମିଡ଼ିଆ ସାଇଟ୍ ରେ।
ଜିସାର୍ଥକରେ ପ୍ରସାରିତ ହେଉଥିବା ମାନିନୀ ଧାରାବାହିକର ହିରୋଇନ୍ ଥିଲେ, ଯାହାଙ୍କର ନାମ ହେଉଛି ଉପାସନା ମହାନ୍ତି। ସେ ବର୍ତ୍ତମାନ ସମୟରେ ତାଙ୍କ ପରିବାରରେ ବ୍ୟସ୍ତ ଅଛନ୍ତି ତାଙ୍କ ପୁଅ ସହ। ତାଙ୍କର ଏକ ପୁଅ ହୋଇଛି ଏବଂ ଏହି କାରଣରୁ ସେ ମାନିନୀ ଧାରାବାହିକ ଛାଡ଼ିବାକୁ ବାଧ୍ୟ ହୋଇଥିଲେ।
ମାନିନୀ ଧାରାବାହିକ ମାଧ୍ୟମରେ ସେ ବୋହୁତ ଲୋକପ୍ରିୟ ହୋଇପାରିଥିଲେ ଆଉ ଘରେ ଘରେ ଅତି ପରିଚିତ ହୋଇପାରିଥିଲେ। ସମସ୍ତଙ୍କ ମନକୁ ତାଙ୍କ ଅଭିନୟ ଦ୍ୱାରା ଛୁଇଁ ପାରିଥିଲେ କିନ୍ତୁ ତାଙ୍କର ପୁଅ ହେବାପରେ ସେ ଏହି ଧାରାବାହିକଟିକୁ ଛାଡ଼ିବାକୁ ବାଧ୍ୟ ହୋଇଥିଲେ ଏବଂ ଅଧାରୁ ଏହି ଧାରାବାହିକଟିକୁ ଛାଡି ଦେଇଥିଲେ। ଏବେ ସେ ତାଙ୍କ ପରିବାରରେ ତାଙ୍କ ପୁଅଙ୍କ ସହ ବ୍ୟସ୍ତ ଅଛନ୍ତି।
ଏହା ଦେଖିବାକୁ ବାକି ରହିଲା ସେ ପୁଣିଥରେ ସିରିୟଲ୍ ଜଗତକୁ ଫେରୁଛନ୍ତି କି ନାହିଁ। ତେବେ ଫ୍ରେଣ୍ଡ୍ସ ଆପଣମାନଙ୍କୁ ମାନିନୀ ଙ୍କ ଅଭିନୟ କେମିତିଲାଗେ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚିତ ଜଣାଇବେ |