ଓଡ଼ିଆ ହିରୋଇନ ମାନଙ୍କର RealLife ଭଉଣୀ ମାନଙ୍କୁ ଆଗରୁ ଦେଖି ନଥିବେ, ସବୁଠୁ ସୁନ୍ଦର ଏହି Heroine ଙ୍କର ଭଉଣୀ, ଦେଖନ୍ତୁ

ହେଲୋ ଫ୍ରେଣ୍ଡ୍ସ ଆପଣମାନେ ଓଡ଼ିଆ ଫିଲ୍ମ ତ ନିଶ୍ଚିତ ଭାବରେ ଦେଖୁଥିବେ ଆଉ ଏଇ ଫିଲ୍ମ ରେ ଅଭିନୟ କରୁଥିବା ହିରୋଇନ ମାନଙ୍କୁ ଆପଣମାନେ ବେଶ ଭଲଭାବରେ ଜାଣିଥିବେ ତେବେ ଫ୍ରେଣ୍ଡ୍ସ ଆପଣମାନେ ଜାଣିଛନ୍ତି କି ଏଇ ହିରୋଇନ ମାନଙ୍କ ଭଉଣୀମାନେ ଦେଖିବାକୁ କିପରି ଯଦି ଜାଣିନାହାନ୍ତି ତେବେ ଆସନ୍ତୁ ଦେଖିବା |

ବର୍ଷା ପ୍ରିୟଦର୍ଶିନୀ: ଫ୍ରେଣ୍ଡ୍ସ ଓଲିଉଡ଼ କୁଇନ ବର୍ଷା ପ୍ରିୟଦର୍ଶିନୀ ଙ୍କୁ କିଏ ବା ନଜାଣେ ତାଙ୍କ ଜବରଦସ୍ତ ଅଭିନୟ ଦ୍ୱାରା ସେ ଲୋକଙ୍କ ମନରେ ଏକ ଅଲଗା ପ୍ରାର ସ୍ଥାନ ସୃଷ୍ଟି କରିପାରିଛନ୍ତି ତେବେ ବର୍ଷାଙ୍କର ଦୁଇ ବଡ଼ ଭଉଣୀ ଅଛନ୍ତି ଯାହାଙ୍କୁ ଆପଣମାନେ ଏଇ ଫୋଟୋ ରେ ଦେଖିପାରୁଥିବେ |

ଅର୍ଚ୍ଚିତା ସାହୁ: ଫ୍ରେଣ୍ଡ୍ସ ଅର୍ଚ୍ଚିତା ଙ୍କ ଜବରଦସ୍ତ ଅଭିନୟ ଆପଣମାନେ ନିଶ୍ଚିତ ଭାବରେ ଦେଖିଥିବେ ଓ ତାଙ୍କର ଅଭିନୟ କୁ ପସନ୍ଦ ମଧ୍ୟ କରୁଥିବେ ତେବେ ଇଏ ହେଉଛନ୍ତି ଅର୍ଚ୍ଚିତା ଙ୍କ ବଡ଼ ଭଉଣୀ ତାଙ୍କ ନାମ ହେଉଛି ଅର୍ପିତା ସାହୁ |

ରିୟା ଦେ: ଫ୍ରେଣ୍ଡ୍ସ ଆପଣମାନେ ରିୟାଙ୍କୁ ତ ଓଡ଼ିଆ ଫିଲ୍ମ ରେ ଜବରଦସ୍ତ ଅଭିନୟ କରୁଥିବାର ନିଶ୍ଚିତ ଭାବରେ ଦେଖିଥିବେ ଓ ତାଙ୍କର ଅଭିନୟକୁ ପସନ୍ଦ ମଧ୍ୟ କରୁଥିବେ ତେବେ ଫ୍ରେଣ୍ଡ୍ସ ଇଏ ହେଉଛନ୍ତି ରିୟାଙ୍କ ଭଉଣୀ ଯାହାଙ୍କ ନାମ ହେଉଛି ଶ୍ରୀପା ଦେ |

ନିହାରିକା ଦାସ: ଫ୍ରେଣ୍ଡ୍ସ ଆପଣମାନେ ଜାଣିଥିବେ ନିହାରିକା ଗୋଟେ ରିଆଲିଟି ସୋ ମାଧ୍ୟମରେ ଓଲିଉଡ଼ କୁ ଏଣ୍ଟ୍ରି କରିଥିଲେ ତେବେ ଫ୍ରେଣ୍ଡ୍ସ ଆପଣମାନେ ଏ ଫୋଟୋ ରେ ନିହାରିକା ଙ୍କ ଭଉଣୀ କୁ ଦେଖିପାରୁଥିବେ |

ଶିବାନୀ ସଙ୍ଗୀତା: ଫ୍ରେଣ୍ଡ୍ସ ଶିବାନୀ ଛୋଟବେଳୁ ତାଙ୍କ ଅଭିନୟ ଯାଦୁରେ ଦର୍ଶକମାନଙ୍କୁ ବାନ୍ଧି ରଖିବାରେ ସଫଳ ହୋଇପାରିଛନ୍ତି ତେବେ ଫ୍ରେଣ୍ଡ୍ସ ଆପଣମାନେ ଏ ଫୋଟୋ ରେ ଶିବାନୀଙ୍କ ଭଉଣୀ ଙ୍କୁ ଦେଖିପାରୁଥିବେ |

ଲିପ୍ସା ମିଶ୍ର: ଫ୍ରେଣ୍ଡ୍ସ ଆପଣମାନେ ଲିପ୍ସା ମିଶ୍ରଙ୍କୁ ବେଶ ଭଲଭାବରେ ଜାଣିଥିବେ ଓ ତାଙ୍କର ଜବରଦସ୍ତ ଅଭିନୟ ଆପଣମାନେ ବହୁତ ସାରା ଫିଲ୍ମ ରେ ନିଶ୍ଚିତ ଭାବରେ ଦେଖିଥିବେ ତେବେ ଫ୍ରେଣ୍ଡ୍ସ ଆପଣମାନେ ଏ ଫୋଟୋ ରେ ଲିପ୍ସାଙ୍କ ଭଉଣୀ ଙ୍କୁ ଦେଖିପାରୁଥିବେ |

ତମାନା: ଫ୍ରେଣ୍ଡ୍ସ ଆପଣମାନେ ଓଲିଉଡ଼ ର ଚୁଲବୁଲ ନାୟିକା ତମାନା ଙ୍କୁ ତ ଭଲଭାବରେ ଜାଣିଥିବେ ତେବେ ଫ୍ରେଣ୍ଡ୍ସ ଇଏ ହେଉଛନ୍ତି ତମାନା ଙ୍କ ଭଉଣୀ ତମାନା ତାଙ୍କ ଭଉଣୀ ଙ୍କୁ ବହୁତ ଅଧିକ ଭଲ ପାଆନ୍ତି |