ଓଡ଼ିଆ ହିରୋଇନ Archita Sahuଙ୍କର Lifestyle ଦେଖିଲେ ବିଶ୍ୱାସ କରିପାରିବେ ନାହିଁ, Film କରି ଏତେ କୋଟିର ମାଲିକ…

ଦର୍ଶକବନ୍ଧୁ ଆଜି ଆମେ ଜାଣିବା ଓଲିଉଡ଼ ର ଜବରଦସ୍ତ ଅଭିନେତ୍ରୀ ଅର୍ଚ୍ଚିତା ଙ୍କ ବିଷୟରେ କିଛି ଅଜଣା କଥା | ତେବେ ଦର୍ଶକବନ୍ଧୁ ଆପଣମାନଙ୍କର ଅତି ପ୍ରିୟ ଅର୍ଚ୍ଚିତା ଙ୍କ ପ୍ରକୃତ ନାମ ହେଲା ଅର୍ଚ୍ଚିତା ସାହୁ ଅର୍ଚ୍ଚିତା ଙ୍କ ଜନ୍ମ 29 ଜୁନ 1990 ମସିହାରେ ଭୁବନେଶ୍ୱର ରେ ହୋଇଥିଲା ବର୍ତ୍ତମାନ ସମୟରେ ତାଙ୍କର ବୟସ ହେଉଛି 31 ବର୍ଷ |

ତେବେ ଅର୍ଚ୍ଚିତା ଙ୍କ ଉଚ୍ଚତା ହେଉଛି 5 ଫୁଟ 4 ଇଞ୍ଚ ଆଉ ତାଙ୍କର ଓଜନ ହେଉଛି 54 କେଜି ତାଙ୍କର ଆଖି କଲର ହେଉଛି ବ୍ଲାକ ଏବଂ ତାଙ୍କର ହେୟାର କଲର ମଧ୍ୟ ବ୍ଲାକ | ତେବେ ଅର୍ଚ୍ଚିତା ଏକ ହିନ୍ଦୁ ପରିବାରରେ ଇଣ୍ଡିଆ ରେ ଜନ୍ମ ଗ୍ରହଣ କରିଥିଲେ ତେବେ ଦର୍ଶକବନ୍ଧୁ ଅର୍ଚ୍ଚିତା ଭୁବନେଶ୍ୱର ର କୀଟ ରୁ ବିଟେକ କମ୍ପ୍ଲିଟ କରିଛନ୍ତି ଏବଂ ସେ ତାଙ୍କର ସ୍କୁଲ ଲାଇଫ ଭୁବନେଶ୍ୱର ରେ ଅତିବାହିତ କରିଛନ୍ତି |


ତେବେ ଦର୍ଶକବନ୍ଧୁ ଅର୍ଚ୍ଚିତା ତାଙ୍କ ଅଭିନୟ ଜୀବନି 2005 ମସିହାରେ ଓଡ଼ିଆ ଫିଲ୍ମ ଓ ମାଇଁ ଲଭ ରୁ କରିଥିଲେ ଏହା ପରଠାରୁ ଅର୍ଚ୍ଚିତା ବହୁତ ସାରା ହିଟ ମୁଭି ରେ କାମ କରିବା ଆରମ୍ଭ କରିଦେଇଛନ୍ତି | ତେବେ ଦର୍ଶକବନ୍ଧୁ ଅର୍ଚ୍ଚିତା ଙ୍କ ଫ୍ୟାମିଲି ରେ ତାଙ୍କ ମା ଏବଂ ତାଙ୍କର ଜଣେ ବଡ଼ ଭଉଣୀ ଅଛନ୍ତି ତାଙ୍କ ମାଙ୍କ ନାମ ହେଉଛି ଧରାଶ୍ରୀ ମହାପାତ୍ର ଏବଂ ତାଙ୍କ ଭଉଣୀଙ୍କ ନାମ ହେଉଛି ଅର୍ପିତା ସାହୁ |

ଦର୍ଶକବନ୍ଧୁ ଆପଣମାନେ ଜାଣିଥିବେ ଯେ ଅର୍ଚ୍ଚିତା ସାହୁ 2021 ମସିହାରେ ଓଲିଉଡ଼ ଆକ୍ଟର ସବ୍ୟସଚୀ ମିଶ୍ରଙ୍କୁ ବିବାହ କରିଥିଲେ | ଅର୍ଚ୍ଚିତା ଙ୍କ ପସନ୍ଦିଦାର କଲର ହେଉଛି ଗ୍ରେ ଏବଂ ୟେଲୋ ଏବଂ ତାଙ୍କର ପସନ୍ଦିଦାର ଖାଦ୍ୟ ହେଉଛି ଛେନାପୋଡ଼ ଏବଂ ତାଙ୍କର ପସନ୍ଦିଦାର ଆକ୍ଟର ହେଉଛନ୍ତି ଶାହରୁଖ ଖାନ ଓ ଅର୍ଚ୍ଚିତା ଙ୍କ ପାଖରେ ଅଛି ମରସେଡିଜ କାର ଯାହାକୁ ଆପଣମାନେ ଏହି ଫୋଟୋ ରେ ଦେଖିପାରୁଥିବେ |