ନମସ୍କାର ବନ୍ଧୁଗଣ ବାବୁସାନ୍ ମହାନ୍ତିଙ୍କ ଉପରେ ରାଗି ନିଜ ବାପଘରକୁ ଘରକୁ ଚାଲି ଯାଇଛନ୍ତି ତୃପ୍ତି ଶତପଥୀ ତେବେ ଦର୍ଶକ ବନ୍ଧୁ ଆପଣମାନେ ବାବୁସାନ୍ ମହାନ୍ତି ଏବଂ ତୃପ୍ତିଙ୍କ ଯୋଡିକୁ ତ ବେଶ୍ ଭଲ ଭାବରେ ଜାଣିଥିବେ ଦୁହେଁ ପରସ୍ପରକୁ ୨୦୧୪ ମସିହାରେ ବିବାହ କରିଛନ୍ତି |
ତେବେ ଦର୍ଶକ ବନ୍ଧୁ ଆଜି ଆସନ୍ତୁ ଆମେ ତୃପ୍ତିଙ୍କ ବିଷୟରେ ସମସ୍ତ କଥା ଜାଣିବା ତୃପ୍ତିଙ୍କ ଜୀବନୀ ଓ ତାଙ୍କ ବିଷୟରେ ଏମିତି କିଛି କଥା ଜାଣିବା ଯାହାକି ଆଗରୁ ଆପଣଙ୍କୁ କେହିବି ହେଲେ କହି ନଥିବେ। ଦର୍ଶକ ବନ୍ଧୁ ଆପଣମାନେ ବାବୁସାନ୍ ମହାନ୍ତିଙ୍କ ସ୍ତ୍ରୀ ତୃପ୍ତିଙ୍କୁ ତ ବେଶ୍ ଭଲ ଭାବରେ ଜାଣିଥିବେ ତୃପ୍ତି ଓ ବାବୁସାନ୍ ଦିହେଁ ପରସ୍ପରକୁ ଅଷ୍ଟମ ଶ୍ରେଣୀରୁ ଭଲ ପାଇଛନ୍ତି |
ପରବର୍ତ୍ତୀ ସମୟରେ ପରିବାର ଲୋକେ ବାବୁସାନ୍ ଓ ତୃପ୍ତିଙ୍କୁ ଅଲଗା କରିବା ପାଇଁ ବୋହୁତ ଚେଷ୍ଟା କରିଥିଲେ ହେଲେ ସେଥିରେ ସମସ୍ତେ ଅସଫଳ ରହିଥିଲେ ତେବେ ତୃପ୍ତିଙ୍କ ମାଆ ଏକ ଇଣ୍ଟରଭ୍ୟୂରେ କରିଥିଲେ କି ବାବୁସାନ୍ ଙ୍କ ଠାରୁ ତୃପ୍ତିଙ୍କୁ ଅଲଗା କରିବା ପାଇଁ ତୃପ୍ତିଙ୍କୁ ସେ ମୁମ୍ବାଇ ନେଇ ଯାଇଥିଲେ ତ କଲେଜ୍ ପଢ଼ିବା ସମୟରେ ଯେତେବେଳେ ତୃପ୍ତି ମୁମ୍ବାଇ ଚାଲି ଯାଇଥିଲେ |
ବାବୁସାନ୍ ମଧ୍ୟ ତୃପ୍ତିଙ୍କ ପଛରେ ନିଜ ଘରଦ୍ୱାର ଛାଡି ଚାଲିଯାଇଥିଲେ ଆଉ ସେଠାରେ ବୋହୁତ କଷ୍ଟରେ ତୃପ୍ତିଙ୍କୁ ଖୋଜି ପୁଣିଥରେ ଦୁହିଙ୍କ ମଧ୍ୟରେ ପ୍ରେମ ଆରମ୍ଭ ହୋଇଥିଲା ଆଉ ଏହା ପରଠାରୁ ଦୁହେଁ କେବେହେଲେ ପରସ୍ପର ଠାରୁ ଅଲଗା ହେବାକୁ ଚାହିଁ ନାହାଁନ୍ତି ଆଉ ପରିବାର ଲୋକଙ୍କ ଶତ ଚେଷ୍ଟା ପରେ ମଧ୍ୟ ଦୁହେଁ କେବେବି ହେଲେ ପରସ୍ପର ଠାରୁ ଅଲଗା ହୋଇ ନାହାଁନ୍ତି|
କିନ୍ତୁ ବାହାଘର ପରେ ଯେତେବେଳେ ପ୍ରକୃତି ମିଶ୍ର ବାବୁସାନ୍ ମହାନ୍ତିଙ୍କ ଜୀବନକୁ ଆସିଥିଲେ ସେତେବେଳେ ବାବୁସାନ୍ ତୃପ୍ତିଙ୍କ ଠାରୁ ଦୂରେଇବାରେ ଲାଗିଥିଲେ। ତେବେ ଗତ ୨ ବର୍ଷ ହେବ ବାବୁସାନ୍ ଓ ପ୍ରକୃତି ମିଶ୍ରଙ୍କ ମଧ୍ୟରେ ସମ୍ପର୍କ ବଢ଼ିଥିଲା ଆଉ ଏକଥା ଜାଣିବା ପାଇଁ ପାଇଥିଲେ ତୃପ୍ତି ତାପର ଠାରୁ ବାବୁସାନ୍ ଓ ତୃପ୍ତିଙ୍କ ମଧ୍ୟରେ ବୋହୁତ ଝଗଡ଼ା ହୋଇଥିଲା|
ଆଉ ଶେଷରେ ତୃପ୍ତି ପ୍ରକୃତି ମିଶ୍ର ଓ ବାବୁସାନ୍ ଙ୍କୁ ଏକାଠି ଧରିଥିଲେ ଆଉ ଧରିବା ପରେ ଏହି ଘଟଣାଟିର ପର୍ଦ୍ଦାଫାଶ ହୋଇଥିଲା ଆଉ ସମସ୍ତେ ଏହି ଘଟଣାଟିକୁ ଜାଣି ନେଇଥିଲେ ଆଉ ତା ପରବର୍ତ୍ତୀ ସମୟରେ ବାବୁସାନ୍ ଏହି କାରଣରୁ ପ୍ରକୃତି ମିଶ୍ରଙ୍କ ଠାରୁ ଦୂରେଇ ଯାଇଥିଲେ ଏବଂ ପ୍ରକୃତି ମିଶ୍ର ବର୍ତ୍ତମାନ ସମୟରେ ଓଡ଼ିଶା ଛାଡ଼ି ମୁମ୍ବାଇ ଚାଲି ଯାଇଛନ୍ତି ଓ ଅନ୍ୟପକ୍ଷେ ବାବୁସାନ୍ ମହାନ୍ତିଙ୍କ ସ୍ତ୍ରୀ ରାଗିଯାଇ ନିଜ ବାପଘରକୁ ଚାଲି ଯାଇଛନ୍ତି ଆଉ ବାବୁସାନ୍ ଙ୍କ ପାଖକୁ କେବେବି ହେଲେ ଫେରିବେ ନାହିଁ ବୋଲି କହିଛନ୍ତି।
ଓଡ଼ିଆ ହିରୋ ବାବୁଶାନ ଓ ତାଙ୍କ ସ୍ତ୍ରୀ ତୃପ୍ତିଙ୍କର ଏମିତି ପୁରୁଣା ଫୋଟୋ, ଆଗରୁ ଦେଖି ନଥିବେ…
