ବନ୍ଧୁଗଣ ଆପଣମାନେ ଓଡ଼ିଆ ଫିଲ୍ମ ଓ ସିରିଏଲ ପ୍ରତ୍ୟେକଦିନ ନିଶ୍ଚିତ ଭାବରେ ଦେଖୁଥିବେ ତେବେ ଓଲିଉଡରେ ଲମ୍ବା ସମୟ ପାଇଁ ସକ୍ରିୟ ରହିଥିବା ସୁନ୍ଦର ଅଭିନେତ୍ରୀ ମାନଙ୍କ ମଧ୍ୟରୁ ସ୍ନିଗ୍ଧା ମହାନ୍ତି ଜଣେ ଲୋକପ୍ରିୟ ଅଭିନେତ୍ରୀ ଅଟନ୍ତି।
ସ୍ନିଗ୍ଧା ମହାନ୍ତି ୧୯୮୦ ମସିହାରେ ଓଡ଼ିଆ ଚଳଚ୍ଚିତ୍ର ଅଗ୍ନି ପରୀକ୍ଷାରୁ ତାଙ୍କ ଅଭିନୟ ଜୀବନୀ ଆରମ୍ଭ କରିଥିଲେ ଏବଂ ଏହା ପରେ ସ୍ନିଗ୍ଧା ମହାନ୍ତି ଓଲିଉଡକୁ ବୋହୁତ ସୁପରହିଟ ଫିଲ୍ମ ଭେଟି ଦେଇଛନ୍ତି। ଆଜି ଆସନ୍ତୁ ଜାଣିବା ସ୍ନିଗ୍ଧା ମହାନ୍ତିଙ୍କ ପରିବାର ବିଷୟରେ। ସ୍ନିଗ୍ଧା ମହାନ୍ତି ୧୯୯୧ ମସିହାରେ ଓଲିଉଡ ଇଣ୍ଡଷ୍ଟ୍ରିର ମ୍ୟୁଜିକ ଡାଇରେକ୍ଟର ଜୟ ପ୍ରକାଶ ମହାନ୍ତିଙ୍କୁ ବିବାହ କରିଥିଲେ।
ଏହା ବ୍ୟତୀତ ସ୍ନିଗ୍ଧା ମହାନ୍ତିଙ୍କର ଜଣେ ଝିଅ ମଧ୍ୟ ଅଛନ୍ତି ଯାହାଙ୍କ ନାମ ହେଉଛି ସମ୍ଭାବନା ମହାନ୍ତି। ସମ୍ଭାବନା ବି ତାଙ୍କ ମାଙ୍କ ଭଳି ଦେଖିବାକୁ ବୋହୁତ ସୁନ୍ଦର ଏବଂ ସେ ବି ଜଣେ ହିରୋଇନ୍ ଓ ମଡେ଼ଲ ଅଟନ୍ତି। ବନ୍ଧୁଗଣ ଆପଣମାନେ ସମ୍ଭାବନାଙ୍କୁ ବୋହୁତସାରା ଓଡ଼ିଆ ଫିଲ୍ମରେ ଅଭିନୟ କରିଥିବାର ନିଶ୍ଚିତ ଭାବରେ ଦେଖିଥିବେ।
ଏହା ବ୍ୟତୀତ ସମ୍ଭାବନା ବଲିଉଡ଼ର ସିରିୟଲରେ ମଧ୍ୟ ହିରୋଇନ୍ ଭୂମିକାରେ ଅଭିନୟ କରିଛନ୍ତି ତେବେ ବନ୍ଧୁଗଣ ଆପଣମାନଙ୍କୁ ସ୍ନିଗ୍ଧା ମହାନ୍ତି କେମିତି ଲାଗନ୍ତି ଓ ତାଙ୍କର ଅଭିନୟ ଆପଣମାନଙ୍କୁ କେତେ ଭଲଲାଗେ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚିତ ଜଣାଇବେ |
ଓଡ଼ିଆ ଲୋକପ୍ରିୟ ଅଭିନେତ୍ରୀ Snigdha Mohantyଙ୍କର ପରିବାର ଓ ଝିଅ, ଆଗରୁ କେବେ ବି ଦେଖି ନ ଥିବେ
