ନମସ୍କାର ବନ୍ଧୁଗଣ ଆପଣମାନେ ତ ତପୁ ମିଶ୍ରଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ କିନ୍ତୁ ଆପଣମାନେ ତପୁ ମିଶ୍ରଙ୍କ ପରିବାର ବିଷୟରେ କିଛି ଜାଣିଛନ୍ତି କି। ଯଦି ଜାଣିନାହାଁନ୍ତି ତେବେ ଆସନ୍ତୁ ଜାଣିବା। ଓଡ଼ିଶାର ଫେମସ୍ ପ୍ଲେବ୍ୟାକ୍ ସିଙ୍ଗର ତପୁ ମିଶ୍ରଙ୍କ ଜନ୍ମ ୧୧ ଜାନୁଆରୀ କଟକରେ ହୋଇଥିଲା। ଛୋଟବେଳ ଠାରୁ ତପୁ ମିଶ୍ରଙ୍କର ପାଠ ପଢ଼ିବା ସହିତ ଗୀତ ଗାଇବାରେ ମଧ୍ୟ ରୁଚି ଥିଲା।
ଆପଣମାନେ ତପୁ ମିଶ୍ରଙ୍କ କଣ୍ଠରୁ ବୋହୁତ ସାରା ଗୀତ ଯେପରିକି ଦିନ ସରେ ନାହିଁ,ମା ଦେଇଥିଲା କଜଳ ଗାର ଆଦି ଗୀତ ନିଶ୍ଚିତ ଶୁଣିଥିବେ। ଏହିସବୁ ଗୀତ ପାଇଁ ତପୁ ମିଶ୍ର ବୋହୁତ ସାରା ଆୱାର୍ଡଏବଂ ଲୋକପ୍ରିୟତା ହାସଲ କରିପାରିଛନ୍ତି।
ଦର୍ଶକବନ୍ଧୁ ଇଏ ହେଉଛନ୍ତି ତପୁ ମିଶ୍ରଙ୍କ ବାପା ଆଉ ମା। ତପୁ ମିଶ୍ରଙ୍କ ବାପାଙ୍କ ନାମ ହେଉଛି କ୍ଷେତ୍ରମୋହନ ମିଶ୍ର ଏବଂ ତାଙ୍କ ମାଆଙ୍କ ନାମ ହେଉଛି ଚାରୁଲତା ମିଶ୍ର। ଏହା ବ୍ୟତୀତ ତପୁ ମିଶ୍ରଙ୍କର ଦୁଇଜଣ ଭଉଣୀ ମଧ୍ୟ ଅଛନ୍ତି।
ସେମାନଙ୍କ ନାମ ହେଉଛି ଦୀପଶିଖା ମିଶ୍ର ସିଏ ବି ଜଣେ ସିଙ୍ଗର ଏବଂ ଆଉ ଜଣଙ୍କ ନାମ ହେଉଛି ତୃପ୍ତିରେଖା ମିଶ୍ର ଯିଏକି ଜଣେ ମ୍ୟାନେଜର ଅଟନ୍ତି। ଦର୍ଶକବନ୍ଧୁ ଆପଣମାନେ ଦେଖି ପାରୁଥିବା ଇଏ ହେଉଛନ୍ତି ତପୁ ମିଶ୍ରଙ୍କ ସ୍ଵାମୀ ଯାହାଙ୍କ ନାମ ହେଉଛି ଦୀପକ୍ କୁନ୍ଥାରି ଏବଂ ସେ ଜଣେ ଆକ୍ଟର ଅଟନ୍ତି। ଦୀପକ୍ ଏବଂ ତପୁ ୨୦୧୮ ମସିହାରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ତେବେ ମାସେ ହେବ ସେ କରୋନାରେ ଆକ୍ରାନ୍ତ ହେଇ ଚିକିତ୍ସିତ ହେଉଥିଲେ | ଏବଂ ଗତ କଲି ସେ ଆମ ସମସ୍ତଙ୍କୁ ଛାଡି ଦେଇ ଆର ପାରିକି ଚାଲିଗଲେ | ଭଗବାନ ତାଙ୍କ ଆତ୍ମାକୁ ଶାନ୍ତି ଦିୟନ୍ତୁ |