ଓଡିଶା ସିନେମା ଜଗତର ବିଶିଷ୍ଟ ଏବଂ ଲୋକପ୍ରିୟ କଣ୍ଠଶିଳ୍ପୀ ଶକ୍ତି ମିଶ୍ର 90 ଦଶକରେ ଭଲସେ ପରିଚିତ ଥିବା ଏବଂ ଲୋକମାନଙ୍କ ହୃଦୟକୁ ଜିତିଥିବା ସଂଗୀତକ ହେଉଛନ୍ତି ଶକ୍ତି ମିଶ୍ର ଲୋକମାନଙ୍କୁ ଅନେକ ହିଟ ଗୀତ ଦେଇଛନ୍ତି ସେ ତୋ ଲମ୍ବା ବେଣୀ ହୋଉ କି ବୟସ ଚଲାପଥରେ ହେଉ କି ଅନେକ ଭଜନ ଏବଂ ଆଲବମ ସବୁଥିରେ ନିଜର ପାରିଦର୍ଶିତା ଦେଖେଇଥିଲେ 90 ଦଶକର ଶକ୍ତି ମିଶ୍ର |
ତେବେ ଗତ 4 ଦିନ ତଳେ ସେ ଲିଭର ଜନିତ ସମସ୍ୟାର ସମ୍ମୁଖୀନ ହୋଇ ଭୁବନେଶ୍ୱର ର ଏକ ଘରୋଇ ହସ୍ପିଟାଲ ରେ ଭର୍ତି ହୋଇଥିଲେ ଏବଂ ତାଙ୍କର ଅବସ୍ଥା ସଙ୍କଟାପନ୍ନ ମଧ୍ୟ ଥିଲା ଏବଂ ସେ ICU ରେ ଗୁରୁତର ହୋଇ ଭର୍ତି ହୋଇଥିଲେ ତେବେ ଏବେ ଏବେ ଯାହା ଖବର ମିଳିଛି ଶକ୍ତି ମିଶ୍ର ଆହୁରି ଅସୁସ୍ଥ ହୋଇ ପଡୁଛନ୍ତି ଏବଂ ସେ ଆହୁରି ଆହୁରି କ୍ରିଟିକାଲ କଣ୍ଡିସନ କୁ ମଧ୍ୟ ଯାଉଛନ୍ତି |
ସମୟ ଥିଲା ଏ ସମିତା ଆଗ ସମିତା ଗୀତାରେ ଲୋକମାନଙ୍କ ହୃଦୟକୁ ଜିତିଥିଲେ ଶକ୍ତି ମିଶ୍ର ଏଇ ଗୀତ ଟି ଏତେ ପପୁଲାର ହୋଇଥିଲା ଯେ ଶକ୍ତି ମିଶ୍ରଙ୍କୁ ଏକ ନୂତନ ପରିଚୟ ଦେବାର ମାଧ୍ୟମ ସାଜିଥିଲା | କେବଳ ସଂଗୀତ କାହିଁକି ଅନେକ ଷ୍ଟେଜ ସୋ କରିଛନ୍ତି ଶକ୍ତି ମିଶ୍ର ସଂଗୀତ ମାଧ୍ୟମରେ ଲୋକମାନେ ଶକ୍ତି ମିଶ୍ରଙ୍କୁ ଚିହ୍ନିଛନ୍ତି 90 ଦଶକରେ ଏକତା ରାଜ କରୁଥିବା ଓଲିଉଡ଼ ଇଣ୍ଡଷ୍ଟ୍ରି ରେ ସଂଗୀତ କାର ହେଉଛନ୍ତି ଶକ୍ତି ମିଶ୍ର |
ତେବେ ଶକ୍ତି ମିଶ୍ର ଙ୍କ ଆସୁ ଆରଗ୍ୟ କାମନା କରିଛନ୍ତି ଓଲିଉଡ଼ ର ସମସ୍ତ କଳାକାର ଓ ସଂଗୀତ ପ୍ରେମୀ ମାନେ ଏହା ସହିତ ଫ୍ୟାନ ମାନେ ମଧ୍ୟ ଶକ୍ତି ମିଶ୍ରଙ୍କ ଗୀତ କୁ ଶୁଣିଛନ୍ତି ଏବଂ ଏବେ ବି ଭୁଲି ନାହାନ୍ତି ସେଇ ଏଭର ଗ୍ରୀନ ଗୀତ ଗୁଡିକୁ ଏବେବି ମନେ ପକାଉଛନ୍ତି ତେବେ ଆମ ଟିମ ତରଫରୁ ଆମେ ଶକ୍ତି ମିଶ୍ରଙ୍କ ପାଇଁ ପ୍ରାଥନା କରିବୁ କି ସେ ଖୁବ ଶୀଘ୍ର ଠିକ ହୋଇ ଘରକୁ ଫେରନ୍ତୁ |