ଓଡ଼ିଆ ସିରିଏଲ ଅଭିନତ୍ରୀ Anisha Sharmaଙ୍କ ଘରୁ ଆସିଲା ଗୋଟେ ବହୁତ ବଡ଼ ଖୁସିର ଖବର

ହେଲୋ ଫ୍ରେଣ୍ଡ୍ସ ତାହେଲେ ଆନିଷା ଶର୍ମାଙ୍କ ଘରୁ ଆସିଯାଇଛି ବହୁତ ବଡ଼ ଖୁସି ଖବର ତ ଫ୍ରେଣ୍ଡ୍ସ ଏ ବିଷୟରେ କଣ ରହିଛି ସମ୍ପୂର୍ଣ ବିବରଣୀ | ଆପଣମାନେ ଜାଣିଥିବେ ଓଲିଉଡ଼ ର ଜବରଦସ୍ତ ଯୋଡି ଆନିଷା ଓ ସୁଭାଶିଷ ସୁଟିଂ ପରସ୍ପରକୁ ଭଲପାଇ ବିବାହ ବନ୍ଧନରେ ବାନ୍ଧିହୋଇଥିଲେ ତାହେଲେ ସୁଭାଶିଷ ବହୁତ ସାରା ସିରିଏଲ ରେ ଅଭିନୟ କରନ୍ତି ଓ ଆପଣମାନେ ଜାଣିଥିବେ କି ଆନିଷା ମଧ୍ୟ ବହୁତ ସାରା ସିନେମା ଓ ସିରିଏଲ ରେ ଅଭିନୟ କରନ୍ତି |


ତାହେଲେ କାବୁଲା ବାରବୁଲା ସୁଟିଂ ସମୟରେ ପରସ୍ପରକୁ ଭଲପାଇ ବସିଥିଲେ ଏଇ ଜବରଦସ୍ତ ଯୋଡି ଆଉ ଏହାପରେ 2017 ମସିହାରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଆନିଷା ଓ ସୁବାଶିଷ ଏହାପରେ ବର୍ତମାନ ସମୟରେ ମା ହେବାକୁ ଯାଉଛନ୍ତି ଆନିଷା ଶର୍ମା ତାହେଲେ ସେ କିଛି ସିରିଏଲ ରେ ଅଭିନୟ କରିଥିଲେ ମା ହେବା କାରଣରୁ ସେ ସବୁ ସିରିଏଲ ଓ ଓଲିଉଡ଼ ଇଣ୍ଡଷ୍ଟ୍ରି ଛାଡିଦେଇଛନ୍ତି ଆଉ ସେ ନିଜେ ରେଷ୍ଟ ନେଉଛନ୍ତି ନିଜର ଯତ୍ନ ନେଉଛନ୍ତି ଓ ନିଜ ପିଲାର ଯତ୍ନ ନେଉଛନ୍ତି |


ଏଥି ସହିତ ସୁଭାଶିଷ ଶର୍ମା ଙ୍କୁ ଆପଣମାନେ ଅନେକ ସାରା ସିରିଏଲ ଓ ଆଲବମ ରେ ଅଭିନୟ କରିଥିବାର ନିଶ୍ଚିତ ଭାବରେ ଦେଖିଥିବେ ଓ ସେ ବର୍ତମାନ ସମୟରେ ହେ ପ୍ରଭୁ ସିରିଏଲ ରେ ଅଭିନୟ କରୁଛନ୍ତି ଓ ଏଥିସହିତ ତାଙ୍କର ଜବରଦସ୍ତ ଅଭିନୟ ଦର୍ଶକମାନଙ୍କୁ ବହୁତ ପସନ୍ଦ ମଧ୍ୟ ଆସୁଛି ତେବେ ବନ୍ଧୁଗଣ ଆପଣମାନଙ୍କୁ ଆନିଷା ଶର୍ମା ଓ ସୁଭାଶିଷ ଙ୍କ ଯୋଡି ତ ନିଶ୍ଚିତ ଭଲ ଲାଗୁଥିବ |


ତେବେ ଏଇ ଯୋଡି ଆଗାମୀ ଦିନମାନଙ୍କରେ ବାପା ଓ ମା ହେବାକୁ ଯାଉଛନ୍ତି ତ ବର୍ତମାନ ସମୟରେ ଆନିଷା ଶର୍ମା ର 8 ମାସ ର ଗର୍ଭ ହୋଇଯାଇଛି କିଛି ଦିନ ପରେ ତାଙ୍କର ଗୋଟେ ବେବି ଟି ଜନ୍ମ ନେବେ ତେବେ ଆପଣମାନଙ୍କୁ ଏ ଯୋଡି କେମିତିଲାଗେ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚିତ ଜଣାଇବେ |