ବନ୍ଧୁଗଣ ଆପଣମାନେ ତ ତରଙ୍ଗ ଟିଭି ରେ ପ୍ରସାରିତ ହେଉଥିବା ସିନ୍ଦୁରର ଅଧିକାର ଧାରାବାହିକ ଟି ନିଶ୍ଚିତ ଭାବରେ ଦେଖୁଥିବେ ଯଦି ଦେଖୁଥିବେ ସେଥିରେ ଅରୁଣା ଭୂମିକାରେ ଅଭିନୟ କରୁଥିବା ଅରୁଣଙ୍କୁ ତ ଆପଣମାନେ ନିଶ୍ଚିତ ଜାଣିଥିବେ ଏବଂ ଲୋକମାନଙ୍କୁ ସେ କେବଳ ସିନ୍ଦୁରର ଧରାବାହିକ ନୁହେଁ ଆଗରୁ ମଧ୍ୟ ଅନେକ ଧାରାବାହିକରେ ଲୋକଙ୍କ ସାମ୍ନା ଆସିଛନ୍ତି ଏବଂ ଭଲପାଇବା ସାଉଣ୍ଟୁଛନ୍ତି |
ଅରୁଣା ଙ୍କର ପ୍ରକୃତ ନାମ ହେଉଛି ମୋନିକା ଏବଂ ଛୋଟବେଳୁ ହିଁ ତାଙ୍କର ଆକ୍ଟିଙ୍ଗ ଓ ଡ୍ୟାନ୍ସିଂ ପ୍ରତି ଆକୃଷ୍ଟ ଥିଲା ଏବେ ସେ ଜୀବନରେ ଆକ୍ଟିଙ୍ଗ ଲାଇନ ରେ କିଛି କରିଦେଖେଇବେ ବୋଲି ଭାବିଥିଲେ | ଅରୁଣା ଏବେ ଭୁବନେଶ୍ୱର ରେ ରହୁଛନ୍ତି ଓ ଭୁବନେଶ୍ୱର ରୁ ହିଁ ସୁଟିଂ ସେଟକୁ ଯାଉଛନ୍ତି |
ତେବେ ଅରୁଣା ଆଗରୁ ଅନେକ ଧାରାବାହିକରେ ନଜର ଆସିଛନ୍ତି ଏବଂ ସେ ଧାରାବାହିକରେ ନିଜର କ୍ୟାରେକ୍ଟର ଗୁଡିକୁ ଜୀବନ୍ତକରି ମଧ୍ୟ ତୋଳି ଧରିଛନ୍ତି ଏବଂ ଲୋକମାନେ ସେ ସବୁ ଧାରାବାହିକରେ ତାଙ୍କୁ ବହୁତ ପସନ୍ଦ କରିଛନ୍ତି |
ତେବେ ଅରୁଣା ଙ୍କ ଆକ୍ଟିଙ୍ଗ ସିନ୍ଦୁରର ଅଧିକାରରେ ମଧ୍ୟ ଖୁବ ସୁନ୍ଦର ହୋଇଛି ଏବଂ ଲୋକମାନେ ମଧ୍ୟ ତାଙ୍କ ଆକ୍ଟିଙ୍ଗ କୁ ସିନ୍ଦୁରର ଅଧିକାରରେ ଖୁବ ପସନ୍ଦ କରିଛନ୍ତି ଏବଂ ଆଗକୁ ମଧ୍ୟ ପସନ୍ଦ କରିବେ ତେବେ ଆପଣମାନଙ୍କୁ ଅରୁଣା ଙ୍କ ଅଭିନୟ ଆପଣମାନଙ୍କୁ କେମିତିଲାଗେ ଆମକୁ କମେନ୍ଟ ମାଧ୍ୟମରେ ନିଶ୍ଚିତ ଜଣାଇବେ |
ଓଡ଼ିଆ ସିରିଏଲ ଅଭିନତ୍ରୀ ପବିତ୍ରା (Monika)ଙ୍କର Family ଓ Lifestyle, ଆଗରୁ ଦେଖିନଥିବେ
