ଦର୍ଶକବନ୍ଧୁ ଓଡ଼ିଶାର ଲୋକପ୍ରିୟ ଅଭିନେତ୍ରୀ ଅନନ୍ୟା ଙ୍କର ଜନ୍ମ 13 ନଭେମ୍ବର 2002 ରୁ ଭୁବେନେଶ୍ୱର ରେ ହୋଇଥିଲା | ଛୋଟବେଳ ଠାରୁ ଅନନ୍ୟାଙ୍କର ପାଠ ପଢିବା ସହିତ ଅଭିନୟରେ ମଧ୍ୟ ରୁଚି ଥିଲା ଅନନ୍ୟା ତାଙ୍କ ଅଭିନୟ ଜୀବନର ଆରମ୍ଭ 2020 ରେ ଜିସାର୍ଥକ ର ଲୋକପ୍ରିୟ ସିରିଏଲ ଦିବ୍ୟ ଦୃଷ୍ଟି ରୁ କରିଥିଲେ |
ଦର୍ଶକବନ୍ଧୁ ଅନ୍ୟାନ୍ୟ ଙ୍କ ଫ୍ୟାମିଲି ରେ ତାଙ୍କ ବାପା ଓ ତାଙ୍କ ମାଙ୍କ ସହିତ ତାଙ୍କର ଜଣେ ବଡ ଭଉଣୀ ମଧ୍ୟ ଅଛନ୍ତି| ତାଙ୍କ ବାପା ଙ୍କ ନାମ ହେଉଛି ମନୋଜ ଦାସ ଏବଂ ତାଙ୍କ ମାଙ୍କ ନାମ ହେଉଛି ରଶ୍ମି ଲେଖା ମିଶ୍ର ଏବଂ ତାଙ୍କ ଭଉଣୀଙ୍କ ନାମ ହେଉଛି ଅପୃଭା ଦାସ ଯିଏ କି ଜଣେ ସ୍ଟୁଡେଣ୍ଟ ଅଟନ୍ତି |
ଦର୍ଶକବନ୍ଧୁ ଅନନ୍ୟ ରିଅଲ ଲାଇଫ ରେ ସିଙ୍ଗିଲ ଅଛନ୍ତି ଏବଂ ତାଙ୍କର କେହି ବୟଫ୍ରେଣ୍ଡ ନାହାନ୍ତି ତେବେ ଅନନ୍ୟା ଙ୍କ ଅଭିନୟକୁ ତ ଆପଣମାନେ ନିଶ୍ଚିତ ଭାବରେ ଦେଖିଥିବେ ଓ ତାଙ୍କର ଅଭିନୟକୁ ମଧ୍ୟ ପସନ୍ଦ କରୁଥିବେ ସେ ତାଙ୍କର ଜବରଦସ୍ତ ଅଭିନୟ ଦ୍ୱାରା ଲୋକମାନଙ୍କ ମନରେ ଏକ ଅଲଗା ପ୍ରକାରର ସ୍ଥାନ ବନାଇ ପାରିଛନ୍ତି ତେବେ ବନ୍ଧୁଗଣ ଆପଣମାନଙ୍କୁ ଅନନ୍ୟା ଙ୍କ ଅଭିନୟ କେମିତି ଲାଗେ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚିତ ଜଣାଇବେ |