ଓଡ଼ିଆ ସିରିଏଲ ତାରାତାରିଣୀର କୁନି Tariniଙ୍କ ପରିବାର ଆଗରୁ କେବେ ଦେଖିନଥିବେ…

ବନ୍ଧୁଗଣ ଆପଣମାନେ ପ୍ରତ୍ୟେକଦିନ ତାରା ତାରିଣୀ ସିରିଏଲ ଟି ନିଶ୍ଚିତ ଭାବରେ ଦେଖୁଥିବେ ଓ ସେଥିରେ ଅଭିନୟ କରୁଥିବା କୁନୀତାରିଣୀ ଚରିତ୍ରରେ ଆଇସା ସାମଲଙ୍କୁ ନିଶ୍ଚିତ ଭାବରେ ଦେଖିଥିବେ ଓ ତାଙ୍କର ଜବରଦସ୍ତ ଆକ୍ଟିଙ୍ଗ କୁ ଆପଣମାନେ ନିଶ୍ଚିତ ଭାବରେ ପସନ୍ଦ ମଧ୍ୟ କରୁଥିବେ ଓଡ଼ିଶାର ଦର୍ଶକମାନେ କୁନି ତାରିଣୀଙ୍କୁ ବହୁତ ସାରା ଭଲପାଇବା ଦେବା ସହ ତାଙ୍କ ଅଭିନୟକୁ ବହୁତ ପସନ୍ଦ ମଧ୍ୟ କରନ୍ତି |


ତେବେ ବର୍ତମାନ ସମୟରେ ତାରାତାରିଣୀ ସିରିଏଲ ଟି ବନ୍ଦ ହୋଇଯାଇଛି ଓ ତାରାତାରିଣୀ ସିରିଏଲ ବଦଳରେ ତାରିଣୀ ଆଖିରେ ତାର ସିରିଏଲ କୁ ପ୍ରସାରଣ କରାଯାଉଛି ବର୍ତମାନ କୁନି ତାରିଣୀ ତାଙ୍କ ପରିବାର ସହ ଘରେ ରହୁଛନ୍ତି ଓ ଖୁବ ସାରା ମଜାମସ୍ତି ମଧ୍ୟ କରୁଛନ୍ତି |


ଆଇସା ଙ୍କ ପରିବାର କହିଲେ ତାଙ୍କ ବାପା ମା ଓ ତାଙ୍କର ଗୋଟେ ବଡ ଭାଇ ଅଛନ୍ତି ଯାହାକି ଆପଣମାନେ ଏ ଫୋଟୋ ରେ ଦେଖିପାରୁଥିବେ ତେବେ ଆଗାମୀ ଦିନମାନଙ୍କରେ ବହୁତ ସାରା ସିରିଏଲ ରେ ନଜର ଆସିବେ କୁନି ତାରିଣୀ ତେବେ ବର୍ତମାନ ସମୟରେ ଆଇସା ତାଙ୍କ ଘରେ ଅଛନ୍ତି ଓ ଅଭିନୟକୁ ସେ ବହୁତ ଧ୍ୟାନ ଦେଉଛନ୍ତି |


ଏହା ସହିତ ସେ ବହୁତ ସୁନ୍ଦର ଡ୍ୟାନ୍ସ ମଧ୍ୟ କରନ୍ତି ତେବେ ବନ୍ଧୁଗଣ ଆପଣମାନଙ୍କୁ ଆଇସା ଙ୍କର ଅଭିନୟ କେମିତି ଲାଗେ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚିତ ଜଣାଇବେ |