ଓଡ଼ିଆ ସିରିଏଲ Dibyadrusti ର ଅଭିନେତା ମାନଙ୍କର ପ୍ରକୃତ ମା, ଆଗରୁ ଦେଖି ନ ଥିବେ

ନମସ୍କାର ବନ୍ଧୁଗଣ ଆଜି ଆମେ ଏହି ପୋଷ୍ଟରେ କଥା ହେବା ଦିବ୍ୟଦୃଟି ସିରିଏଲର ଆକ୍ଟର ମାନଙ୍କର ପ୍ରକୃତ ମା ମାନଙ୍କ ବିଷୟରେ | ଯାହାଙ୍କୁ ଆପଣ ଏହା ଆଗରୁ କେବେବି ଦେଖି ନଥିବେ | ତେବେ ଚାଲନ୍ତୁ ଆରମ୍ଭ କରିବା …

ରୋହନ ରାଉତ (ପିକୁ)

ବନ୍ଧୁଗଣ ଆପଣମାନେ ରୋହନ ରାଉତ ଙ୍କୁ ଦିବ୍ୟଦୃଷ୍ଟି ସିରିଏଲ ରେ ପିକୁ କ୍ୟାରେକ୍ଟର ରେ ଜବରଦସ୍ତ ଅଭିନୟ କରୁଥିବାର ନିଶ୍ଚିତ ଭାବରେ ଦେଖିଥିବେ ଓ ତାଙ୍କର ସୁନ୍ଦର ଅଭିନୟ ଆପଣମାନଙ୍କୁ ବେଶ ପସନ୍ଦ ମଧ୍ୟ ଆସୁଥିବ ତେବେ ଫ୍ରେଣ୍ଡ୍ସ ଆପଣମାନେ ଏ ଫୋଟୋ ରେ ତାଙ୍କ ମା ଙ୍କୁ ଦେଖିପାରୁଥିବେ |

ଅନନ୍ତ ରଥ (ଦିପୁ)

ବନ୍ଧୁଗଣ ଆପଣମାନେ ଦିବ୍ୟଦୃଷ୍ଟି ସିରିଏଲ ରେ ଅନନ୍ତ ରଥ କୁ ଦୃଷ୍ଟି ଙ୍କ ଦିଅର ଭୂମିକାରେ ଜବରଦସ୍ତ ଅଭିନୟ କରୁଥିବାର ନିଶ୍ଚିତ ଭାବରେ ଦେଖିଥିବେ ଓ ତାଙ୍କ ଅଭିନୟକୁ ପସନ୍ଦ ମଧ୍ୟ କରୁଥିବେ ତେବେ ଆପଣମାନେ ଏ ଫୋଟୋ ରେ ତାଙ୍କ ମା ଙ୍କୁ ଦେଖିପାରୁଥିବେ |

ଅନନ୍ୟା ଦାସ (ଦୃଷ୍ଟି)

ଦର୍ଶକବନ୍ଧୁ ଆପଣମାନେ ଅନନ୍ୟା ଦାସ ଙ୍କୁ ଦିବ୍ୟଦୃଷ୍ଟି ସିରିଏଲ ରେ ଲିଡ଼ ନାୟିକା ଭାବେ ନିଶ୍ଚିତ ଭାବରେ ଦେଖିଥିବେ ଓ ତାଙ୍କର ସୁନ୍ଦର ଅଭିନୟକୁ ପସନ୍ଦ ମଧ୍ୟ କରୁଥିବେ ତେବେ ଆପଣମାନେ ଏ ଫୋଟୋ ରେ ତାଙ୍କ ମା ଙ୍କୁ ଦେଖିପାରୁଥିବେ |

ରିସିକ ମିଶ୍ର (ଦିବ୍ୟ)

ବନ୍ଧୁଗଣ ଆପଣମାନେ ରିସିକ ମିଶ୍ର ବା ଦିବ୍ୟଙ୍କୁ ଏ ସିରିଏଲ ରେ ମୁଖ୍ୟ ଭୂମିକାରେ ଜବରଦସ୍ତ ଅଭିନୟ କରୁଥିବାର ନିଶ୍ଚିତଭାବରେ ଦେଖିଥିବେ ତେବେ ଦର୍ଶକବନ୍ଧୁ ଆପଣମାନେ ଏ ଫୋଟୋ ରେ ତାଙ୍କ ମା ଙ୍କୁ ଦେଖିପାରୁଥିବେ |