ଦର୍ଶକବନ୍ଧୁ ଆପଣମାନେ ତ ଶ୍ରୀତମ ଦାସ ଙ୍କୁ ଭଲଭାବରେ ଜାଣିଥିବେ ଯିଏକି ଜଣେ ଓଲିଉଡ଼ ର ଲୋକପ୍ରିୟ ଅଭିନେତା ସହ ଜଣେ ଡ଼ାଇରେକ୍ଟର ମଧ୍ୟ ଅଟନ୍ତି ଦର୍ଶକବନ୍ଧୁ ଶ୍ରୀତମ ଙ୍କର ଜନ୍ମ 1970 ମସିହାରେ ଭୁବନେଶ୍ୱର ରେ ହୋଇଥିଲା ଏବଂ ଶ୍ରୀତମ 1995 ମସିହାରେ ଓଡ଼ିଆ ସାବିତ୍ରୀ ରୁ ତାଙ୍କର ଫିଲ୍ମ ଜୀବନୀ କରିଥିଲେ |
ଦୀର୍ଘ 25 ବର୍ଷ ହେଲା ଶ୍ରୀତମ ଓଲିଉଡ଼ ରେ ଆକ୍ଟିଭ ଅଛନ୍ତି ଓ 20 ରୁ ଅଧିକ ଫିଲ୍ମ ରେ ଅଭିନୟ କରି ଲୋକପ୍ରିୟତା ସହିତ ବହୁତ ଆୱାର୍ଡ ମଧ୍ୟ ନିଜ ନାମରେ କରିପାରିଛନ୍ତି | ଦର୍ଶକବନ୍ଧୁ ଆପଣମାନେ ଏ ଫୋଟୋ ରେ ଶ୍ରୀତମ ମା ଙ୍କୁ ଦେଖିପାରୁଥିବେ ଯାହାଙ୍କ ନାମ ହେଉଛି ସଂଯୁକ୍ତା ଦାସ ଶ୍ରୀତମ ସବୁଠୁ ଅଧିକ ତାଙ୍କ ମା ଙ୍କୁ ଭଲପାଆନ୍ତି ଓ ଶ୍ରୀତମ ଙ୍କର ଦୁଇଜଣ ଭାଇ ମଧ୍ୟ ଅଛନ୍ତି ଯାହାଙ୍କ ନାମ ହେଉଛି ଗୌତମ ଦାସ ଏବଂ ପ୍ରିତମ ଦାସ |
ଦର୍ଶକବନ୍ଧୁ ଇଏ ହେଉଛନ୍ତି ଶ୍ରୀତମ ଙ୍କର ସ୍ତ୍ରୀ ଯାହାଙ୍କ ନାମ ହେଉଛି ପୁନମ ଦାସ ଶ୍ରୀତମ ପୁନମ ଙ୍କୁ 2011 ମସିହାରେ ବିବାହ କରିଥିଲେ ଏହା ବ୍ୟତୀତ ଶ୍ରୀତମ ଙ୍କର ଗୋଟେ ଝିଅ ମଧ୍ୟ ଅଛି ଯାହାକୁ ଶ୍ରୀତମ ବହୁତ ଭଲପାଆନ୍ତି ଶ୍ରୀତମ ଦାସ ଏବେ ତାଙ୍କର ଫ୍ୟାମିଲି ସହିତ ବହୁତ ଖୁସିରେ ଅଛନ୍ତି ତେବେ ଦର୍ଶକବନ୍ଧୁ ଆପଣମାନଙ୍କୁ ଶ୍ରୀତମ ଦାସ କେମିତି ଲାଗନ୍ତି ଓ ତାଙ୍କର ଅଭିନୟ ଆପଣମାନଙ୍କୁ କେମିତିଲାଗେ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚିତ ଜଣାଇବେ |