ଓଡ଼ିଆ ସୁପରଷ୍ଟାର ସିଙ୍ଗର Humane Sagar ଙ୍କର Lifestyle and Biography, ଆଗରୁ ଦେଖି ନଥିବେ

ଦର୍ଶକବନ୍ଧୁ ହ୍ୟୁମେନ ସାଗର 25 ନଭେମ୍ବର 1990 ରେ ଟିଟଲା ଗଡ ରେ ଜନ୍ମ ଗ୍ରହଣ କରିଥିଲେ ଓ ଏବେ ତାଙ୍କର ବର୍ତମାନ ବୟସ ହେଉଛି 30 ବର୍ଷ | ବନ୍ଧୁଗଣ ଆପଣମାନେ ଏ କଥା ବହୁତ କମ ଲୋକ ଜାଣିଥିବେ ସେ ଯେତେବେଳେ ତୃତୀୟ ଶ୍ରେଣୀରେ ପଢୁଥିଲେ ସେ ସେତେବେଳେ ଗ୍ରୁଶ୍ରୀ ଶୁଭ୍ରାଂଶୁ ମିଶ୍ରଙ୍କ ଠାରୁ ସଂଗୀତ ର ଟ୍ରେନିଂ ନେଇଥିଲେ ଓ ତାଙ୍କର ଘର ବଲାଙ୍ଗୀର ଜିଲ୍ଲାରେ ଛୋଟବେଳେ ସେ ସ୍କୁଲ ରେ ଷ୍ଟେଜ ପୋଗ୍ରାମ ରେ ଭାଗ ନେଇ ପ୍ରଥମ ସ୍ଥାନ ହାସିଲ କରିଥିଲେ |

ତାଙ୍କର ଜେଜେ ବାପା ସମ୍ବଲପୁରୀ ଲୋକ ଗୀତର ଦୀର୍ଡେନ ଦେଉଥିଲେ ଓ ତାଙ୍କ ବାପା ଜଣେ ଅଲ ଇଣ୍ଡିଆ ରେଡ଼ିଓ ର ବି ଗ୍ରେଡ଼ ଗାୟକ ଥିଲେ ତାହା ଛଡା ତାଙ୍କ ମା ମଧ୍ୟ ଜଣେ ଗାୟିକା ଥିଲେ ତେବେ ଦର୍ଶକବନ୍ଧୁ ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ କି ସେ ଡାକ୍ତରୀ ପାଠ ପଢା ଛାଡି ଗାୟକ ହେବା ପାଇଁ ପସନ୍ଦ କରିଥିଲେ |

ପ୍ରଥମେ ସେ ଡାକ୍ତର ହେବ ପାଇଁ ମେଡିକାଲ କଲେଜ ରେ ଯୋଗ ଦେଇଥିଲେ ତେଣୁ ତାଙ୍କ ଗୀତ ପ୍ରତି ଭଲପାଇବା ଅଧିକ ଥିବାରୁ ସେ ପ୍ରଥମ ବର୍ଷରୁ ଡାକ୍ତରୀ ପାଠ ପଢା ଛାଡିଦେଇଥିଲେ ଓ ତାପରେ ସେ ସଂଗୀତ କୁ କ୍ୟାରିଅର ବନାଇ ଦେଇଥିଲେ ସେ ତରଙ୍ଗ ଟିଭି ର ରିଆଲିଟି ସୋ ଭଏସ ଅଫ ଓଡିଶା ସିଜିନ 2 ଜିତିବା ପରେ ଲୋକମାନେ ତାଙ୍କୁ ଜାଣିଥିଲେ | ତାପରେ ସେ ଅଭିଜିତ ମଜୁମଦାର ଙ୍କ ନିର୍ଦେଶନାରେ ଇସ୍କ ତୁ ହିଁ ତୁ ରେ ଗୋଟେ ଗୀତ ଗାଇଥିଲେ |

ତାପରେ ସେ 2017 ରେ ଗଜଲ ଗଜଲ ଗୀତ ପାଇଁ ମଧ୍ୟ ଶ୍ରେଷ୍ଠ ସ୍ଥାନ ଜିତିଥିଲେ | ତାପରେ ସେ ଏକ ହିନ୍ଦୀ ଗୀତ ମେର ୟେ ଜା ରେ ମଧ୍ୟ କଣ୍ଠଦାନ କରିଛନ୍ତି ଓ ଏହାପରେ ସେ ଓଲିଉଡ଼ ର ଅନେକ ସୁପରହିଟ ଗୀତ ଗାଇବା ପରେ ଏମିତି ସେ ଅନେକ ଗୀତ ଗାଇଛନ୍ତି ଓ ଏବେ ମଧ୍ୟ ଅନେକ ଗୀତ ଗାଉଛନ୍ତି | ତେବେ ବନ୍ଧୁଗଣ ଆପଣମାନଙ୍କୁ ହ୍ୟୁମେନ ସାଗର ଙ୍କ ଗୀତ କେମିତି ଲାଗେ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚିତ ଜଣାଇବେ |