90ଦଶକର ଏହି ଅଣଓଡ଼ିଆ ନାୟିକା ଆମ ଓଲିଉଡ଼ ଇଣ୍ଡଷ୍ଟ୍ରି ରେ ବହୁତ ରାଜ କରିଥିଲେ ପ୍ରଖ୍ୟାତ ନିର୍ଦେଶକ ରଜୁମିଶ୍ରଙ୍କୁ ନିର୍ଦେଶିତ ଫିଲ୍ମ ସାଗର ଗଙ୍ଗା ଜରିଆରେ ସେ ପ୍ରଥମ କରି ଓଲିଉଡ଼ ରେ ପାଦ ଥାପିଥିଲେ ତାପରେ ରବି କିନାକିଂ ଙ୍କ ନିର୍ଦେଶିତ ଫିଲ୍ମ ଭାଇ ହେଲା ଭଗାରୀ ରେ ସେ ସିଦ୍ଧାନ୍ତ ଙ୍କ ସହିତ ଓଲିଉଡ଼ ରେ ଷ୍ଟାର ବନିଥିଲେ ରଚନା ବାନାର୍ଜୀ ଏହାପରେ 2002 ପର୍ଯ୍ୟନ୍ତ ରଚନା ବାନାର୍ଜୀ ଥିଲେ ନଂ 1 ହିରୋଇନ |
ରଚନାଙ୍କ ଓଡ଼ିଆ ଫିଲ୍ମ ଏତେ ମାତ୍ରାରେ ଭଲ ଲାଗିଥିଲା କି ସେ ଖୁବ କମ ସମୟରେ ଓଡିଶା ର ଘରେ ଘରେ ସୁ ପରିଚିତ ହୋଇଥିଲେ ତେବେ ସେ ଯାହା ହେଉ ନା କାହିଁକି ରଚନା ଯେପରି ଭବରେ ସକ୍ରିୟ ଥିଲେ ସେହି ସମୟରେ ଯେଉଁ ନିର୍ଦେଶକ ମାନେ ଓଡ଼ିଆ ସିନେମା ନିର୍ମାଣ କରୁଥିଲେ ସେମାନଙ୍କ ମଧ୍ୟରୁ ନଂ 1 ନିର୍ଦେଶକ ଙ୍କ ସହ କାମ କରିବାକୁ ସୁଯୋଗ ପାଇଥିଲେ ରଚନା ବାନାର୍ଜୀ କିନ୍ତୁ ସେଭଳି ନିର୍ଦେଶକ ଆଉ ନାହାନ୍ତି |
ତେବେ ରଚନା ବାନାର୍ଜୀ ସିଧ୍ୟାନ୍ତଙ୍କ ସହିତ ଅନେକ ସିନେମାରେ ଅଧିକ ନଜର ଆସୁଥିଲେ ସିଦ୍ଧାନ୍ତ ରଚନା ଏକାଠି ସିନେମାରେ କାମ କରୁ କରୁ କେତେବେଳେ ଯେ ସେମାନଙ୍କ ମଧ୍ୟରେ ପ୍ରେମ ହେଇଗଲା ସେମାନେ ଭି ଜାଣି ପାରିଲେ ନାହିଁ ତାପରେ ସେମାନେ ପ୍ରେମ ବିବାହ କରିନେଲେ ଓ ପରବର୍ତୀ ସମୟରେ ସେମାନେ କୌଣସି କାରଣରୁ ସିଦ୍ଧାନ୍ତ ତାଙ୍କୁ ଡିଭର୍ସ ଦେଇ ଦେଇଥିଲେ ତାପରେ ରଚନା ବାନାର୍ଜୀ ଓଡିଶା ଛାଡି କୋଲକାତା ଚାଲିଯାଇଥିଲେ |
ରଚନା ତାପରେ ପ୍ରବଳ ବାସୁ କୁ ବିବାହ କରିଥିଲେ ତାଙ୍କର ଏକ ପୁଅ ମଧ୍ୟ ଅଛି ଓଡିଶା ଛାଡ଼ିବାପରେ ସେ ବେଙ୍ଗଲୀ ଇଣ୍ଡଷ୍ଟ୍ରି ରେ କାମ କରୁଥିଲେ ଓ ଅନେକ ଷ୍ଟେଜ ସୋ କାର୍ଯ୍ୟକ୍ରମରେ ଜଜ ଭାବେ ମଧ୍ୟ ନଜର ଆସନ୍ତି | ରଚନା ବାନାର୍ଜୀ ଦୀର୍ଘ 16 ବର୍ଷ ପରେ ଜିସାର୍ଥକ ର ସଂସ୍କାର ଆୱାର୍ଡ ରେ ଯୋଗ ଦେଇଥିଲେ ଓ ସେ ସେଇ ସଂସ୍କାର ଆୱାର୍ଡ ରେ କହିଥିଲେ ଯଦି ରଚନା ବାନାର୍ଜୀ ସିନେମା କରିବ ତାହେଲେ ସେ ସିଦ୍ଧାନ୍ତ ଙ୍କ ସହ ହିଁ କରିବ ତେବେ ରଚନା ବାନାର୍ଜୀ ଆପନାନୁ କେମିତି ଲାଗନ୍ତି ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚିତ ଜଣାଇବେ |