ପଦ୍ମନାଭ ମନ୍ଦିରର ପଞ୍ଚମ ଦ୍ଵାର… ଖୋଲିବାର ସମସ୍ତ ପ୍ରଚେଷ୍ଟା Maruchi ଫେଲ… ଖୋଇଲେ ଆସିବ ମହାପ୍ରଳୟ…

ନମସ୍କାର ବନ୍ଧୁଗଣ ଆପଣ ଅନେକ ଦେବାଦେବୀଙ୍କ ମନ୍ଦିର ଯାଇଥିବେ ଭାରତର କେରଳରେ ଥିରୁଅନନ୍ତପୁରମ୍ ରେ ଭଗଵାନ ବିଷ୍ଣୁଙ୍କର ପଦ୍ମନାଭ ମନ୍ଦିର ରହିଛି ଏଠାକୁ ଆପଣମାନେ ନିଶ୍ଚିତ ବୁଲିବାକୁ ଯାଇଥିବେ ଯଦି ଯାଇ ନାହାଁନ୍ତି ତେବେ ଆସନ୍ତୁ ଏହି ପଦ୍ମନାଭ ମନ୍ଦିରର କିଛି ରହସ୍ୟମୟ ଘଟଣା ବିଷୟରେ ଜାଣିବା। ଏହି ମନ୍ଦିରର ଗର୍ଭଗୃହରେ ଭଗବାନ ବିଷ୍ଣୁଙ୍କର ବିଶାଳ ମୂର୍ତ୍ତୀ ଅଛି ଯାହା ଶେଷନାଗ ଉପରେ ଶୟନ ମୁଦ୍ରାରେ ରହିଛି |

ମାନ୍ୟତା ଅଛି ଷଷ୍ଠ ଶତାବ୍ଦୀରେ ପ୍ରବଣ ପୁରର ରାଜା ଏହି ମନ୍ଦିରକୁ ନିର୍ମାଣ କରିଥିଲେ ଆଉ ନବମ ଶତାବ୍ଦୀର କିଛି ଗ୍ରନ୍ଥରେ ଏହି ମନ୍ଦିରର ନିର୍ମାଣ ବିଷୟରେ କିଛି ଉଲ୍ଲେଖ କରାଗଲା ଏହି ମନ୍ଦିର ନିଜ ଭିତରେ ଅନେକ ରହସ୍ୟ ଜାବୁଡ଼ି ଧରିଛି କୁହାଯାଏ ପ୍ରବଣ ପୁରର ରାଜା ନିଜର ବୋହୁ ମୂଲ୍ୟର ଧନରତ୍ନ ଏହି ମନ୍ଦିରର କାନ୍ଥ ବାଡ଼ ଭଣ୍ଡାର ଗୃହରେ ଲୁଚାଇ ରଖିଛନ୍ତି ୨୦୧୧ ମସିହାରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ମନ୍ଦିର ପ୍ରଶାସନଙ୍କ ସହ ପୋଲିସ କର୍ମଚାରୀ ଉପସ୍ଥିତିରେ ମନ୍ଦିର ମଧ୍ୟକୁ ପ୍ରବେଶ କରି ଭଣ୍ଡାର ଗୃହର କବାଟ ଖୋଲା ଯାଇଥିଲା|

ଯେଉଁ ଭଣ୍ଡାର ଗୃହ ଖୋଲା ଯାଇନଥିଲା ତାହା ୨୦୧୧ ମସିହାରେ ଖୋଲା ଯାଇଥିଲା ପ୍ରତ୍ୟେକ କବାଟ ପଛରେ ଥିବା ବନ୍ଦ୍ କୋଠରୀରୁ ସିନ୍ଦୁକ ସିନ୍ଦୁକ ଅନେକ ସୁନା ହୀରାର ଅଭୂଷଣ ଏବଂ ମୂର୍ତ୍ତି ମିଳିଲା। ଏଭଳି ଭିତରକୁ ଭିତରକୁ ଗୋଟିଏ ପରେ ଗୋଟିଏ କବାଟ ଖୋଲା ଚାଲିଲା ହୀରା ସୁନା ମୋତି ମାଣିକ ଏଭଳି କେତେ କଣ ମିଳି ଚାଲିଲା ଯେତେବେଳେ ଶେଷ କବାଟଟି ଖୋଲା ଯିବାର ଥିଲା ସେହି କବାଟ ଆଦୌ ଖୋଲିଲା ନାହିଁ |

ଏଠାରେ ଥିଲା ୫ ଟି କବାଟ ପ୍ରଥମଟି ଲୁହର କବାଟ ଥିଲା ଦ୍ୱିତୀୟଟି ଶକ୍ତ କାଠର ଥିଲା ଶେଷ କବାଟ ସବୁ ଲୁହାର ଥିଲା ଏବଂ ଶେଷ କବାଟ ଟିକୁ ଯେତେବେଳେ ଖୋଲିବାକୁ ପ୍ରୟାସ କରାଗଲା ସେହି କବାଟ ଆଦୌ ଖୋଲିଲା ନାହିଁ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଏଥିରେ କୌଣସି ତାଲା ନଥିଲା ନାହିଁ କୌଣସି ଅଲଗା ଲକ୍ ସିଷ୍ଟମ୍ ଥିଲା ଏହି କବାଟକୁ ଖୋଲିବାର ସମସ୍ତ ଉପାୟ କିନ୍ତୁ ଫେଲ୍ ମାରିଥିଲା ଅଧିକାରୀମାନେ |

ଏହି କବାଟକୁ ଖୋଲିବାକୁ ଚାହିଁ ନଥିଲେ ସେଥିପାଇଁ ସେମାନେ ଫେରି ଆସିଲେ ହେଲେ ପରେ ଜଣା ପଡିଲା ଅଧିକାରୀଙ୍କ ଫେରିବାର କାରଣ ଅଲଗା ଥିଲା ଏହି କବାଟରେ ଥିବା ସାପଙ୍କ ଚିତ୍ର ଚେତାବନୀ ଦେଉଥିଲା ଯଦି ଏହି କବାଟ ଖୋଲିବ ବୋହୁତ ଖରାପ ହେବ ଆଉ ଏଭଳି ହିଁ ହେଲା ୧୭ ଜୁଲାଇ ୨୦୧୧ ମସିହାରେ ପ୍ରଥମ ୩ ଟି କକ୍ଷ ଖୋଲାଯିବାର ୩ ସପ୍ତାହ ପରେ ପି.ପି ସୁନ୍ଦର ରାଜନ୍ ଇଏ ସେହି ବ୍ୟକ୍ତି ଯିଏ କବାଟ ଖୋଲିବାକୁ ପିଟିସନ ଦାୟର କରିଥିଲେ ପ୍ରଥମେ ସେ ରୋଗଗ୍ରସ୍ତ ହେଲେ ଆଉ ତାପରେ ତାଙ୍କର ମୃତ୍ୟୁ ହୋଇଗଲା।

୨୬ ଡିସେମ୍ବର ୨୦୦୪ ରେ କେରଳ ତାମିଲନାଡୁ ଏବଂ ଆଣ୍ଡମାନ ନିକୋବର ସମେତ ଅନେକ ଅଞ୍ଚଳ ସୁନାମି କାରଣରୁ ସୁନାମି କାରଣରୁ ସମୁଦ୍ରର ଆଁରେ ମିଶି ଯାଇଥିଲା ହେଲେ ଥିରୁଅନନ୍ତପୁରମ୍ ର ପଦ୍ମନାଭ ସ୍ବାମୀ ମନ୍ଦିରକୁ ସମୁଦ୍ର ଢେଉ ଛୁଇଁ ପାରିନଥିଲା ଯେତେବେଳେ କି ଏହି ମନ୍ଦିର ସମୁଦ୍ର ଠାରୁ ମାତ୍ର ୩ କିଲୋମିଟର ଦୂରରେ ରହିଛି ପ୍ରବଣ ପୁରର ରାଜା ପରିବାରଙ୍କ କହିବା କଥା ହେଲା ଯେବେ ଏହି ମନ୍ଦିରର ଦ୍ଵାରା ବା ଏହି କବାଟ ଯଦି ଖୋଲା ଯିବ |

ତେବେ ମହାପ୍ରଳୟ ଆସିପାରେ ତେଣୁ ଏହି ସହରର ଲୋକ ଏହି କବାଟ ଖୋଲିବାର ବିରୋଧରେ ଅଛନ୍ତି ଏବେ ଶୁଣିବାକୁ ମିଳୁଛି ଏହି କୋଠରୀ ଭିତରେ ଅସ୍ତ୍ରଶସ୍ତ୍ର ଥାଇପାରେ ଏହି ଅସ୍ତ୍ର ସବୁ ପୁରା ପୃଥିବୀକୁ ନଷ୍ଟ କରିଦେଇ ପାରେ ତେଣୁ ମଣିଷଙ୍କ ଭଲ ପାଇଁ ଏସବୁକୁ ବିଭିନ୍ନ କୋଠରୀରେ ଲୁଚାଇ ଦିଆଯାଇଥିଲା ବୋଲି ଶୁଣିବାକୁ ମିଳୁଛି।