ପାକିସ୍ତାନର ଏହି ସୁନ୍ଦରୀ ଯୁବତୀଙ୍କ ପଛରେ ପୁରା ଦୁନିଆ ହେଇଚି ଦିୱାନା, ଥରେ ଦେଖିଲା ପରେ ଆପଣ ବି ହେଇଯିବେ ଦିୱାନା …

ପାକିସ୍ତାନ ରେ ମଧ୍ୟ ସୁନ୍ଦରୀ ଯୁବତୀ ଙ୍କ ର କିଛି ଅଭାବ ନାହିଁ I ଏହା ସ୍ପଷ୍ଟ ହେଇଥାଏ ପାକିସ୍ତାନ ର ମଡେଲ ଓ ଫେସନ ଡିଜାଇନର ଆଲିୟ ରଫିୟା ଙ୍କୁ ଦେଖିଲେ I

ନିଜ ର ସୁନ୍ଦରତା କାରଣ ରୁ ଆଲିୟ ରଫିୟା ପୁରା ବିଶ୍ୱ ରେ ପରିଚିତ ଅଟନ୍ତି I ଏହି ଫୋଟୋ ଦେଖି ଆପଣ ମଧ୍ୟ ଜାଣିପାରୁଥିବେ I

ଆଲିୟ ଙ୍କ ର ପ୍ରଶଂସକ କେବଳ ପାକିସ୍ତାନ ରେ ନୁହେ ପୁରା ବିଶ୍ୱ ରେ ରହିଛନ୍ତି I 31 ବର୍ଷୀୟ ଆଲିୟ ରଫିୟା ପାକିସ୍ତାନ ର ସବୁଠାରୁ ଅଧିକ ସୁନ୍ଦରୀ ଯୁବତୀ ଅଟନ୍ତି I

ଆଲିୟ ରଫିୟା ମଡେଲ ହେବା ସହ ସେ ଜଣେ ଫ୍ୟାସନ ଡିଜାଇନର ମଧ୍ୟ ଅଟନ୍ତି I ଏବଂ ସେ ନିଜ ର ଏହି କାର୍ଯ୍ୟ କୁ ନେଇ ଅଧିକ ଲୋକପ୍ରିୟ ମଧ୍ୟ ଅଟନ୍ତି I ବର୍ତମାନ ସମୟ ରେ ଆଲିୟ ମଞ୍ଚେଷ୍ଟର ରେ ହିଁ ରୁହନ୍ତି I

ଆଲିୟ ଙ୍କ ର ଅଫିସିଆଲ ଇନ୍ଷ୍ଟଗ୍ରାମ ରେ ବହୁତ କମ ଫୋଟୋ ମଧ୍ୟ ଦେଖିବା କୁ ମିଳିଥାଏ I ଅନେକ ସମୟ ରେ ଆଲିୟ ସୋସିଆଲ ମିଡ଼ିଆ ରେ ଫ୍ୟାସନ ଟିପ୍ସ ମଧ୍ୟ ଦେଇଥାନ୍ତି I