ପୁଣି ଓଡିଶାକୁ ମାଡି ଆସୁଛି ଭୟଙ୍କର ଲଘୁଚାପ… ପାଣିପାଗ ବିଭାଗ Dele ଭୟଙ୍କର ସୁଚନା, ଆଜିଠୁ ପୁଣି ବର୍ଷୀବ, ଦେଖନ୍ତୁ ସମ୍ପୂର୍ଣ ଅପଡେଟ

ନମସ୍କାର ବନ୍ଧୁଗଣ ବର୍ତ୍ତମାନର ବଡ ଖବର ପାଣିପାଗକୁ ନେଇ ପୁଣି ଆସୁଛି ନୂଆ ସୂଚନା ଆଜିଠାରୁ ଲଘୁଚାପ ପୁଣି ହେବ ପ୍ରବଳରୁ ଅତି ପ୍ରବଳ ବର୍ଷା ୧୯ ରେ ଲଘୁଚାପ ପୁଣି ରାଜ୍ୟକୁ ବାତ୍ୟା ଭୟ ୧୮ ଓ ୧୯ ରେ ତୁହାକୁ ତୁହା ବର୍ଷା ପୁଣି ସପ୍ତାହେ ଯାଏଁ ଲାଗି ରହିବ ପ୍ରବଳରୁ ଅତି ପ୍ରବଳ ବର୍ଷା ଜାଣନ୍ତୁ କେଉଁଦିନ ଯେଉଁ ଜାଗାରେ ହେବ ପ୍ରବଳରୁ ଅତି ପ୍ରବଳ ବର୍ଷା ସତର୍କ ସୂଚନା ସେପଟେ ମାଡ଼ି ଆସୁଛି ବନ୍ୟା ବନ୍ୟା ପାଇଁ ଆସନ୍ତା ୩ ଦିନ ହାଇ ଆଲର୍ଟ ଜାରି ୧୦ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ସୂଚନା ତେବେ ଏହାକୁ ନେଇ କଣ ରହିଛି ସମ୍ପୂର୍ଣ୍ଣ ବିବରଣୀ ଆସନ୍ତୁ ଜାଣିବା।

ତେବେ ଆଜିଠାରୁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ପାଣିପାଗ ବିଭାଗ ପକ୍ଷରୁ ୨୦ ଜିଲ୍ଲାକୁ ୟେଲୋ ୱାର୍ନିଂ ଜାରି କରାଯାଇଛି ତେବେ କେନ୍ଦୁଝର ମୟୂରଭଞ୍ଜ ବାଲେଶ୍ଵର ଭଦ୍ରକ ଯାଜପୁର କେନ୍ଦ୍ରାପଡ଼ା ଜଗତସିଂହପୁର କଟକ ପୁରୀ ଖୋର୍ଦ୍ଧା ନୟାଗଡ଼ ଗଞ୍ଜାମ ଗଜପତି ସୁନ୍ଦରଗଡ କଳାହାଣ୍ଡି କନ୍ଧମାଳ ଢେଙ୍କାନାଳ ଝାରସୁଗୁଡା ବରଗଡ଼ ପାଇଁ ୟେଲୋ ୱାର୍ନିଂ ଜାରି କରାଯାଇଛି ସେହିପରି ଆସନ୍ତାକାଲି ପାଇଁ ୧୭ ଜିଲ୍ଲାକୁ ଅରେଞ୍ଜ ୱାର୍ନିଂ ଜାରି କରିଛି ପାଣିପାଗ ବିଭାଗ |

ଜଗତସିଂହପୁର କଟକ କେନ୍ଦ୍ରାପଡ଼ା ଭଦ୍ରକ ଢେଙ୍କାନାଳ ଅନୁଗୁଳ ସମ୍ବଲପୁର ବରଗଡ଼ ଝାରସୁଗୁଡ଼ା ଦେବଗଡ଼ ସୁନ୍ଦରଗଡ଼ କଳାହାଣ୍ଡି ସେହିପରି ୨୦ ତାରିଖ ପାଇଁ ୧୩ ଜିଲ୍ଲାକୁ ୟେଲୋ ୱାର୍ନିଂ ଜାରି କରିଛି ପାଣିପାଗ ବିଭାଗ କେନ୍ଦୁଝର ମୟୂରଭଞ୍ଜ ବାଲେଶ୍ଵର ଗଞ୍ଜାମ ଗଜପତି ପୁରୀ ଖୋର୍ଦ୍ଧା ନୟାଗଡ଼ ରାୟଗଡ଼ା ନବରଙ୍ଗପୁର ନୂଆପଡ଼ା କୋରାପୁଟ ଓ ମାଲକାନଗିରି ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷାର ଆଶଙ୍କା ରହିଛି ଅନ୍ୟ ପକ୍ଷରେ ୨୦ ଅଗଷ୍ଟରେ ୮ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ନିଂ ଜାରି କରାଯାଇଛି ନୂଆପଡ଼ା ବଲାଙ୍ଗୀର ଝାରସୁଗୁଡ଼ା ସୁନ୍ଦରଗଡ଼ ସମ୍ବଲପୁର ବରଗଡ଼।

ସେପଟେ ରାଜ୍ୟରେ ଆହୁରି ୪ ଦିନ ବନ୍ୟା ସ୍ଥିତି ଲାଗି ରହିବ ଆଗାମୀ ୨୪ ଘଣ୍ଟା ରାଜ୍ୟ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ଗତକାଲି ବନ୍ୟା ଦ୍ଵାରା ମହାନଦୀ ସିଷ୍ଟମରେ ଗତକାଲି ୨ ଟି ଘାଇ ହୋଇଥିଲା ଆଜି ୨ ଟି ଘାଇ ହୋଇଛି ଏବେ ସୁଧା ରାଜ୍ୟରେ ୪ ଟି ଘାଇ ହୋଇଥିବା ନେଇ ସୂଚନା ଦେଇଛନ୍ତି SRC ୨୦୧୧ ପରେ ରାଜ୍ୟରେ ଏଭଳି ବନ୍ୟା ହୋଇଛି |

ତେବେ କିଛି ସମୟ ପରେ ଘଣ୍ଟାକୁ ୧୭ ହଜାର କ୍ୟୁସେକ ପାଣି ମୁଣ୍ଡୁଳିରୁ ଖସୁଛି କିଛି ସମୟ ପରେ ଘଣ୍ଟାକୁ ୨୫ ହଜାର କ୍ୟୁସେକ ଖସିବ ତେବେ ହୀରାକୁଦ ଡ୍ୟାମର ବନ୍ୟା ଜଳ ମୁଣ୍ଡୁଳି ଠାରେ କାଲି ସନ୍ଧ୍ୟାବେଳେ ପହଞ୍ଚି ଯିବ ପ୍ରାୟ ୯ ରୁ ୧୦ ଲକ୍ଷ କ୍ୟୁସେକ ପାଣି ପାସ୍ କରିବ କଟକ ଖୋର୍ଦ୍ଧା ପୁରୀ ଜଗତସଂହପୁର ଯାଜପୁର କେନ୍ଦ୍ରାପଡ଼ା ବନ୍ୟା ଦ୍ବାରା ପ୍ରଭାବିତ ହୋଇଛି ତେବେ ଜଗତସିଂହପୁର ପୁରୀ ଜିଲ୍ଲା ସଂପୂର୍ଣ୍ଣ ଭାବରେ ପ୍ରଭାବିତ ହୋଇଛି ଆସିଥିବା ବର୍ଷାକୁ ଦୃଷ୍ଟିରେ ରଖି କେନ୍ଦୁଝର ଭଦ୍ରକ ଯାଜପୁରକୁ ସତର୍କ ରହିବା ପାଇଁ କୁହାଯାଇଛି କାରଣ ବ୍ରାହ୍ମଣୀ ଓ ବୈତରଣୀ ବେଲ୍ଟରେ ବର୍ଷା ହେବାର ଆକଳନ କରାଯାଇଛି ସତର୍କ ରୁହନ୍ତୁ ସାବଧାନ ରୁହନ୍ତୁ।