ପାଣିରେ ବୁଡାଇ ମାରୁଛି ବନ୍ୟାରେ ଆସିଥିବା ଏହି ଜନ୍ତୁ, ଏହି ଜାଗାରୁ Aasila ଏମିତି ଖବର… ବାପରେ କାହାକୁ ବି ଛାଡିବ ନାହିଁ…

ନମସ୍କାର ବନ୍ଧୁଗଣ ଏହି କିଛିଦିନ ତଳେ ଆପଣ ଦେଖିଥିଲେ ପୁରୁଣା ମନ୍ଦିରରୁ ଏକ ଅଜବ ଜନ୍ତୁ ବାହାରିଥିଲା ଆଜିକା ଘଟଣା ଠିକ୍ ସେହିପରି ହେଲେ କିଛି ମାତ୍ରାରେ ଅଲଗା ପୂର୍ବରୁ ଆପଣ ଜାଣିଥିଲେ ସେହି ଜୀବଟି କାହାର କିଛି କ୍ଷତି କରି ନଥିଲା ହେଲେ ଆଜି ଦେଖିବା ଯେ ସେହି ଜୀବ କିପରି ପାଣିରେ ଲୋକଙ୍କୁ ବୁଡାଇ ମାରୁଛି ସେହି ଯିବା କବଳରେ ଦୁଇଜଣ ଛୁଆ ଶିକାର ହୋଇ ମୃତ୍ୟୁ ବରଣ କରିଛନ୍ତି।

ଅନନ୍ତ ଭାଇ କହିଥାନ୍ତି ଯେ ଏହି ଘଟଣା ୨ ରୁ ୩ ଦିନ ପୂର୍ବର ବନ୍ୟା ଆମ ନଈରେ ଛାଡ଼ିଥାଏ ଖାଲି ଯାହା ଅଳ୍ପ ଅଳ୍ପ ସୁଅ ଦେଉଥିଲା ବନ୍ୟା ଛାଡ଼ିବା ପରେ ମୁଁ ଓ ମୋ ଗାଁର ୮ ଜଣ ଛୁଆ ନଈରେ ଗାଧୋଉଥିଲୁ ନଈରେ ଗାଧୋଉଥିବା ସମୟରେ ଅଜୁ ନାମରେ ଜଣେ ସାଙ୍ଗ କହିଲା ଆରେ ସାଙ୍ଗମାନେ ଚାଲ ପାଣିରେ ଛୁଆଁଛୁଇଁ ଖେଳିବା |

ଏହା ଶୁଣିବା ପରେ ଅନେ ଖେଳିବା ପାଇଁ ରାଜି ହୋଇଗଲୁ ଓ ତାପରେ ଖେଳ ଆରମ୍ଭ କରାଗଲା ଖେଳରେ ପ୍ରଥମେ ଚୋର ହେଲା ଅଜୁ ସେ ସୁଜିତ୍ ନାମରେ ଗୋଟିଏ ଛୁଆକୁ ଛୁଇଁବା ପାଇଁ ଗୋଡାଇଲା ତେଣୁ ସୁଜିତ୍ ଅଜୁକୁ ଧରା ନ ଦେବା ପାଇଁ ନଈରେ ଆଗକୁ ଆଗକୁ ଗଲା |

ସୁଜିତ୍ ଯେତେ ଆଗକୁ ଯାଉଥାଏ ଅଜୁ ତା ପଛରେ ଗୋଡ଼ାଉଥାଏ ଏମିତି ଦୁଇଜଣ ଗୋଡ଼ା ଗୋଡି ହୋଇ ଆମ ଠାରୁ କିଛି ବାଟ ଯାଇଛନ୍ତି କି ନାହିଁ ହଠାତ୍ ଦୁଇଜଣ ବୁଡ଼ିଗଲେ ଓ ପାଣିରେ ଖାଲି ରକ୍ତ ଭାସିଲା ଏହାଦେଖି ଆମେ ଟିକେ ଡରିଗଲୁ ଏବଂ ଅଜୁ ଓ ସୁଜିତ୍ ବୁଡ଼ିଥିବା ଜାଗାକୁ ଯାଉଥିବା ବେଳେ ହଠାତ୍ ଏକ ଭୟାନକ ଜୀବଟିଏ ଉଠିଲା ଏହା ଦେଖିବା ମାତ୍ରେ ଆମେ ସଙ୍ଗେ ସଙ୍ଗେ ଡରିଗଲୁ ଓ ପାଣିରୁ ବାହାରି ଆସିଲୁ।