ଆଜିକା ସମୟ ରେ ପ୍ରେମ ପାଁଇ ଲୋକେ କିଛି ବି କରିବାକୁ ପ୍ରସ୍ତୁତ ହେଇଥାନ୍ତି I ଏପରି କିଛି ଘଟଣା ଆପଣ ବି ଶୁଣି ଆଶ୍ଚଯ୍ୟ ହେବେ I କିଛି ଯୁବକ ଯୁବତୀ ପ୍ରେମ ସମ୍ବନ୍ଧ ରେ ବ୍ରେକଅପ ହେବା ପରେ ପୁଣି ନୂଆ ସମ୍ପର୍କ ରେ ଯୋଡି ହେଇଥାନ୍ତି I କିନ୍ତୁ କିଛି ଲୋକେ ନିଜ ର ପ୍ରଥମ ପ୍ରେମ କୁ ଦୁରେଇ ପାରି ନ ଥାନ୍ତି I
ଏହିପରି ଏକ ଘଟଣା ଇଂଲଣ୍ଡ ରେ ଘଟିଯାଇଛି I ଏଠାରେ ଜଣେ 25 ବର୍ଷୀୟ ଯୁବତୀ ଯାହା କରିଛନ୍ତି , ଆପଣ ବି ଶୁଣି ଆଶ୍ଚଯ୍ୟ ହେବେ I ଏହି ଯୁବତୀ ନିଜ ର ପ୍ରେମ କୁ ଫେରି ପାଇବାକୁ ନିଜ ର ସବୁ ସୀମା ପାର କରିଦେଇଛନ୍ତି I ଏପରି କି ଯୁବତୀ ଙ୍କୁ ଜେଲ ବି ଯିବାକୁ ପଡିଛି I ଏଠାରେ ଯୁବତୀ ନିଜ ର ଏକ୍ସ ବୟଫ୍ରେଣ୍ଡ ଙ୍କୁ ଫସାଇବାକୁ ଯାଇ ଜେଲ ଯାଇଛନ୍ତି I ଘଟଣା ଟି ଲଣ୍ଡନ ର ଅଟେ , ଏଠାରେ ଯୋଶୀକା ନାମ ଏକ କମ୍ପାନୀ ରେ କାମ କରୁଥିଲେ ଏବଂ ସେହିଠାରେ ଉଭୟ ଙ୍କ ମଧ୍ୟ ରେ ପ୍ରେମ ସମ୍ବନ୍ଧ ଗଢି ଉଠିଥିଲା I ଯୁବତୀ ଙ୍କୁ ମାର୍କ ବିକ ଖୁବ ପସନ୍ଦ ଆସିଥିଲେ I
ଉଭୟ ଙ୍କ ମଧ୍ୟ ରେ ପ୍ରେମ ସମ୍ବନ୍ଧ ଗଢି ଉଠିଥିଲା I ଏବଂ କିଛି ଦିନ ରେ ବନ୍ଧୁତା ପ୍ରେମ ରେ ପରିବର୍ତନ ହେଇଥିଲା I କିନ୍ତୁ କିଛି ଦିନ ପରେ ଉଭୟ ନ୍ୟୁୟର୍କ ଚାଲିଯାଇଥିଲା ଏବଂ ଦୁହେଁ ଏକାଠି ରହିଥିଲେ I କିନ୍ତୁ କୌଣସି କଥା କୁ ନେଇ ଉଭୟ ଙ୍କ ମଧ୍ୟ ରେ ଝଗଡା ହେଇଥିଲା ଓ ବ୍ରେକଅପ ବି ହେଇଯାଇଥିଲା I କିନ୍ତୁ ଜେସିକା ନାମ ଏହି ଯୁବତୀ ବ୍ରେକଅପ ଚାହୁଁ ନ ଥିଲେ I ତେଣୁ ସେ ଯୁବକ ଙ୍କୁ ରେପି ଓ କିଡ୍ନାପ ର ମ୍ୟାସେଜ କରିବାକୁ ଲାଗିଲେ I
ଏହା ପରେ ଜେସିକା , ମାର୍କ ଙ୍କୁ ଅପହରଣ କରିଥିଲେ ଏବଂ ତାଙ୍କ ସହ ବଳାତ୍କାର କରି ନିଜ କୁ ପୀଡିତା ବୋଲି କହିଥିଲେ କିନ୍ତୁ ଏହି ଘଟଣା ରେ ପୋଲିସ ଜାଣିବାକୁ ପାଇଥିଲା ବାସ୍ତବ ଘଟଣା କଣ ଓ ଯୁବତୀ ଙ୍କୁ ଜେଲ ଯିବାକୁ ପଡିଛି I