ପରସ୍ପର ଠାରୁ ଅଲଗା ହେବା ସମୟରେ ହାତୀ ଯୋଡି କରିଲେ କିଛି ଏପରି କି, ସମସ୍ତଙ୍କ ଆଖିରେ ଆସିଗଲା ଲୁହ …

ଦୁଃଖ ର ଅନୁଭୂତି କେବଳ ମନୁଷ୍ୟ ନୁହେ ସଂସାର ର ସବୁ ଯିବ ଜନ୍ତୁ ଙ୍କ ପାଖ ରେ ମଧ୍ୟ ରହିଥାଏ | ଏବଂ ଦୁଃଖ ର କାରଣ ଅଧିକ ସେତେବେଳେ ହେଇଥାଏ ଯେତେବେଳେ କେହି ନିଜ ଲୋକେ ଏଠାରେ ସାମିଲ ହେଇଥାନ୍ତି I କୌଣସି ନିଜ ଲୋକ ଙ୍କ ଠାରୁ ଦୂରେଇବା ର ଦୁଃଖ କଣ ଆପଣ ବେଶ ଭଲ ଭାବ ରେ ଜାଣିଥିବେ | ଆମେ ମନୁଷ୍ୟ ମାନେ ଏତେ ସ୍ୱାର୍ଥପର ହେଇଯାଇଥାଉ କି ଜୀବଜନ୍ତୁ ଙ୍କ ର ଭାବନା କୁ ଆମେ ବୁଝିପାରି ନ ଥାଉ | ଏହା ର ଜ୍ୱଳନ୍ତ ଉଧାରଣ ଆପଣ ଏହି ଫୋଟୋ ରେ ଦେଖିପାରୁଥିବେ |

ହାତୀ ଏକ ଏପରି ପ୍ରାଣୀ ଯାହା ର ସ୍ମରଣ ଶକ୍ତି ସବୁଠାରୁ ଅଧିକ ରହିଥାଏ I ହାତୀ ଥରେ ଯାହାକୁ ଦେଖିଥାଏ ସେ ଅନେକ ବର୍ଷ ଥରି ତାଙ୍କୁ ମନେ ରଖିଥାଏ I ଜଙ୍ଗଲ ରେ ହାତୀ ଏକ ଦଳ ବଦ୍ଧ ଭାବ ରେ ରହିଥାନ୍ତି ଏବଂ କେହି କାହା ଠାରୁ ଅଲଗା ହେଇ ନ ଥାନ୍ତି I କିନ୍ତୁ କିଛି ଲୋକେ ନିଜ ର ବ୍ୟକ୍ତିଗତ ସ୍ୱାର୍ଥ ପାଁଇ ଜଙ୍ଗଲ ରୁ ହାତୀ ଙ୍କୁ ଧରି ଆଣିଥାନ୍ତି ଯେପରି ସର୍କସ , ଚିଡ଼ିଆଘର , ଟୁରିଜିମ , ବିବାହ , ଧାର୍ମିକ କାର୍ଯ୍ୟ ଆଦି ରେ ଏହି ହାତୀ ଙ୍କୁ ବ୍ୟବହାର କରିଥାନ୍ତି | କିନ୍ତୁ ଏହି ହାତୀ ଙ୍କ ର ତାଙ୍କ ନିଜ ର ଠାରୁ ଦୂରେଇବା ର ଦୁଃଖ ମଧ୍ୟ ରହିଥାଏ |

ଅନେକ ସମୟ ରେ ଲୋକେ ହାତୀ ଙ୍କ ର ଦେଖାଶୁଣା ରେ ମଧ୍ୟ ଅବହେଳା କରିଥାନ୍ତି ଏବଂ ଏହା ଦ୍ୱାରା ହାତୀ ଙ୍କୁ ତାଙ୍କ ପିଲା ଙ୍କ ଠାରୁ ମଧ୍ୟ ଅନେକ ସମୟ ରେ ଅଲଗା କରାଯାଇଥାଏ I ବର୍ତମାନ ଏହିପରି ଏକ ଫୋଟୋ ଯାହା ସୋସିଆଲ ମିଡ଼ିଆ ରେ ଭାଇରଲ ହେବାରେ ଲାଗିଛି ଏବଂ ଏହି ଫୋଟୋ ରେ ହଜାର ହଜାର ସଂଖ୍ୟା ରେ ଲୋକେ କମେନ୍ଟ ମଧ୍ୟ ଦେଇଛନ୍ତି I

କଣ ବିଶେଷ ରହିଛି ଏହି ଫୋଟୋ ରେ
ଏହି ଫୋଟୋ ଟି କୁ ଦୁଇ ହାତୀ ଙ୍କ ମଧ୍ୟ ରେ ଥିବା ପରସ୍ପର ଠାରୁ ଦୂରେଇଯିବାର ର ଦୁଃଖ ପରିପ୍ରକାଶ ହେଉଛି I ଏଠାରେ ଆପଣ ଦେଖିପାରୁଥିବେ ଦୁଇଟି ହାତୀ ଅଲଗା ଅଲଗା ଟ୍ରକ ରେ ଅଛନ୍ତି , ତେଣୁ ଏହି ଦୁଇ ହାତୀ ଙ୍କୁ ଅଲଗା ଅଲଗା କେଉଁଆଡେ ପଠାଯାଉଛି I ତେଣୁ ପରସ୍ପର ଠାରୁ ଏହି ଦୁଇ ହାତୀ ଅଲଗା ହେବାକୁ ନେଇ ଖୁବ ଭାବୁକ ହେଇଯାଇଛନ୍ତି ତେଣୁ ନିଜ ନିଜ ର ଶୁଣ୍ଢ ଦ୍ୱାରା ପରସ୍ପର କୁ ଅଲବିଦା କହୁଛନ୍ତି I

ଇଣ୍ଟେର୍ନେଟ ରେ ମଧ୍ୟ ଲୋକେ ଏହି ଫୋଟୋ ଦେଖି ଭାବୁକ ହେଇଯାଇଛନ୍ତି I ଏବଂ ଆମେ ମନୁଷ୍ୟ ସମାଜ ଏତେ ସ୍ୱାର୍ଥ ପର ହେଇଯାଇଛେ କି ନିଜ ର ସ୍ୱାର୍ଥ ପାଁଇ ଆମେ ଯିବ ଜନ୍ତୁ ଙ୍କ ର ଭାବନା କୁ ବୁଝିପାରୁନାହୁଁ I ଏହି ଫୋଟୋ ବିଷୟ ରେ ଆପଣ କଣ କହିବେ , କମେନ୍ଟ ମାଧ୍ୟମ ରେ ଜଣାଇବେ I