ପରୀ ଙ୍କ ଠାରୁ ମଧ୍ୟ ସୁନ୍ଦରୀ ଏହି ଝିଅ, ଯାହାଙ୍କୁ ଦେଖିକି ହିଁ ଲୋକେ ତାଙ୍କ ର ଦିୱାନା ହୋଇଯାଉଛନ୍ତି, ବିଶ୍ୱାସ ନଥିଲେ ନିଜେ ଦେଖନ୍ତୁ ..

ସୁନ୍ଦରତା ବିଷୟରେ ବର୍ଣନା ଆମ ବେଦ ପୁରାଣ ରେ ମଧ୍ୟ ଦେଖିବାକୁ ମିଳିଛି I ଇନ୍ଦ୍ର ଦେବ ଙ୍କ ଅପସରା ମାନେ ଯେଉଁମାନେ କି ସୁନ୍ଦରତା ପାଁଇ ବେଶ ଚର୍ଚିତ I ତେବେ ଆଜି ଆମେ ଏହି ପରି ଏକ ସୁନ୍ଦର ଝିଅ ଙ୍କ ବିଷୟରେ ଆଲୋଚନା କରିବାକୁ ଯାଉଛେ , ଯିଏ କି ଦେଖିବାକୁ ଏକଦମ ସ୍ୱର୍ଗ ର ଅପସରା ପରି I ଆମେ ଆଜି କହୁଛେ ଦକ୍ଷିଣ ଭାରତ ର ଫିଲ୍ମ ରେ କାମ କରୁଥିବା ଅଭିନେତ୍ରୀ ହସିକI ମୋଟବାଣୀ I

ତାଙ୍କ ର ଚଳଚିତ୍ର ତ ଆପଣ ମାନେ ନିଶ୍ଚିତ ରୂପେ ଦେଖିଥିବେ , ତାଙ୍କ ର ଚେହେରା ଏକଦମ ମାସୁମ ଓ ବହୁତ ସୁନ୍ଦର ଦେଖାଯାଏ I ତାଙ୍କୁ ଆପଣ ଟେଲିଭିଜନ ସୋ “ସାଂସ ଭି କଭି ବୋହୁ ଥି” ସିରିୟଲ ରେ ଆପଣ ଦେଖିଥିବେ I

hansika-motwani-hot-stills

ହସିନା ଙ୍କ ଜନ୍ମ 1991 ରେ ବିଜନେସମ୍ୟାନ ପ୍ରଦୀପ ମତବାନୀ ଙ୍କ ଘରେ ହେଇଥିଲା I ହସିନା ଙ୍କ ପାଠପଢା ପୋଡାର ଇଣ୍ଟେରନ୍ୟସନIଲ ସ୍କୁଲ ରେ ହେଇଥିଲା ଏବଂ ସେ ବର୍ତମାନ ତାମିଲ ଓ ତେଲୁଗୁ ଫିଲ୍ମ ଜଗତ ରେ ବେଶ ସୁପରିଚିତ ଅଟନ୍ତି I ସେ 2003 ମସିହା ରେ ହୃତିକ ରୋଶନ ଙ୍କ ଚଳଚିତ୍ର “କୋଈ ମୀଲଗେୟ” ରେ ଅଭିନୟ କରିଥିଲେ I

ଏହା ପରେ ସେ 2007 ମସିହା ରେ ହିମେସ ରେଶମିଆ ଙ୍କ ଚଳଚିତ୍ର “ଅପକା ସୁରୁର” ରେ ଅଭିନୟ କରିଥିଲେ ଏବଂ ତାଙ୍କ ର ଏହିସ ଆବୁ ଚଳଚିତ୍ର କୁ ଦର୍ଶକେ ବେଶ ପ୍ରଶଂସା ମଧ୍ୟ କରିଥିଲେ I

ହସିନା ଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଯଦି ଆଲୋଚନା କରିବା ତ ହସିନା ଙ୍କ ଜନ୍ମ ର କିଛିଦିନ ପରେ ହିଁ ତାଙ୍କ ପିତା ତାଙ୍କ ମା ଙ୍କୁ ଛାଡିଦେଇଥିଲେ I

ହସିନା ଏହିପରି 30 ମହିଳା ଙ୍କ ଚିକତ୍ସା ଖର୍ଚ ମଧ୍ୟ ଉଠାଇ ଛନ୍ତି ଯାହାଙ୍କୁ କି ବ୍ରେଷ୍ଟ କ୍ୟାନ୍ସର ଥିଲା ଏବଂ ସେ 2014 ରେ ଫୋବସ ଲିଷ୍ଟ ରେ ମଧ୍ୟ ରହିଥିଲେ I