ପଇସା ପାଇଁ କ୍ୟାମରେ ସାମ୍ନାରେ ନିଜର ସବୁ କପଡା ଖୋଲି ସାରିଛନ୍ତି ଏହି ୭ ଜଣ କଳାକାର ମାନେ, ଏମିତିରେ ନିଜକୁ ସତୀ ସାବିତ୍ରୀ କୁହନ୍ତି

ବଲିଉଡ ହେଉ କି ହଲିଉଡ଼ ଏପରି ଅନେକ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ଫିଲ୍ମ ର ଚାକଚକ୍ୟ ଦୁନିଆ ରେ ଲୋକପ୍ରିୟତା ପାଇବାକୁ ଅନେକ ବୋଲଡ ପୋଜ ଦେଇ ଫୋଟୋ ଉଠାଇ ଥାନ୍ତି I କିଛି ଅଭିନେତ୍ରୀ ଟପଲେସ ହେଇ ମଧ୍ୟ ଅଭିନୟ କରିଥାନ୍ତି I

କରିସ୍ମା ତନ୍ନା – ଟିଭି ଅଭିନେତ୍ରୀ ସାସ ବୋହୁ ସିରିଏଲ ରେ ଚର୍ଚା ରେ ଥିବା ଅଭିନେତ୍ରୀ କରିସ୍ମା ତନ୍ନା ଙ୍କ ର ଟପଲେସ ଫୋଟସୁଟ ନଜର କୁ ଆସିଛି I ପାମେଲା ୱାଣ୍ଡରସନ – ହଲିଉଡ଼ ର ଅଭିନେତ୍ରୀ ଏବଂ ପ୍ଲେ ବୟ ମଡେଲ ପାମେଲା ବି ନିଜ ର ହଟ ଅନ୍ଦାଜ କୁ ନେଇ ଚର୍ଚା ରେ ରହିଛନ୍ତି I ବିଗତ ଦିନ ରେ ସେ PETA କ୍ୟାମ୍ପେର୍ନ All-Vegan Footwear ପାଁଇ ନ୍ୟୂଡ଼ ଫୋଟୋସୂଟ କରିଛନ୍ତି I

ବିପଶା ବାସୁ – ହଟ ଅଭିନେତ୍ରୀ ବିପଶା Maxim ର କଭର ପେଜ ପାଁଇ ଟପଲେସ ଅବତାର ରେ ଫୋଟୋସୂଟ କରିଛନ୍ତି I ନିଁକ୍କୀ ମିନାଜ – ନିଁକ୍କୀ ଏକ କ୍ୟାଲେଣ୍ଡର ସୂଟ ରେ ନୀଡ ପୋଜ ଦେଇ ବେଶ ଚର୍ଚା ରେ ରହିଛନ୍ତି I

ସାରଲୀନ ଚୋପଦା – ଅଭିନେତ୍ରୀ ସାରଲୀନ ପ୍ଲେ ବୟ ମ୍ୟାଗାଜିନ ପାଁଇ ନ୍ୟୂଡ଼ ଫୋଟୋସୁଟ କରିବା ର ନଜର କୁ ଆସିଛନ୍ତି I ମାଇଲି ସାଇରସ – ନିଜ ର ଅଜୀବ ଗରିବ ହରକତ ପାଁଇ ସର୍ବଦା ଚର୍ଚା ରେ ରହିଥାନ୍ତି ଏହି ଅଭିନେତ୍ରୀ I ସେ ନିଜର ଏ ମ୍ୟୁଜିକ ଭିଡିଓ ପାଁଇ ନ୍ୟୂଡ଼ ଫୋଟୋ ସୂଟ କରିଛନ୍ତି I ତେବେ ଏହି ବିଡିଓ NYC ଫିଲ୍ମ ରେ ଦେଖିବାକୁ ମିଳିଛି I ଲିଜା ହେଡେନ – ବଲିଉଡ ରେ ନିଜ ସୁନ୍ଦରତା ପାଁଇ ଚର୍ଚା ରେ ଥିବା ଲିଜା ବି ଟପଲେସ ଫୋଟୋ ସୁଟିଂ ପାଁଇ ବେଶ ଚର୍ଚା ରେ ରହିଛନ୍ତି I