ପାଉଁଜି ପିନ୍ଧିବା ଦ୍ୱାରା ସୁନ୍ଦର ଦେଖାଯିବା ସହ ଏହା ଅନେକ ରୋଗରୁ ମଧ୍ୟ ଦେଇଥାଏ ମୁକ୍ତି, ଆଗରୁ କେବେ ଜାଣିନଥିବେ ଆପଣ

ଭାରତୀୟ ସଂସ୍କୃତି ରେ ମହିଳାମାନେ ଷୋଳହ ଶୃଙ୍ଗାର କୁ ଅଧିକ ମହତ୍ୱ ଦେଇଥାନ୍ତି I ଏହା ମହିଳା ଙ୍କ ର ସୁନ୍ଦରତା ବୃଦ୍ଧି କରିବା ସହ ସ୍ଵାସ୍ତ୍ୟ ପାଁଇ ବି ଲାଭକାରୀ ହେଇଥାଏ I ଏହା ଦ୍ୱାରା ଶରିର ରେ ସକାରାତ୍ମକ ପ୍ରଭାବ ପଡିଥାଏ I ବାସ୍ତୁ ଓ ବିଜ୍ଞାନ ଉଭୟ ପାଁଇ ଏହା ଲାଭକାରୀ ଅଟେ I

ବିଜ୍ଞାନ ବି ଏହି ପ୍ରମାଣ ଦେଇଛି କି ମହିଳାମାନେ ଚାନ୍ଦି ର ପୁଂଜି ପିନ୍ଧିବା ଦ୍ୱାରା Hormones Imbalance ହେଇ ନ ଥାଏ I ମହିଳା ଙ୍କ ମଧ୍ୟ ରେ Hormones ସନ୍ତୁଳିତ ରହିଥାଏ I ଚାଲିବ କାରଣ ରୁ ଏହା ଗୋଡ଼ ରେ ଘସୀହେଇଥାଏ ଏବଂ ଏହା ର ଧାତୁ ତତ୍ୱ ଶରୀର କୁ ପ୍ରଭାବିତ କରିଥାଏ I

ଯେଉଁ ମହିଳା ଙ୍କ ର ପାଦ ଦରଜ ପରି ସମସ୍ୟା ରହିଛି ତାଙ୍କ ପାଁଇ ଏହା ଲାଭକାରୀ ଅଟେ I ଏହା କୁ ପିନ୍ଧିବା ଦ୍ୱାରା ରକ୍ତ ସଂଚାଳନ ସଠିକ ହେଇଥାଏ I

ଗୋଡ଼ ରେ ଚାନ୍ଦି ର ପାଉଁଜି ପିନ୍ଧିବା ଦ୍ୱାରା ମହିଳା ଙ୍କ ର Immune Sysytem ମଜବୁତ ହେଇଥାଏ I ଏବଂ ଶରିର କୁ Energy ଦେଇଥାଏ I ଏବଂ ଶରୀର ସୁସ୍ଥ ରହିଥାଏ I

ଯେଉଁ ମହିଳା ଙ୍କ ର ସର୍ବଦା ଗୋଡ଼ ଦରଜ ପରି ସମସ୍ୟା ଲାଗିରହିଥାଏ , ଏହି ପାଉଁଜି ପିନ୍ଧିବା ଦ୍ୱାରା ସେମାନେ ବେଶ ଆରାମ ପାଇଥାନ୍ତି I ସ୍ତ୍ରୀ ରୋଗ ସମ୍ବନ୍ଧିତ ସବୁ ସମସ୍ୟା ଦୂର ହେଇଥାଏ I