ପିଇବା ତ ଦୁର କଥା ଏହି ଖବର ପଢିବା ପରେ ଆପଣ ଏହି ଦିନିଷକୁ ହାତ ବି ଲଗାଇବେ ନାହିଁ, ଯାହା ଆପଣ ସବୁଦିନ ବ୍ୟବହାର କରୁଛନ୍ତି ଜାଣି ନିୟନ୍ତୁ

ଏକ ମା ପାଁଇ ତା ସନ୍ତାନ ହିଁ ସବୁକିଛି ହେଇଥାଏ I ଆଜିକା ସମୟ ରେ ମନୁଷ୍ୟ ଏପରି ଅନେକ ଜିନିଷ ରେ ଭରସା କରିଥାଏ ଯାହା ର ବ୍ୟବହାର ସେ ନିୟମିତ କରିଥାଏ I ତେବେ ପିଲାଙ୍କ ପାଁଇ ଲୋକେ ଜାଣିଥାନ୍ତି କି ପ୍ରୋଟିନ ଯୁକ୍ତ କ୍ଷୀର ହିଁ ଉପଯୁକ୍ତ ହେଇଥାନ୍ତି I କିନ୍ତୁ ଆପଣ ଯେଉଁ ବେବି ଫୁଡ ଦେଉଛନ୍ତି ଏହା ଏକପ୍ରକାର ର ବିଷ ଅଟେ I କାରଣ ବଜାର ରେ ମିଳୁଥିବା ବେବି ଫୁଡ ପିଲାଙ୍କ ପାଁଇ ବିଷ ସମାନ ହେଇଥାଏ I

1830 ମସିହା ରେ ଜର୍ମାନ ରେ ଜଣେ ଜର୍ମାନୀ ବୈଜ୍ଞାନିକ ନିଜ ର ଗବେଷଣା ରୁ ଏକ ପଦାର୍ଥ ପାଇଥିଲେ ତାହା ନାମ ହେଲା ମେଳାମାଇନ I ବୈଜ୍ଞାନିକ ଙ୍କ ପାଁଇ ଏହି ପଦାର୍ଥ ଖୁବ ଚମତ୍କାରୀ ପ୍ରମାଣିତ ହେଲା I ବୈଜ୍ଞାନିକ ମାନେ ଏହି ପଦାର୍ଥ କୁ ଫାର୍ମଵିହାଇଦ ଗ୍ୟାସ ରେ ମିଶାଇ ଅଧିକ ଉତ୍ତାପ ରେ ଗରମ କରି ଏହି ପଦାର୍ଥକ କୁ ଏକ moldable ମେଟେରିଆଲ ରେ ପରିଣତ କରିଥିଲେ ଯାହା କି virtually unbreakable ଅଟେ I

ଏହି ପଦାର୍ଥ ର ବ୍ୟବହାର ଅନେକ ଅଲଗା ଅଲଗା କାର୍ଯ୍ୟ ରେ କରାଯାଇଥାଏ I ଏହା କୁ ପ୍ଲାଷ୍ଟିକ ବାସନ , ଚିକ୍ଣଣ ଟାଇଲସ ଆଦି ରେ ବ୍ୟବହାର କରାଯାଇଥାଏ I ଅଧିକ ଗବେଷଣା ପରେ ବୈଜ୍ଞାନିକ ମାନେ ଜାଣିବାକୁ ପାଇଥିଲେ କି ଏହି ପଦାର୍ଥ ରେ ଅଧିକ ମାତ୍ରା ରେ ନାଇଟ୍ରୋଜେନ ରହିଛି I ଅର୍ଥାତ ଏଥିରେ ପ୍ରୋଟିନ ର ଅଧିକ ମାତ୍ରା ରହିଛି I ଅର୍ଥାତ ଏହା କୁ ଖାଦ୍ୟପଦାର୍ଥ ରେ ବି ବ୍ୟବହାର କରାଯାଇପାରିବ I

ନାଇଟ୍ରୋଜେନ ଅଧିକ ମାତ୍ରା ପାଇବା ରୁ ବୈଜ୍ଞାନିକ ମାନେ ତାଙ୍କ ର ବୁଦ୍ଧି ପ୍ରୟୋଗ କରିଥିଲେ ଏବଂ ଏଥିରେ ଟାଇଲସ କରୁ କରୁ ଖାଦ୍ୟ ପଦାର୍ଥ ରେ ବି ଏହାର ବ୍ୟବହାର ଆରମ୍ଭ କରିଥିଲେ I ଏହା କୁ ପ୍ରଥମେ ଅଟା ରେ ମିଶାଇଲେ ଏହାପରେ ଶୁଖିଲା ଖାଦ୍ୟ ପଦାର୍ଥ ରେ ମିଶାଇଲେ I ଏବଂ ଏହା କୁ କୁକୁର ଙ୍କୁ ଖାଇବାକୁ ଦେଲେ I ଏହି ପଦାର୍ଥ କୁ ଏହାପରେ ଗାଈ ଓ କୁକୁର ଙ୍କ ର ଖାଦ୍ୟ ପଦାର୍ଥ ରେ ମିଶା ଯାଇଥିଲା I ଯାହାଦ୍ୱାରା ଯିବଜନ୍ତୁ ଙ୍କ ର ମୃତ୍ୟୁ ହେଇଥିଲା I

ଏବଂ ଆମେରିକା ର ଜଣେ ବୈଜ୍ଞାନିକ ଙ୍କ ର ରିସର୍ଚ୍ଚ ଅନୁସାରେ ପଶୁ ଙ୍କ ର ଖାଦ୍ୟ ରେ ଏହି ଯେଉଁ ପଦାର୍ଥ କୁ ମିଶା ଯାଉଛି ଏହା ତାଙ୍କ ପାଁଇ କ୍ଷତିକାରକ ଅଟେ I ଏବଂ 2010 ରେ ଏହା କୁ ଆଇନୀଗତ ଭାବ ରେ ବନ୍ଦ କରାଯାଇଥିଲା I କିନ୍ତୁ ଭାରତ ରେ ବା ଏପରି ଆଇନୀଗତ କାର୍ଯ୍ୟ କେଉଁ ଶୀଘ୍ର ହେବ ଏଠାରେ ତ କିଛି ଲୋକେ ବାଲି ଗୋଡି ଖାଇକି ବି ହଜମ କରିଦେବେ I

ଏହା ପରେ କିଛି ବୈଜ୍ଞାନିକ ଏହି ପଦାର୍ଥ କୁ ବେବି ଫୁଡ ରେ ପ୍ରୟୋଗ କରିଥିଲେ I ଏହି ବେବି ଫୁଡ ର ସେବନ ଦ୍ୱାରା ଚୀନ ରେ ଅନେକ ନବଜାତ ଶିଶୁ ଙ୍କ ର ମୃତ୍ୟୁ ହେଇଥିଲା I ତେଣୁ 2008 ରେ ବି ଏହି ପ୍ରଡକ୍ଟ କୁ ଚୀନ ରେ ବନ୍ଦ କରାଯାଇଥିଲା I ଏହି ବିଷୟ ରେ ଆପଣ ଗୁଗୁଲ ରେ ବି ଜାଣିପାରିବେ I

କିନ୍ତୁ ବର୍ତମାନ ବି ବୈଜ୍ଞାନିକ ମାନେ ଏହି ପ୍ରଡକ୍ଟ ର ବ୍ୟବହାର ବନ୍ଦ କରି ନ ଥିଲେ I ତେଣୁ ବୈଜ୍ଞାନିକ ମାନେ ଏହା ର ପାଉଡର କୁ ଭଲ କ୍ଷୀର କରିବା ପାଁଇ ଗାଈ ମଇଁଷି ଆଦି ଙ୍କ ର ଚର୍ବି ରେ ମିଶାଇ ଏକ ପ୍ରକାର ର କ୍ଷୀର ପ୍ରସ୍ତୁତ କରିଥିଲେ ଏବଂ ଏହା ର ମିଶ୍ରଣ ରେ କ୍ଷୀର ପାଉଡର ସମ୍ପୂର୍ଣ ଧଳା ହେଇଯାଇଥିଲା I ଏବଂ ଅନ୍ୟ ଡ୍ରଇ ଫୁଡ ରେ ବି ଏହାର ବ୍ୟବହାର କରାଯାଇଥିଲା I

ଭାରତ ରେ ଏହି ପ୍ରଡକ୍ଟ ର ବହୁଳ ବ୍ୟବହାର କରାଯାଇଥାଏ ଏବଂ 2016 ରେ ବି ଏହି କ୍ଷୀର ର ଯାଞ୍ଚ fssai କରିଥିଲା କିନ୍ତୁ ସେ ବି ଏହା ସ୍ଵାସ୍ତ୍ୟ ପାଁଇ ଉପକାର ବୋଲି କହି ବିକ୍ରୟ କରିଥିଲା I କିନ୍ତୁ ଏହା ଛୋଟ ପିଲା ଙ୍କ ପାଁଇ ବିଷାକ୍ତ ଅଟେ I କାରଣ ଏଥିରେ ନାଇଟ୍ରୋଜେନ ର ମାତ୍ରା ଅଧିକ ରହିଥାଏ I ତେଣୁ ଆପଣ ଏହା ଅନୁମାନ କରିପାରୁଥିବେ ଏହା ଛୋଟ ପିଲା ଙ୍କ ପାଁଇ କେତେ ହାନିକାରକ ଅଟେ I