Pintu Nandaଙ୍କ ମୃତ୍ୟୁ ପରେ କାନ୍ଦି କାନ୍ଦି ବେହୋସ ହେଲେ ସ୍ତ୍ରୀ…

ନମସ୍କାର ବନ୍ଧୁଗଣ ମୃତ୍ୟୁବରଣ କରିଛନ୍ତି ପିଣ୍ଟୁ ନନ୍ଦ ଆଉ ଦୁଃଖରେ ଭାଙ୍ଗି ପଡିଛନ୍ତି ତାଙ୍କ ପରିବାର ଲୋକେ ଖାସ୍ କରି ପିଣ୍ଟୁ ନନ୍ଦଙ୍କ ସ୍ତ୍ରୀ ଏବେ କାନ୍ଦି କାନ୍ଦି ବେହୋସ୍ ହୋଇଥିବାର ନଜର ଆସିଛନ୍ତି ଦର୍ଶକ ବନ୍ଧୁ ଆପଣମାନେ ଜାଣିଥିବେ ଗତ କିଛିଦିନ ହେବ ପିଣ୍ଟୁ ନନ୍ଦ ଲିଭର ସିରୋସିସ୍ ନାମକ ଏକ ମାରାତ୍ମକ ରୋଗରେ ପୀଡିତ ଥିଲେ ଆଉ ଏହି କାରଣରୁ ପିଣ୍ଟୁ ନନ୍ଦଙ୍କୁ ଦିଲ୍ଲୀକୁ ନିଆଯାଇଥିଲା ଉନ୍ନତମାନର ଚିକିତ୍ସା ପାଇଁ ପିଣ୍ଟୁ ନନ୍ଦ ଦିଲ୍ଲୀ ଯାଇଥିଲେ |

ହେଲେ ଦିଲ୍ଲୀରେ ପିଣ୍ଟୁ ନନ୍ଦଙ୍କର ଲିଭର ଟ୍ରାନ୍ସପ୍ଲାଣ୍ଟ ହୋଇ ପାରିନଥିଲା ଆଉ ଏହି କାରଣରୁ ତାଙ୍କୁ ହାଇଦ୍ରାବାଦକୁ ପଠାଇ ଦିଆଯାଇଥିଲା। ତେବେ ହାଇଦ୍ରାବାଦର ଯଶୋଦା ହସ୍ପିଟାଲ୍ ରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ଗତକାଲି ୧୧:୨୫ ମିନିଟ୍ ରେ ପିଣ୍ଟୁ ନନ୍ଦଙ୍କର ମୃତ୍ୟୁ ହୋଇଛି ମୃତ୍ୟୁ ବେଳକୁ ପିଣ୍ଟୁ ନନ୍ଦଙ୍କୁ ୪୫ ବର୍ଷ ବୟସ ହୋଇଥିଲା ତାହେଲେ ପିଣ୍ଟୁ ନନ୍ଦ ଓଲିଉଡ ଇଣ୍ଡଷ୍ଟ୍ରିରେ ୧୯୯୬ ମସିହାରୁ ଯୋଗ ଦେଇଥିଲେ |

ବୋହୁତ ସାରା ସିନେମା ଯାତ୍ରା ଓ ଆଲବମ୍ ଜଗତରେ ଅଭିନୟ କରି ସାରା ଓଡ଼ିଶାର ମନକୁ ଜିତିବାରେ ସଫଳ ହୋଇଥିଲେ ପିଣ୍ଟୁ ନନ୍ଦ ୨୦୦୩ ମସିହାରେ ପିଣ୍ଟୁ ନନ୍ଦଙ୍କର ବାହାଘର ହୋଇଥିଲା ଆଉ ବାହାଘର ପରେ ତାଙ୍କର ଦୁଇଜଣ ପୁଅ ଜନ୍ମ ନେଇଛନ୍ତି ତ ବର୍ତ୍ତମାନ ତାଙ୍କ ବଡ ପୁଅଙ୍କୁ ୧୫ ବର୍ଷ ବୟସ ହୋଇଥିବା ବେଳେ ସାନ ପୁଅଙ୍କୁ ଏବେ ପ୍ରାୟ ୮ ବର୍ଷ ବୟସ ହୋଇଛି |

ହେଲେ ଗତ ଦିନମାନଙ୍କରେ ପିଣ୍ଟୁ ନନ୍ଦ ଏବଂ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ଛାଡ଼ପତ୍ର ହୋଇ ଯାଇଥିଲା ଏହାସତ୍ତ୍ୱେ ବି ପିଣ୍ଟୁ ନନ୍ଦଙ୍କ ସ୍ତ୍ରୀ ଏବେ ପିଣ୍ଟୁ ନନ୍ଦଙ୍କ ମୃତ୍ୟୁପରେ କାନ୍ଦୁଥିବାର ନଜର ଆସିଛନ୍ତି ଗତ ଦିନମାନଙ୍କରେ ପାରିବାରିକ ସମସ୍ୟା କାରଣରୁ ପିଣ୍ଟୁ ନନ୍ଦଙ୍କର ଛାଡ଼ପତ୍ର ହୋଇ ଯାଇଛି |

ତ ଏହି କାରଣରୁ ପିଣ୍ଟୁ ନନ୍ଦଙ୍କ ସ୍ବାସ୍ଥ୍ୟ ଖରାପ ଥିବା ସତ୍ତ୍ବେ ହସ୍ପିଟାଲ୍ ରେ ନଜର ଆସିନଥିଲେ ତାଙ୍କ ସ୍ତ୍ରୀ ହେଲେ ଏବେ ମୃତ୍ୟୁପରେ କାନ୍ଦୁ ଥିବାର ନଜର ଆସିଛନ୍ତି ତାଙ୍କ ସ୍ତ୍ରୀ।