ବନ୍ଧୁଗଣ ଏହି ଦୁନିଆ ରେ ମଣିଷ ତାର ନିଜ କର୍ତ୍ତବ୍ୟ ବା ନିଜ କାର୍ଯ୍ୟ ରେ ବ୍ୟସ୍ତ ଥାଏ କାରଣ ଏଠି ମଣିଷ ଝଟିଲେ ଖାଇବ । ସେଥିପାଇଁ ଅନେକ ବ୍ୟକ୍ତି ଭିନ୍ନ ଭିନ୍ନ କାର୍ଯ୍ୟ କରି ଥାଆନ୍ତି ସମସ୍ତ ଙ୍କ କାର୍ଯ୍ୟ ସମ୍ମାନ ନୁହେଁ । କିଏ ଅନ୍ୟ ଲୋକ ମାନ ଙ୍କ ମନୋରଞ୍ଜନ କରାଇବା ପାଇଁ ଅଭିନୟ କରି ଥାଏ ଯାହାକୁ ଆମେ ମାନେ ଅଭିନେତା ବୋଲି କହୁ ଥାଉ ।
ମଣିଷ ଦୁନିଆ ମଣିଷ ନିଜ ଜୀବନ ଶୈଳୀ ରେ ପରିବର୍ତ୍ତନ ଆଣିବାରୁ ଅନେକ ଅସୁବିଧା ସମ୍ମୁଖୀନ କରୁଛି । ଯଦି ଆମେ କହିବା ଯେମିତି କି ମଣିଷ ତାର ଖାଦ୍ୟ ରେ ପରିବର୍ତ୍ତନ ଆଣି ବିଷ ଜିନିସ କୁ ଆପଣାଇ ଅନେକ ବଡ ବଡ ରୋଗ ର ଶିକାର ହୋଇ ମୃତ୍ୟୁ ବରଣ କରିଥାଏ । ବର୍ତ୍ତମାନ ସମୟ ରେ ଟଙ୍କା ଦ୍ଵାରା ସବୁକିଛି ସମ୍ଭବ ହେଉଥିଲେ ମଧ୍ୟ ମୃତୁ କୁ କେହି ଅଟକାଇ ପାରିବେ ନାହିଁ ।
ବର୍ତ୍ତମାନ ସମୟ ରେ ଅନେକ ବ୍ୟକ୍ତି ଯୁବାବସ୍ଥାରେ ବୟସ ରେ ମୃତ୍ୟୁ କରିବା ର ପ୍ରାପ୍ତ ବୟସ ନ ହୋଇ ମଧ୍ୟ ମୃତ୍ୟୁ ବରଣ କରୁଛନ୍ତି ବଡ ବଡ ରୋଗ ର ଶିକାର ହୋଇ । ଏହି ଦୁନିଆ ରେ ଅନେକ ବ୍ୟକ୍ତି ମୃତ୍ୟୁ ବରଣ କରୁଛନ୍ତି , କିଛି ବ୍ୟକ୍ତି ଙ୍କ ମୃତ୍ୟୁ ଖବର ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ଥାଏ । ବିଶେଷ କରି ଅଭିନେତା ମାନ ଙ୍କ ବିୟୋଗ ରେ ଅନେକ ବ୍ୟକ୍ତି ମନ୍ ଦୁଃଖ କରି ଥାଆନ୍ତି ।
ଏହାର କାରଣ ହେଉଛି ଯେ ଜଣେ ଅଭିନେତା ସଦା ସର୍ବଦା ଚାହିଁ ଥାଏ ସେ କେମିତି ନିଜ ଜବରଦସ୍ତ ଅଭିନୟ ଦେଖାଇ ଦର୍ଶକ ମାନଙ୍କ ବହୁ ପରିମାଣ ରେ ମନୋରଞ୍ଜନ କରାଇବା ପାଇଁ । ମନୋରଞ୍ଜନ କରାଉ ଥିବା ଅଭିନେତା ଯଦି ଏହି ଦୁନିଆ ଛାଡ଼ି ଚାଲିଯିବ ତାହେଲେ ସମସ୍ତେ ନିଶ୍ଚିନ୍ତ ଭାବରେ ତାଙ୍କୁ ମନେ ପକାଇ ମନ୍ ଦୁଃଖ କରି ଥାଆନ୍ତି ।