ନମସ୍କାର ବନ୍ଧୁଗଣ ପେଟକୁ ଯାଉନି ଖାଦ୍ୟ ପାଉନି ଶକ୍ତି ଏବେ ଖାଲି ଗୋଟିଏ ଭରଷା ପ୍ରଭୁ ଜଗନ୍ନାଥ ଲିଭର ନ ମିଳିବାରୁ ଏବେ ସଙ୍କଟରେ ପିଣ୍ଟୁ ନନ୍ଦ ଏବେ ଗୋଟିଏ ଏବଂ ଶେଷ ଭରଷା ହେଉଛି ସେହି କାଳିଆ ଠାକୁର କାଳିଆ ଠାକୁର ଚାହିଁଲେ ହିଁ ପିଣ୍ଟୁ ନନ୍ଦ ବଞ୍ଚି ପାରିବେ କାଳିଆ ସାଆନ୍ତ ଚାହିଁଲେ ହିଁ ପିଣ୍ଟୁ ପୁଣିଥରେ ସୁସ୍ଥ ହୋଇ ଆମକୁ ହସାଇବା ପାଇଁ ଅଭିନୟ ଦୁନିଆକୁ ଚାଲି ଆସିବେ କାରଣ କାଳିଆର ଆଶ୍ରୀବାଦରେ ଅଛି ପ୍ରଚଣ୍ଡ ଶକ୍ତି।
ତେବେ ପିଣ୍ଟୁ ନନ୍ଦଙ୍କର ଦେହ ଦିନକୁ ଦିନ ଖରାପ୍ ହେବାରେ ଲାଗିଛି ଲିଭରଟି ପୁରା ପୁରା ନଷ୍ଟ ହୋଇ ଯାଇଥିବା ବେଳେ ପିଣ୍ଟୁଙ୍କୁ ମିଳୁନାହିଁ ନୂଆ ଲିଭର କୁହାଯାଏ ଯେତେବେଳେ ସବୁଆଡୁ ଭରଷା ତୁଟିବାକୁ ଲାଗେ ସେତେବେଳେ ଶେଷ ଭରଷା ଶେଷ ଆଶା କାଳିଆ ଠାରୁ ରଖାଯାଏ ସେଥିପାଇଁ ବୋଧହୁଏ ଏବେ ପିଣ୍ଟୁ ନନ୍ଦଙ୍କ ଶେଷ ଆଶା ଭରଷା ହିଁ କାଳିଆ ଠାକୁର ଦିଲ୍ଲୀ ଡାକ୍ତର କହିଲେ ଲିଭର ଲାଗି ପାରିବ ନାହିଁ |
କାରଣ ପିଣ୍ଟୁ ନନ୍ଦଙ୍କ ଦେହରେ କାହାର ଲିଭର ମ୍ୟାଚ୍ କରୁନାହିଁ ପିଣ୍ଟୁ ନନ୍ଦଙ୍କ ସବୁ ପରିବାର ଲୋକ ଲିଭର ଟ୍ରାନ୍ସପ୍ଲାଣ୍ଟ ଟେଷ୍ଟରେ ବିଫଳ ହୋଇଛନ୍ତି କାହାର ବି ଲିଭର ପିଣ୍ଟୁ ନନ୍ଦଙ୍କ ସହିତ ମ୍ୟାଚ୍ କରିଲା ନାହିଁ ଯେଉଁଥିପାଇଁ ପିଣ୍ଟୁ ନନ୍ଦଙ୍କ ଦେହରେ ଲିଭର ଟି ଲାଗି ପାରିଲା ନାହିଁ ଆଉ ଏବେ ଦିନ ଯେତେ ବଢୁଛି ସେତେ ଦୁର୍ବଳ ହେବାରେ ଲାଗିଛନ୍ତି ପିଣ୍ଟୁ ତାଙ୍କର ସବୁ ଚୁଟିକୁ କାଟି ଦିଆଯାଇଛି ଯାହାକୁ ନେଇ ଏବେ ପୁରା ଓଡ଼ିଶା ପିଣ୍ଟୁଙ୍କ ପାଇଁ ପ୍ରାର୍ଥନା କରୁଛି |
ତେବେ ପିଣ୍ଟୁ ନନ୍ଦଙ୍କୁ ଲିଭର ନ ମିଳିବାରୁ ତାଙ୍କୁ ହାଇଦ୍ରାବାଦର ଯଶୋଦା ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି ହାଇଦ୍ରାବାଦରେ ତାଙ୍କର ଚିକିତ୍ସା କରାଯିବ ତେବେ ଏହି ଚିକିତ୍ସା ପରେ ସେ ସୁସ୍ଥ ହୋଇ ପାରନ୍ତି କିନ୍ତୁ ଏପର୍ଯ୍ୟନ୍ତ ତାଙ୍କର ଚିକିତ୍ସା ଆରମ୍ଭ ହୋଇ ପାରିନାହିଁ ସେପରେ ଅର୍ଥ ମଧ୍ୟ ବାର୍ଦ୍ଧକ୍ୟ ସାଜିଛି ଆହୁରି ୫୦ ଲକ୍ଷ ଟଙ୍କା ପିଣ୍ଟୁ ନନ୍ଦଙ୍କ ପାଇଁ ଦରକାର ତେବେ ପିଣ୍ଟୁ ନନ୍ଦଙ୍କ ପରିବାର ଲୋକେ ଅର୍ଥ ଯୋଗାଡ କରିବାରେ ଲାଗି ପଡିଛନ୍ତି।