ଗୁଜୁରାଟ ର ମୁଖ୍ୟମନ୍ତ୍ରୀ ଓ ଏହା ପରେ ଭାରତ ର ପ୍ରଧାନମନ୍ତ୍ରୀ ଭାବ ରେ ପରିଚିତ ହେଇଛନ୍ତି ନରେନ୍ଦ୍ର ମୋଦି I ସେ ବର୍ତମାନ ସମୟ ରେ ଭାରତ ରେ ନୁହେ ସାରା ଦୁନିଆ ରେ ବେଶ ସୁପରିଚିତ ହେଇପାରିଛନ୍ତି I 2014 ରେ ହେଇଥିବା ନିର୍ଵାଚ ରେ ସେ ପୁରା ଆଶ୍ଚଯ୍ୟକର ଭାବ ରେ ବିଜୟ ହେଇ ଦେଶ ରେ ଏକ ନୂଆ ପରିବର୍ତନ ର ଧାରା ଆରମ୍ଭ କରିଛନ୍ତି I
ମୋଦି ଙ୍କ ର ବିରୋଧ ରେ ଅନେକ ବିରୋଧୀ ବର୍ତମାନ ତାଙ୍କ ର ପରାଜୟ ର ଅପେକ୍ଷା ରେ ଅଛନ୍ତି I ଏବଂ ତାଙ୍କ ବିରୋଧ ରେ ଅନେକ ମିଛ ମାନ୍ତ୍ୟବ୍ୟ ବି ବିରୋଧୀ ଦେବାର ଦେଖିବାକୁ ମିଳିଥାଏ I
ତେବେ ଆଜି ଆମେ ମୋଦି ଙ୍କ ର ଦିନ ମାନ ର ଖାଦ୍ୟ ସମ୍ପର୍କ ରେ ଆଲୋଚନା କରିବା , ଆପଣ ତାଙ୍କ ର ଖାଦ୍ୟ ର ଖର୍ଚ୍ଚ ସମ୍ପର୍କ ରେ ଶୁଣି ଆଶ୍ଚଯ୍ୟ ହେବେ I ଆପଣ କୌଣସି ହଟେଲ କୁ ଗଲେ 500-1000 ଟଙ୍କା ମଧ୍ୟ ରେ ଖାଦ୍ୟ ଖାଇଥାନ୍ତି କିନ୍ତୁ ମୋଦି ଏପରି କରନ୍ତି ନାହିଁ I ସେ ସାଧା ଖାଦ୍ୟ ଖାଇବାକୁ ପସନ୍ଦ କରିଥାନ୍ତି I
ମୋଦି ସକାଳ 7 ଟା ରେ ନିଜ ର ସବୁ ନିତ୍ୟକର୍ମ ସାରିଥାନ୍ତି ଓ ଜଳଖିଆ କରିଥାନ୍ତି I ଜଳଖିଆ କରିବା ରେ ମୋଦି 20 ମିନିଟ ସମୟ ନେଇଥାନ୍ତି I ଏବଂ ଏହି ଜଳଖିଆ ର ମୂଲ୍ୟ ମାତ୍ର 50 ଟଙ୍କା ହେଇଥାଏ I ରାତି ର ଖାଦ୍ୟ କଥା ଦେଖିବା ଯଦି ରୁଟି ଡାଲି ଓ ଦହି ଖିଅବାକୁ ସେ ପସନ୍ଦ କରିଥାନ୍ତି ଏବଂ ଏହି କାଧ୍ୟ ର ମୂଲ୍ୟ 100-200 ଟଙ୍କା ହେଇଥାଏ I
ଯଦି ମୋଟ ଖର୍ଚ୍ଚ ଦେଖିବା ତ ମୋଦି ଏକ ଦିନ ରେ 400 ରୁ 500 ଟଙ୍କା ମଧ୍ୟ ରେ ହିଁ ଖାଦ୍ୟ ଖାଇଥାନ୍ତି I ତେବେ ଟିକେ ଚିନ୍ତା କରନ୍ତୁ ଦେଶ ର ଏତେ ବଡ଼ ପଦବୀ ରେ ରହିକି ବି ଏତିକି କମ ଟଙ୍କା ର ହିଁ ଖାଦ୍ୟ ଖାଇବାକୁ ପସନ୍ଦ କରିଥାନ୍ତି ମୋଦି I
ପିଏମ ମୋଦି ଗୋଟେ ଦିନର ଖାଇବା ରେ କରିଥାନ୍ତି ଏତିକି ଟଙ୍କା ଖର୍ଚ୍ଚ, ଜାଣିକି ବିଶ୍ୱାସ କରିପାରିବେ ନାହିଁ
