ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଜି ଙ୍କୁ ବର୍ତମାନ ସମୟ ରେ ଦୁନିଆ ର ଜଣେ ଶକ୍ତିଶାଳୀ ନେତା ବୋଲି କୁହାଯାଇଛି I ସେ ଦେଶ ର ପ୍ରଧାନମନ୍ତ୍ରୀ ହେଲେ ମଧ୍ୟ ତାଙ୍କ ର ଭଗବାନ ଙ୍କ ପ୍ରତି ଅତୁଟ ଆସ୍ଥା ଓ ବିଶ୍ୱାସ ରହିଛି I ଏତେ ବଡ଼ ନେତା ହେଇକି ମଧ୍ୟ ସେ ଭଗବାନ ଙ୍କ ର ଓ ଧର୍ମ ପ୍ରତି ନିଜ ର କର୍ତବ୍ୟ ଭୁଲି ନାହାନ୍ତି I ଭାରତ ର ପ୍ରଧାନମନ୍ତ୍ରୀ ଯାହା କିଛି ବି ଆଜି ଅଛନ୍ତି ସବୁ ସମ୍ଭବ କେବଳ ତାଙ୍କ ଧାର୍ମିକ କାର୍ଯ୍ୟ ପାଁଇ ସମ୍ଭବ ହେଇଚି I ସୂଚନା ଅନୁସାରେ ନରେନ୍ଦ୍ର ମୋଦି ପ୍ରତୋକ ଦିନ ପୂଜା ପାଠ କରନ୍ତି I ପ୍ରଧାନ ମନ୍ତ୍ରୀ ଏପରି ଜଣେ ନେତା ଯାହା ଙ୍କ ପାଖ ରେ ଶ୍ରଦ୍ଧା ଓ ଆସ୍ଥା ଦେଖିବା କୁ ମିଳିଥାଏ I
ଆଜିକା ସମୟ ରେ ଅଧିକାଂଶ ଲୋକେ ମୋଦି ଙ୍କୁ ପସନ୍ଦ କରିଥାନ୍ତି I କିନ୍ତୁ କିଛି ଲୋକେ ଏପରି ମଧ୍ୟ ରହିଛନ୍ତି ଯେଉଁମାନେ ମୋଦି ଙ୍କୁ ପସନ୍ଦ କରନ୍ତି ନାହିଁ I ନରେନ୍ଦ୍ର ମୋଦି ସର୍ବଦା ନ୍ୟାୟ ଓ ଧର୍ମ ରେ ରହିଥାନ୍ତି I ଯେଉଁ ବ୍ୟକ୍ତି ଧର୍ମ ଓ ନ୍ୟାୟ ରେ ରହିଥାନ୍ତି ସେହି ବ୍ୟକ୍ତି ଙ୍କ ର କେବେ କିଛି ଅନିଷ୍ଟ ମଧ୍ୟ ହେଇ ନ ଥାଏ I ତେବେ ମୋଦି ଙ୍କ ର ପସନ୍ଦିତା ଧାର୍ମିକ ସ୍ଥାନ କେଉଁଟି ଅଟେ I
ପ୍ରଧାନମନ୍ତ୍ରୀ ଙ୍କ ର ପସନ୍ଦିତା ଧାର୍ମିକ ସ୍ଥାନ
ଶିବ ନଗରୀ କାଶୀ
ଭଗବାନ ଶିବ ଙ୍କ ର ନଗରୀ କୁହାଯାଉଥିବା କାଶୀ ନଗରୀ ପ୍ରଧାନମନ୍ତ୍ରୀ ଙ୍କ ର ଏକ ପ୍ରମୁଖ ସ୍ଥାନ ଅଟେ I ଅଧିକାଂଶ ସମୟ ରେ ନରେନ୍ଦ୍ର ମୋଦି ମହାଦେବ ଙ୍କ ର ନଗରୀ କାଶୀ ଯିବାର ଦେଖିବା କୁ ମିଳିଛି I ପ୍ରଭୁ ଙ୍କ କୃପା ରୁ ଆଜି ନରେନ୍ଦ୍ର ମୋଦି ତାଙ୍କ ଜୀବନ ରେ ଅନେକ ସଫଳତା ହାସିଲ କରିଛନ୍ତି I ତେବେ ଏହି ସ୍ଥାନ କୁ ଯିଏ ବି ଆସିଥାଏ ସେଠାରେ ଥିବା ଭୌରୋ ବାବା ଙ୍କ ମନ୍ଦିର ଦର୍ଶନ କରିବା ଆବଶ୍ୟକ ଅଟେ I
ମାତା ବୈଷ୍ଠବ ଦେବୀ
ଦେଶ ପ୍ରମୁଖ ଧାର୍ମିକ ସ୍ଥାନ ମାତା ବୈଷ୍ଣବ ଦେବୀ ଙ୍କ ର ସବୁଠାରୁ ଲୋକପ୍ରିୟ ସ୍ଥାନ ଅଟେ I ଏଠାରେ ପ୍ରତୋକ ବର୍ଷ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଙ୍କ ର ଆଗମନ ହେଇଥାଏ I ଅନେକ ସମୟ ରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ମାତା ବୈଷ୍ଣବ ଦେବୀ ଙ୍କ ର ଯାତ୍ରା କରିବା କୁ ପସନ୍ଦ କରିଥାନ୍ତି I ଏବଂ ମାତା ଙ୍କ ର ଅଶେଷ କୃପା ପ୍ରାପ୍ତି କରିଥାନ୍ତି I
କୈଳାସ ପର୍ବତ
କୈଳାସ ପର୍ବତ କୁ ମହାଦେବ ଙ୍କ ର ସ୍ଥାନ ବୋଲି କୁହାଯାଇଥାଏ I ନରେନ୍ଦ୍ର ମୋଦି ଆରମ୍ଭ ରୁ ହିଁ କୈଳାସ ପର୍ବତ କୁ ବିଶେଷ ପ୍ରାଧାନ୍ୟ ଦେଇଥିଲେ I ତାଙ୍କୁ ଏହି କୈଳାସ ପର୍ବତ ବିଶେଷ ଅଧିକ ପସନ୍ଦ ଆସିଥାଏ I ସେ ନିଜ ଜୀବନ ର ମୋହ ସମାପ୍ତ କରିବା କୁ ଏକ ସମୟ ରେ ହିମାଳୟ ତରଫଙ୍କୁ କୈଳାସ ପର୍ବତ ଯାଇଥିଲେ I
ସୋମନାଥ ମନ୍ଦିର
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ର ସୋମନାଥ ମନ୍ଦିର ଅତି ପ୍ରିୟ ଅଟେ I ସେଠାକୁ ଯାଇ ପୂଜା କରିବେ I ଯେତେବେଳେ ସେ ଗୁଜୁରାଟ ର ମୁଖ୍ୟମନ୍ତ୍ରୀ ହେଇଥିଲେ ସୋମନାଥ ମନ୍ଦିର ବିକାଶ ପାଁଇ ମଧ୍ୟ ଅନେକ କିଛି କରିଥିଲେ I
ରାମେଶ୍ୱର ଧାମ
ଯେପରି କି ଆପଣ ଜାଣିଛନ୍ତି ନରେନ୍ଦ୍ର ମୋଦି ଙ୍କୁ ପ୍ରଭୁ ଶ୍ରୀ ରାମ ବିଶେଷ ପସନ୍ଦ ଅଟନ୍ତି I ସେ ନିଜ ର ଯେକୌଣସି କାର୍ଯ୍ୟ କରିଥାନ୍ତି ପ୍ରଭୁ ଶ୍ରୀ ରାମ ଙ୍କ ର ଆଶ୍ରିବାଦ ନେଇ ଆରମ୍ଭ କରିଥାନ୍ତି I ତେଣୁ ଚାରି ଧାମ ରୁ ରାମେଶ୍ୱର ଧାମ ନରେନ୍ଦ୍ର ମୋଦି ଙ୍କ ର ଅଧିକ ପସନ୍ଦ ଅଟେ I