ପ୍ରିୟାଙ୍କ ଜନ୍ମ ଦିନରେ ନୁଆ ଲୁକରେ ନଜର ଆସିଲେ Prakruti ମିଶ୍ର, ଡୁଡୁଙ୍କ ନୂଆ ଅବତାର, ଦେଖିଲେ ଝାଳ ବାହାରି ଯିବ

ନମସ୍କାର ବନ୍ଧୁଗଣ ନିଜ ଲୁକକୁ ନେଇ ସବୁବେଳେ ଚର୍ଚ୍ଚାରେ ରହି ଆସିଥିବା ପ୍ରକୃତି ମିଶ୍ର ଏବେ ନଜର ଆସିଛନ୍ତି ପୁଣିଥରେ ହଟ ଲୁକ୍ ରେ ତେବେ ଦର୍ଶକ ବନ୍ଧୁ ଆପଣମାନେ ଏହି ଜବରଦସ୍ତ ଅଭିନେତ୍ରୀଙ୍କୁ ତ ବେଶ୍ ଭଲ ଭାବରେ ଜାଣିଥିବେ ଶିଶୁ କଳାକାର ଭାବରେ ଓଲିଉଡ ଇଣ୍ଡଷ୍ଟ୍ରିରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ ପ୍ରକୃତି ମିଶ୍ର ମାତ୍ର ୪ ବର୍ଷ ବୟସରୁ ହିଁ ସେ ଓଲିଉଡ ଇଣ୍ଡଷ୍ଟ୍ରିରେ ଅଭିନୟ ଆରମ୍ଭ କରିଥିଲେ |

ଆଉ ଏବେ ସେ ଓଡ଼ିଆ ସିନେମାରେ ମୁଖ୍ୟ ନାୟିକା ଭାବରେ ଅଭିନୟ କରିବା ପରେ ବଲିଉଡ଼ରେ ବି ମଧ୍ୟ ଅଭିନୟ କରୁଥିବାରୁ ନଜର ଆସିଛନ୍ତି ଦୀର୍ଘ ୪ ବର୍ଷ ହେବ ସେ ବଲିଉଡରେ ଅଭିନୟ କରୁଥିବାର ନଜର ଆସୁଛନ୍ତି। ତାହେଲେ ସବୁବେଳେ ନିଜର ଲୁକ୍ କୁ ନେଇ ଚର୍ଚ୍ଚାରେ ରହି ଆସୁଥିବା ପ୍ରକୃତି ମିଶ୍ର ଏବେ ପୁଣିଥରେ ନିଜର ହଟ ଲୁକ୍ କୁ ନେଇ ଚର୍ଚ୍ଚାର ବିଷୟ ପାଲଟିଛନ୍ତି |

ସେ ଗତ ଦିନମାନଙ୍କରେ ପ୍ରିୟାଙ୍କ ଜନ୍ମଦିନ ପାର୍ଟିରେ ନଜର ଆସିଥିଲେ ଆଉ ଏହି ପାର୍ଟିରେ ବୋହୁତ ସାରା ମଜା ମସ୍ତି କରୁଥିବାର ଦେଖା ଦେଇଥିଲେ ପ୍ରକୃତି ମିଶ୍ର ଏହି ପାର୍ଟିରେ ପ୍ରକୃତି ମିଶ୍ରଙ୍କର ହଟ ଲୁକ୍ ଦେଖିବା ପାଇଁ ମିଳିଥିଲା |

ତେବେ ଦର୍ଶକ ବନ୍ଧୁ ଆପଣମାନେ ପ୍ରକୃତି ମିଶ୍ରଙ୍କୁ ଶିଶୁ କଳାକାର ଭାବରେ ବୋହୁତ ସାରା ଓଡ଼ିଆ ସିନେମାରେ ନିଶ୍ଚିତ ଭାବରେ ଦେଖିଥିବେ ତାହେଲେ ଆପଣମାନଙ୍କୁ ପ୍ରକୃତି ମିଶ୍ର କେମିତି ଲାଗନ୍ତି ଏବଂ ତାଙ୍କର ଅଭିନୟ ଆପଣମାନଙ୍କୁ କେମିତି ଲାଗେ ଆମକୁ ଆମ କମେଣ୍ଟ ବକ୍ସ ମାଧ୍ୟମରେ କମେଣ୍ଟ କରି ନିଶ୍ଚିତ ଭାବରେ ଜଣାଇ ଦିଅନ୍ତୁ।