ପ୍ରଥମ ଥର କ୍ୟାମେରା ସାମ୍ନାକୁ ଆସିଲେ ରାଣୀ ମୁଖାର୍ଜୀ ଙ୍କର ଝିଅ, ଦେଖା ଯାଉଛନ୍ତି ମାଙ୍କ ଠୁ ବିଅଧିକ ସୁନ୍ଦର…

ବଲିଉଡର ଅଭିନେତ୍ରୀ ରାଣୀ ମୁଖାର୍ଜୀ ଜଣେ ସଫଳ ଅଭିନେତ୍ରୀ ରୂପେ ପରିଚିତ ଅଟନ୍ତି | ସେ ୟସ ରାଜ ବ୍ୟାନରର ମାଲିକ ଓ ଫିଲ୍ମ ପ୍ରଡ୍ୟୁସର ଆଦିତ୍ୟ ଚୋପଦାଙ୍କୁ ବିବାହ କରିବା ର 6 ବର୍ଷ ହେଇଗଲାଣି | ବିବାହ ପୂର୍ବରୁ ଦୁହେଁ ଦୀର୍ଘ ସମୟ ହେବ ପ୍ରେମ ସମ୍ବନ୍ଧରେ ଥିଲେ | ଆଦିତ୍ୟ ବର୍ତମାନ 49 ବର୍ଷ ବୟସର ଅଟନ୍ତି I ବିବାହ ପରେ ରାଣୀ ମୁଖାର୍ଜୀ ଆଉ ଫିଲ୍ମ ଇଣ୍ଡଷ୍ଟ୍ରି ରେ କାମ କରି ନ ଥିଲେ I କିନ୍ତୁ ରାଣୀ ମୁଖାର୍ଜୀ ଙ୍କ ର ଝିଅ ବର୍ତମାନ ବେଶ ଚର୍ଚା ରେ ଅଛନ୍ତି ଓ ତାଙ୍କ ନାମ ହେଉଛି ଆଦିରା I

ଆଦିରା ବର୍ତର୍ମାନ 2 ବର୍ଷ ବୟସ ର ଅଟନ୍ତି I ରାଣୀ ମୁଖାର୍ଜୀ ନିଜ ଝିଅ କୁ ସର୍ବଦା ମିଡ଼ିଆ ରୁ ଦୁରେଇ ରଖିଥାନ୍ତି I ଆଦିରା ନିଜ ମା ଙ୍କ ପରି ଦେଖିବାକୁ ଖୁବ କ୍ୟୁଟ ଅଟନ୍ତି I


ରାଣୀ ଓ ଆଦିତ୍ୟ ଙ୍କ ର ପ୍ରଥମ ସାକ୍ଷ୍ୟାତ ସମ୍ପର୍ଣ ର୍ରେସ୍ତୁରୋରାନ୍ଟ ରେ ହେଇଥିଲା I ଆଦିତ୍ୟ ଭାବିଥିଲେ କି ରାଣୀ ତାଙ୍କୁ ସାକ୍ଷ୍ୟାତ କରିବାକୁ ଆସିଛନ୍ତି କିନ୍ତୁ ସେ ଆସିବା ର କାରଣ ଥିଲା ଆଦିତ୍ୟ କାରଣ ଜୋହର ଙ୍କୁ କହିଥିଲେ କି ରାଣୀ ମୁଖାର୍ଜୀ ଫିଲ୍ମ କୁଛ କୁଛ ହୋତା ହେ ରେ ଅଭିନୟ କରିବେ I


ଆଦିତ୍ୟ ଙ୍କ ଫିଲ୍ମ ରାଜା କି ଆୟେଗି ବାରାତ ରେ ମଧ୍ୟ ଆପଣ ରାଣୀ ଙ୍କ ର ଅଭିନୟ ଦେଖିଥିଲେ I କିନ୍ତୁ ଆଦିତ୍ୟ ପୂର୍ବ ରୁ ବିବାହିତ ଥିଲେ I ଏହା ସତ୍ୱେ ମଧ୍ୟ ସେ ରାଣୀ ଙ୍କ ପ୍ରେମ ରେ ପଡିଯାଇଥିଲେ ଓ ରାଣୀ ମୁଖାର୍ଜୀ ଙ୍କ ସହ ଲିଭ ଇନ ରିଲେସନ ରେ ରହିଥିଲେ I