ପ୍ରଥମ ଥର ପାଇଁ ଦେଖନ୍ତୁ ସିନ୍ଦୁରର ଅଧିକାର ସିରିଏଲର ଇତି (Nilakhi Patra)ଙ୍କ ପ୍ରମିକଙ୍କୁ, ଡିଲିଟ ହେବା ଆଗରୁ ଦେଖି ନିୟନ୍ତୁ… ସାମ୍ନାକୁ ଆସିଲା ଏମିତି ଫୋଟୋ

ହେଲୋ ଫ୍ରେଣ୍ଡ୍ସ ତରଙ୍ଗ ଟିଭି ରେ ପ୍ରସାରିତ ହେଉଥିବା ସିନ୍ଦୁରର ଅଧିକାର ସିରିଏଲ କୁ ଆପଣମାନେ ନିଶ୍ଚିତ ଭାବରେ ଦେଖୁଥିବେ ତାହେଲେ ଫ୍ରେଣ୍ଡ୍ସ ଏଇ ସିରିଏଲ ରେ ଅଭିନୟ କରୁଥିବା ପ୍ରୀତିଙ୍କୁ ତ ଆପଣ ବେଶ ଭଲଭାବରେ ଜାଣିଥିବେ ତେବେ ଫ୍ରେଣ୍ଡ୍ସ ଇତିଙ୍କ ପ୍ରକୃତ ବୟଫ୍ରେଣ୍ଡ କିଏ ଆପଣମାନେ ଜାଣିଛନ୍ତି କି କଡୀ ଜାଣିନାହାନ୍ତି ତେବେ ଆସନ୍ତୁ ଜାଣିବା |

ତ ଫ୍ରେଣ୍ଡ୍ସ ଆପଣମାନେ ଜାଣିଥିବେ ଇତିଙ୍କ ପ୍ରକୃତ ନାମ ହେଉଛି ନୀଲାଖି ପାତ୍ର ସେ ଇତି ଭୂମିକାରେ ଏଇ ସିରିଏଲ ରେ ଖୁବ ସୁନ୍ଦର ଅଭିନୟ କରୁଛନ୍ତି ଆଉ ତାଙ୍କର ଆକ୍ଟିଙ୍ଗ ଦ୍ୱାରା ସେ ସାରା ଓଡ଼ିଶାର ଦର୍ଶକମାନଙ୍କ ମାନଙ୍କ ମନରେ ଏକ ପ୍ରକାର ସ୍ଥାନ ବନାଇବାରେ ସଫଳ ହୋଇପାରୁଛନ୍ତି |


ଇତି ଙ୍କ ପ୍ରକୃତ ଘର ହେଉଛି ରାୟଗଡା ରେ କିନ୍ତୁ ସେ ବର୍ତ୍ତମାନ ସମୟରେ ଇତି ଭୁବନେଶ୍ୱର ରେ ରହୁଛନ୍ତି ଆଉ ସେଠାରୁ ସେ ସୁଟିଂ ସେଟ କୁ ଯାଆନ୍ତି | ଇତି ଙ୍କ ପରିବାରରେ ତାଙ୍କ ବାପା ଓ ମା ଓ ତାଙ୍କର ଜଣେ ବଡ଼ ଭଉଣୀ ମଧ୍ୟ ଅଛନ୍ତି ଇତି ତାଙ୍କ ଘରେ ସାନ ଝିଅ ହେଇଥିବାରୁ ସେ ବହୁତ ଗେଲ୍ହା ରେ ବଢିଆସିଛନ୍ତି |

ଗୋଟେ ରିଆଲିଟି ସୋ ମାଧ୍ୟମରେ ଓଲିଉଡ଼ କୁ ଏଣ୍ଟ୍ରି କରିଥିଲେ କିନ୍ତୁ ଏହା ପୂର୍ବରୁ ସେ କୌଣସି ସିରିଏଲ ରେ ଅଭିନୟ କରୁନଥିଲେ ଆଉ ସେ ଖୁବ କମ ଦିନରେ ତାଙ୍କର ଜବରଦସ୍ତ ଆକ୍ଟିଙ୍ଗ ପାଇଁ ସେ ଲୋକପ୍ରିୟତା ହାସଲ କରିପାରିଛନ୍ତି ଇତି ଆଗରୁ କୌଣସି ସିରିଏଲ ରେ ଅଭିନୟ କରୁନଥିଲେ ସତ କିନ୍ତୁ ଏଇ ସିରିଏଲ ରେ ତାଙ୍କୁ ଏତେ ଫ୍ୟାନଙ୍କ ଭଲପାଇବା ମିଳିଛି |

ସେଥିରେ ସେ ରାତାରାତି ଷ୍ଟାର ଵନିଯାଇଛନ୍ତି ଇତିଙ୍କର ଗୋଟେ ବୟଫ୍ରେଣ୍ଡ ମଧ୍ୟ ଅଛନ୍ତି ତାଙ୍କର ନାଁ ହେଉଛି ସଞ୍ଜୟ ମହାପାତ୍ର ଦୁହେଁ ପରସ୍ପରକୁ ବହୁତ ଭଲପାଉଛନ୍ତି ଓ ଆଗାମୀ ଦିନମାନଙ୍କରେ ମଧ୍ୟ ବିବାହ କରିବାକୁ ଯାଉଛନ୍ତି ଦୁହେଁ ବହୁତ ସାରା ଫୋଟୋ ଉଠାଇ ନିଜ ସୋସିଆଲମିଡ଼ିଆ ଏକାଉଣ୍ଟରେ ପୋଷ୍ଟ କରିଥିଲେ କୀଟୁ ବର୍ତ୍ତମାନ ସମୟରେ ଏଇ ଫୋଟୋ ଗୁଡିକ ବୋହୁ ମାତ୍ରାରେ ଭାଇରଲ ହବାରେ ଲାଗିଛି ତେହେଲେ ଫ୍ରେଣ୍ଡ୍ସ ଆପଣମାନଙ୍କୁ ଇତିଙ୍କ ଅଭିନୟ କେମିତି ଲାଗେ ଆମକୁ କମେଣ୍ଟ ରେ ନିଶ୍ଚିତ ଜଣାଇବେ |