ପ୍ରଥମଥର ଦେଖନ୍ତୁ ଦେଖନ୍ତୁ Ayesha Samal ବା କୁନି ତାରିଣୀଙ୍କ ପରିବାର… ଆଗରୁ ଦେଖି ନ ଥିବେ

ଦର୍ଶକବନ୍ଧୁ ଆପଣମାନେ ପ୍ରତ୍ୟେକଦିନ ତାରାତାରିଣୀ ସିରିଏଲ ଟି ନିଶ୍ଚିତ ଭାବରେ ଦେଖିଥିବେ ବର୍ତମାନ କିନ୍ତୁ ତାରାତାରିଣୀ ସିରିଏଲ ଟି ସରିଯାଇଛି | ତାରାତାରିଣୀ ସିରିଏଲ ବଦଳରେ ଏବେ ତାରିଣୀ ଆଖିରେ ତାରା ସିରିଏଲ ଟି ପ୍ରସାରିତ ହେଉଅଛି କିନ୍ତୁ କୁନି ତାରା ଓ ତାରିଣୀ ସେଥିରେ ଅଭିନୟ କରୁନାହାନ୍ତି|


ତେବେ ଆପଣମାନେ ତାରାତାରିଣୀ ସିରିଏଲ ରେ କୁନୀ ତାରିଣୀଙ୍କ ଜବରଦସ୍ତ ଅଭିନୟକୁ ଆପଣ ମାନେ ତାରା ତାରିଣୀ ସିରିଏଲ ମାଧ୍ୟମରେ ଦେଖିଥିବେ | ବନ୍ଧୁଗଣ କୁନି ତାରିଣୀଙ୍କର ପକୃତ ନାମ ହେଉଛି ଆଏସା ସାମଲ ତେବେ ତରଙ୍ଗ ଟିଭି ରେ ପ୍ରସାରିତ ହେଉଥିବା ତାରିଣୀ ଆଖିରେ ତାରା ସିରିଏଲ ରେ କୁନି ତାରିଣୀ ଆଉ ଅଭିନୟ କରୁନାହାନ୍ତି |


ବର୍ତମାନ ଆଏସା ସାମଲ ନିଜ ପରିବାର ଲୋକଙ୍କ ସହ ଖୁବ ମଜାମସ୍ତି କରୁଥିବାର ନଜର ଆସିଛନ୍ତି ଆଏସା ଙ୍କ ପରିବାରରେ ତାଙ୍କର ବାପା ମା ଆଉ ତାଙ୍କର ଜଣେ ବଡ ଭାଇ ଅଛନ୍ତି ଓ ଆଗାମୀ ଦିନମାନଙ୍କରେ ତାଙ୍କୁ ବହୁତ ଗୁଡିଏ ଧାରାବାହିକରେ ଦେଖିବାକୁ ପାଇପାରିବେ |


କୁନି ତାରିଣୀ ତାରାତାରିଣୀ ସିରିଏଲ କରିବା ପୂର୍ବରୁ କେତେକ ଧାରାବାହିକରେ ତାଙ୍କର ଜବରଦସ୍ତ ଅଭିନୟ ଦେଖେଇଛନ୍ତି କୁନି ତାରିଣୀ ଖୁବ ସୁନ୍ଦର ଅଭିନୟ କରିବା ସହ ଖୁବ ସୁନ୍ଦର ଡ୍ୟାନ୍ସ ମଧ୍ୟ କରନ୍ତି ଏଥିସହିତ ତାଙ୍କ ପାଠ ପଢାକୁ କୁ ମଧ୍ୟ ଜାରି ରଖିଛନ୍ତି ସେ ବର୍ତମାନ ତାଙ୍କ ପରିବାରଲୋକଙ୍କ ସହ ଭୁବନେଶ୍ୱର ରେ ରହୁଛନ୍ତି ତ ଫ୍ରେନ୍ଡ ଆଏସା ସାମଲ ବା କୁନୀତାରିଣୀ ଆପଣମାନଙ୍କୁ କେମିତି ଲାଗନ୍ତି ଆମକୁ କମେନ୍ଟ ମାଧ୍ୟମରେ ନିଶ୍ଚିତ ଭାବରେ ଜଣାଇବେ |