ପୁଅ ଓ ସ୍ତ୍ରୀଙ୍କୁ ଧରିକି ସପିଙ୍ଗ କରିବାକୁ ଗଲେ ବାବୁଶାନ, ତାପରେ ସେଠାରେ Jaha ହେଲା, ଦେଖିଲେ ଆଶ୍ଚର୍ଯ୍ୟ ହେଇଯିବେ…

ନମସ୍କାର ବନ୍ଧୁଗଣ ବାବୁସାନ୍ ଓ ତୃପ୍ତି ଦୁହେଁ ଏକାସାଙ୍ଗରେ ସପିଙ୍ଗ ମହଲରେ ସପିଙ୍ଗ କରୁଥିବାର ନଜର ଆସିଛନ୍ତି ତେବେ ଦର୍ଶକ ବନ୍ଧୁ ଏହା ବିଷୟରେ କଣ ରହିଛି ସମ୍ପୂର୍ଣ୍ଣ ବିବରଣୀ ଆସନ୍ତୁ ଜାଣିବା। ଦର୍ଶକ ବନ୍ଧୁ ଓଲିଉଡର ଜବରଦସ୍ତ ଅଭିନେତା ବାବୁସାନ୍ ମହାନ୍ତିଙ୍କୁ ତ ଆପଣମାନେ ବେଶ୍ ଭଲ ଭାବରେ ଜାଣିଥିବେ ୨୦୧୦ ମସିହାରୁ ଓଲିଉଡ ଜଗତରେ ଅଭିନୟ ଆରମ୍ଭ କରିଛନ୍ତି ବାବୁସାନ୍ ମହାନ୍ତି |

ଗତ ଦିନମାନଙ୍କରେ ସେ ବୋହୁତ ସାରା ସିନେମାରେ ଅଭିନୟ କରି ସାରା ଓଡ଼ିଶାର ଲୋକମାନଙ୍କ ମନକୁ ଜିତିବାରେ ସଫଳ ହୋଇ ପାରିଛନ୍ତି କିନ୍ତୁ ଗତ କିଛିଦିନ ପୂର୍ବେ ବାବୁସାନ୍ ଓ ପ୍ରକୃତି ମିଶ୍ରଙ୍କୁ ଏକାଠି ଧରିଥିଲେ ସ୍ତ୍ରୀ ତୃପ୍ତି ଆଉ ଏହାପରେ ଦୁହିଁଙ୍କୁ ରାସ୍ତା ମଝିରେ ମାଡ଼ ମାରିବା ସହିତ ନିଜ ବାପଘରକୁ ଚାଲି ଯାଇଥିଲେ ତୃପ୍ତି ଆଉ ବାବୁସାନ୍ ମହାନ୍ତି ତୃପ୍ତିଙ୍କୁ ବୋହୁତ ମନେଇବା ଆଉ ଭୁଲ୍ ମାଗିବା ପରେ ମଧ୍ୟ ତୃପ୍ତି ବାବୁସାନ୍ ମହାନ୍ତିଙ୍କ ପାଖକୁ ଏଯାଏଁ ଫେରି ନାହାଁନ୍ତି|

ତାହେଲେ ବାବୁସାନ୍ ମହାନ୍ତି ଘରର ମୂରବୀ ଲୋକମାନେ ମଧ୍ୟ ତୃପ୍ତିଙ୍କୁ ଫେରାଇ ଆଣିବା ପାଇଁ ବୋହୁତ ଚେଷ୍ଟା କରିଛନ୍ତି ହେଲେ ତୃପ୍ତି କାହା କଥା ହେଲେ ମାନି ନାହାଁନ୍ତି ତେବେ ଆପଣମାନେ ଦେଖିଥିବେ ଗତ ଦିନମାନଙ୍କରେ ତୃପ୍ତି ସୋସିଆଲ ମିଡିଆରେ କହିଥିଲେ କି ବାବୁସାନ୍ ମହାନ୍ତିଙ୍କୁ ସେ ବାରମ୍ବାର କ୍ଷମା କରି ଆସୁଛନ୍ତି ହେଲେ ଏଥରକ ସେ ବାବୁସାନ୍ ମହାନ୍ତିଙ୍କୁ ଆଉ କେବେବି ହେଲେ କ୍ଷମା କରିବେ ନାହିଁ କିମ୍ବା ତାଙ୍କ ପାଖକୁ ସେ ଆଉ କେବେବି ହେଲେ ଫେରିବେ ନାହିଁ।

ତାହେଲେ ବାବୁସାନ୍ ଆଉ ତୃପ୍ତି ଦୁହେଁ ପରସ୍ପରକୁ ଅଷ୍ଟମ ଶ୍ରେଣୀରୁ ଭଲ ପାଇଛନ୍ତି ଆଉ ଅଷ୍ଟମ ଶ୍ରେଣୀରୁ ଭଲ ପାଇ ୨୦୧୪ ମସିହାରେ ସେମାନେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଆଉ ଗତବର୍ଷ ସେମାନଙ୍କ ଏକ ପୁତ୍ର ସନ୍ତାନ ଜନ୍ମ ନେଇଥିଲା ହେଲେ ଗତ ୨ ବର୍ଷ ହେବ ବାବୁସାନ୍ ମହାନ୍ତି ପ୍ରକୃତି ମିଶ୍ରଙ୍କ ପ୍ରେମରେ ପଡ଼ିଥିଲେ ତାହେଲେ ବାବୁସାନ୍ ମହାନ୍ତି ଏବଂ ପ୍ରକୃତି ମିଶ୍ରଙ୍କୁ ପ୍ରଥମେ ଏକାଠି ନିଜ ଭଡ଼ା ଘରେ ଧରିଥିଲେ ତୃପ୍ତି ଦୁହେଁ ଏକାଠି ଘରେ ରହିଥିଲେ |

ଆଉ ଏହି ସମୟରେ ତୃପ୍ତି ହଠାତ୍ ବାବୁସାନ୍ ମହାନ୍ତିଙ୍କୁ ଧରିଥିଲେ ଆଉ ସେହି ସମୟରେ କ୍ଷମା କରିଥିଲେ ପରବର୍ତ୍ତୀ ସମୟରେ ତୃପ୍ତି ପ୍ରକୃତି ମିଶ୍ର ଏବଂ ବାବୁସାନ୍ ମହାନ୍ତିଙ୍କୁ ବୋହୁତ ଥର ଏକାଠି ଧରିଛନ୍ତି ବାବୁସାନ୍ ଙ୍କୁ ସେ ବାରମ୍ବାର କ୍ଷମା କରି ଆସିଛନ୍ତି ହେଲେ ଏଥରକ ସେ ବାବୁସାନ୍ ମହାନ୍ତିଙ୍କୁ କେବେବି ହେଲେ କ୍ଷମା କରିପାରିବେ ନାହିଁ ବୋଲି କହିଛନ୍ତି ତେବେ ଦର୍ଶକ ବନ୍ଧୁ ଆପଣମାନଙ୍କୁ କଣ ଲାଗୁଛି ଆଗାମୀ ଦିନମାନଙ୍କରେ ତୃପ୍ତି ବାବୁସାନ୍ ଙ୍କ ପାଖକୁ ଫେରିବେ କି ନାହିଁ ଆମକୁ ଆମ କମେଣ୍ଟ ବକ୍ସ ମାଧ୍ୟମରେ କମେଣ୍ଟ କରି ନିଶ୍ଚିତ ଭାବରେ ଜଣାଇ ଦିଅନ୍ତୁ।