ପୁଣି ଦାନା ବାନ୍ଧିଲା ଦୁଇ ଦୁଇଟି ଲଘୁଚାପ, ଏହି ଦିନରୁ Sara ଓଡ଼ିଶାରେ ପ୍ରବଳ ବର୍ଷା, ପାଣିପାଗ ବିଭାଗର ଭୟଙ୍କର ସୂଚନା…

ନମସ୍କାର ବନ୍ଧୁଗଣ ବର୍ତ୍ତମାନର ବଡ ଖବର ପାଣିପାଗକୁ ନେଇ ପୁଣି ଆସୁଛି ନୂଆ ଅପଡେଟ ପୁଣି ରାଜ୍ୟକୁ ବନ୍ୟା ଭୟ ଆସନ୍ତା ୨୩ ରେ ପୁଣି ଏକ ଲଘୁଚାପ ନେବ ଭୟଙ୍କର ରୂପ ୩ ଦିନ ଧରି ରାଜ୍ୟରେ ଲାଗି ରହିବ ପ୍ରବଳରୁ ଅତି ପ୍ରବଳ ବର୍ଷା ବର୍ଷା ସହିତ ପବନର ବେଗ ମଧ୍ୟ ବଢିବ ମୟୂରଭଞ୍ଜ ବାଲେଶ୍ଵରରେ ନିଶ୍ଚିତ ହେବ ବନ୍ୟା କହିଲେ SRC |

ସେପଟେ ୨୩,୨୪,୨୫ ତାରିଖରେ ଭୟଙ୍କର ବର୍ଷା ନେଇ ସତର୍କ ସୂଚନା ଲଘୁଚାପ ନେବ କି ବାତ୍ୟାର ରୂପ ପୁଣି ବଢ଼ାଉଛି ଭୟ ତେବେ ଏହାକୁ ନେଇ କଣ ରହିଛି ସମ୍ପୂର୍ଣ୍ଣ ବିବରଣୀ ଆସନ୍ତୁ ଜାଣିବା। ତେବେ ରାଜ୍ୟରେ ବନ୍ୟା ସ୍ଥିତିକୁ ନେଇ SRC ପ୍ରତିକ୍ରିୟା ରଖିଛନ୍ତି ମୟୂରଭଞ୍ଜ ଓ ବାଲେଶ୍ଵରରେ ବନ୍ୟା ନିଶ୍ଚିତ ହେବା ନେଇ SRC ପ୍ରଦୀପ ଜେନା ଦୃଢକ୍ତି ବଢାଇଛନ୍ତି SRC ଙ୍କ କହିବା ଅନୁଯାୟୀ ମୟୂରଭଞ୍ଜ ବାଲେଶ୍ଵର ଓ କେନ୍ଦୁଝରରେ ପ୍ରବଳ ବର୍ଷା ହୋଇଛି |

ତେବେ ଝାରଖଣ୍ଡରେ ମଧ୍ୟ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି ତେଣୁ ସୁବର୍ଣ୍ଣରେଖା ଅଭିଭାବକରେ ନିଶ୍ଚିତ ବନ୍ୟା ହେବ ବୋଲି ସେ କହିଛନ୍ତି ବର୍ତ୍ତମାନ ଗାଲଢ଼ି ବ୍ୟାରେଜ୍ ରେ ୧୬ ଟି ଗେଟ୍ ଖୋଲା ରହିଛି ଫଳରେ ପ୍ରାୟ ୫ ଲକ୍ଷ କ୍ୟୁସେକ ବନ୍ୟା ପାଣି ଆସୁଛି ତେଣୁ ଏହି ଜିଲ୍ଲାରେ ବନ୍ୟାର ପ୍ରକୋପ ଟିକେ ଅଧିକ ରହିବ ବୋଲି କହିଛନ୍ତି SRC ତାହାଛଡା ବନ୍ୟା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପଦକ୍ଷେପ ନିଆ ଯାଇଥିବା ବେଳେ ୫୮ ଟି ଅତିରିକ୍ତ ଟିମ୍ ରେଶ୍କ୍ୟୁ ମୟୂରଭଞ୍ଜ ବାଲେଶ୍ଵର ଜିଲ୍ଲାକୁ ପଠା ଯାଇଛି।

ସେପଟେ ଦାନ ବାନ୍ଧୁଛି ଆଉ ଏକ ଲଘୁଚାପ ଆସନ୍ତା ୨୩ ତାରିଖରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ ପରବର୍ତ୍ତୀ ୨୪ ଘଣ୍ଟାରେ ଲଘୁଚାପ ରୂପ ନେବା ସମ୍ଭାବନା ରହିଛି ଏହାର ପ୍ରଭାବରେ ପୁଣି ରାଜ୍ୟରେ ବଡ ବର୍ଷା ହେବାର ସମ୍ଭାବନା ରହିଛି ସକ୍ରିୟ ମୌସୁମୀ ପ୍ରଭାବରେ ବର୍ଷାର ପରିମାଣ ବଢିବ ପ୍ରବଳ ବର୍ଷା ପାଇଁ ବାଲେଶ୍ଵର କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରକୁ ୟେଲୋ ଅର୍ଲାଟ ଜାରି କରାଯାଇଛି ସେହିଭଳି ୨୩ ତାରିଖ ୨୪ ତାରିଖ ଆଉ ୨୫ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି |

ଉପକୁଳ ଓ ଆଭ୍ୟନ୍ତରୀଣ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଶିବ ଏହାକୁ ନେଇ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପବନ ବହିବ ପ୍ରବଳ ବର୍ଶିବ ୨୪ ରେ ବାଲେଶ୍ବର ଭଦ୍ରକ ଯାଜପୁର କେନ୍ଦ୍ରାପଡ଼ା ଜଗତସିଂହପୁର କଟକ ପୁରୀ ଖୋର୍ଦ୍ଧା ନୟାଗଡ଼ ଗଞ୍ଜାମ ଗଜପତି ମୟୂରଭଞ୍ଜ କେନ୍ଦୁଝର ଢେଙ୍କାନାଳ ଗନ୍ଧମାଳ କଳାହାଣ୍ଡି ଓ ରାୟଗଡାକୁ ବଜ୍ରପାତ ନେଇ ସତର୍କ ସୂଚନା ଦିଆଯାଇଛି ସେହିପରି ୨୫ ରେ ବଜ୍ରପାତ ଜନିତ ବର୍ଷା ନେଇ ୧୪ ଜିଲ୍ଲାକୁ ସତର୍କ ସୂଚନା ଦିଆଯାଇଛି ତେବେ ସତର୍କ ରୁହନ୍ତୁ ସୁରକ୍ଷିତ ରୁହନ୍ତୁ।