ପୁଣି ଏକ ନୂଆ ସିରିଏଲରେ ନଜର ଆସିବେ Chandan, Tulasi ଓ Lisha, ଏହି ଚ୍ୟାନେଲରେ ହେବ ପ୍ରସାରିତ

ଦର୍ଶକବନ୍ଧୁ ଆପଣମାନେ ଜାଣିଥିବେ କି ଚନ୍ଦନ ତୁଳସୀ ଓ ଲିସା ତୋ ଅଗଣାର ତୁଳସୀ ମୁଁ ସିରିଏଲ ରେ ଅଭିନୟ କରିଥିଲେ | ତ ଫ୍ରେଣ୍ଡ୍ସ ଏହି ସିରିଏଲ ଟି ଏଇ 3 ଜଣଙ୍କ ଜବରଦସ୍ତ ଅଭିନୟ ଓଡ଼ିଶାର ଦର୍ଶକମାନଙ୍କୁ ବହୁତ ଅଧିକ ପସନ୍ଦ ଆସିଥିଲା | ଯାହାକୁ ଆଜିଭି ମଧ୍ୟ ଓଡ଼ିଶାର ଦର୍ଶକମାନେ ଭୁଲିନାହାନ୍ତି | ତ ଫ୍ରେଣ୍ଡ୍ସ ବର୍ତମାନ ସମୟରେ ଜିସାର୍ଥକ ରେ ଗୋଟେ ନୂଆ ସିରିଏଲ୍ ରେ ଅଭିନୟ କରିବାକୁ ଯାଉଛନ୍ତି ଚନ୍ଦନ ତୁଳସୀ ଓ ଲିସା ଓ ଏ ସିରିଏଲ ର ନାଁ ରହିଛି ମଙ୍ଗୁଳା କନ୍ୟା |


ତାହେଲେ ଆଗାମୀ ଦିନ ମାନଙ୍କରେ ସିଦ୍ଧାର୍ଥ ଟିଭି ରେ ଏଇ ଧାରାବାହିକଟି ଆରମ୍ଭ ହେବାକୁ ଯାଉଛି | ଯେଉଁଥିରେ ଆପଣମାନେ ପୁଣିଥରେ ଚନ୍ଦନ ଓ ତୁଳସୀ ଙ୍କର ଜବରଦସ୍ତ କେମେଷ୍ଟ୍ରି ଦେଖିବାକୁ ପାଇବେ ଓ ଏଥି ସହିତ ଲିସା ଚନ୍ଦନ ଓ ତୁଳସୀ ଙ୍କୁ ଅଲଗା କରିବାପାଇଁ କେଉଁ କେଉଁ ପ୍ଲାନ ସବୁ କରୁଛନ୍ତି ଏଇଥିରେ ପୁଣିଥରେ ଆପଣମାନେ ଦେଖିବାକୁ ପାଇବେ |

ଫ୍ରେଣ୍ଡ୍ସ ତୋ ଅଗଣାର ତୁଳସୀ ମୁ ସିରିଏଲ ଚନ୍ଦନ ଓ ତୁଳସିଙ୍କର ଜବରଦସ୍ତ ଅଭିନୟ ବା ଜବରଦସ୍ତ ରୋମାନ୍ସ କୁ ସବୁବେଳେ ଲିସା ଭାଙ୍ଗିବାକୁ ଚାହିଁଥିଲେ | ତ ଏଥିରେ ମଧ୍ୟ ଲିସା ଚନ୍ଦନ ଓ ତୁଳସୀଙ୍କର ଜବରଦସ୍ତ ଯୋଡି ବା ତ୍ରୀକୋଣୀୟ ପ୍ରେମକାହାଣୀ ପୁଣିଥରେ ଦେଖିବାକୁ ପାଇବେ |

ତାହେଲେ ଫ୍ରେଣ୍ଡ୍ସ ଆପଣମାନେ ଜାଣିଥିବ କି ଗତ ଦିନମାନଙ୍କରେ ତାରାତାରିଣୀ ସିରିଏଲ ରେ ଅଭିନୟ କରିଥିଲେ | ଲିସା ଆଉ ଏହା ଛାଡ ଆମଘର ଲକ୍ଷ୍ମୀ ସିରିଏଲ ରେ ଅଭିନୟ କରିଥିଲେ ଚନ୍ଦନ ତ ଫ୍ରେଣ୍ଡ୍ସ ବହୁତଦିନ ପରେ ଏଇ ଯୋଡିକୁ ଏକାଠି ଦେଖିବାକୁ ମିଳିବ ତ ଫ୍ରେଣ୍ଡ୍ସ ଆପଣମାନେ ଏହାକୁ ଦେଖିବାକୁ କେତେ ଏକ୍ସସାଇଟେଡ଼ ଅଛନ୍ତି କମେଣ୍ଟ ମାଧ୍ୟମରେ ନିଶ୍ଚିତ ଜଣାଇବେ |