ପୁଣି ଫିଲ୍ମ ଜଗତରୁ ଆସିଲା ଖରାପ ଖବର, ଅଲଗା ହେଲେ Raj Rajesh ଓ Sradha Panigrahi…

ବନ୍ଧୁଗଣ ଓଲିଉଡ଼ ର ଜବରଦସ୍ତ ଯୋଡି ଶ୍ରଦ୍ଧା ଓ ରାଜ ରାଜେଶ ଙ୍କୁ ତ ଆପଣମାନେ ବେଶ ଭଲଭାବରେ ଜାଣିଥିବେ ଗତ କିଛିଦିନ ହେବ ସୋସିଆଲ ମିଡିଆରେ ଏକ ଖବର ଜୋର ସୋର ରେ ଭାଇରଲ ହବାରେ ଲାଗିଛି କି ଅଲଗା ହୋଇଯାଇଛନ୍ତି ରାଜ ରାଜେଶ ଓ ଶ୍ରଦ୍ଧା ପାଣିଗ୍ରାହୀ | ତେବେ ଆପଣମାନେ ଜାଣିଥିବେ ଗତ ବର୍ଷ ଏ ଯୋଡ଼ିଙ୍କର ନିର୍ବନ୍ଧ ମଧ୍ୟ ସାରିଥିଲା |


ତାଙ୍କର ବାହାଘର 2021 ମସିହାରେ ମଧ୍ୟ ହୋଇଥାନ୍ତା କିନ୍ତୁ ଶ୍ରଦ୍ଧାଙ୍କ ଜେଜେମା ମାରିବାରୁ ବାହାଘର ଘୁଞ୍ଚିଯାଇଥିଲା | ବର୍ତମାନ ଯାହା ଭାଇରଲ ହେଉଛି ଏ ଯୋଡି ଅଲଗା ହୋଇଯାଇଛନ୍ତି ଏହାର କାରଣ କଣ ରହିଛି ଏ ପର୍ଯ୍ୟନ୍ତ ଜଣାପଡିନାହିଁ ଏ ଯୋଡି ସୋସିଆଲ ମିଡ଼ିଆରୁ ପରସ୍ପରଙ୍କ ଫୋଟୋଗୁଡିକ ସବୁ ଡିଲିଟ କରି ଦେଇଛନ୍ତି |

ରାଜ ରାଜେଶ ଶ୍ରଦ୍ଧାଙ୍କର ସବୁ ଫୋଟୋ ସୋସିଆଲ ମିଡ଼ିଆରୁ ଡିଲିଟ କରିଥିବା ବେଳେ ଶ୍ରାଦ୍ଧାଭି ମଧ୍ୟ ରାଜ ରାଜେଶ ଙ୍କର ସବୁ ଫୋଟୋ ଡିଲିଟ କରିଦେଇଛନ୍ତି | ଏଠି ସହିତ ଏ ଦୁହେଁ ନିଜ ନିଜ ସୋସିଆଲ ମିଡ଼ିଆ ଏକାଉଣ୍ଟ ରେ ହାର୍ଟ ବ୍ରେକିଙ୍ଗ ମ୍ୟୁଜିକ ସହିତ ଆକ୍ଟ କରି ଛାଡ଼ିଥିବାର ନଜର ଆସିଛନ୍ତି | ତ ଏହି କାରଣ ରୁ ସୋସିଆଲ ମିଡିଆରେ ଭାଇରଲ ହବାରେ ଲାଗିଛି କି ରାଜ ରାଜେଶ ଓ ଶ୍ରଦ୍ଧା ପରସ୍ପର ଠାରୁ ଅଲଗା ହୋଇଯାଇଛନ୍ତି |

ପରସ୍ପରଙ୍କର ନିର୍ବନ୍ଧ ମଧ୍ୟ ଭାଙ୍ଗିଯାଇଛି ତେବେ ଫ୍ରେଣ୍ଡ୍ସ ଏହା ଭିତରେ କଣ ରହିଛି ସତ୍ୟତା ଏହା ତ ସମୟ କହିବ ଏସବୁ କୁ ଦେଖି ଆପଣମାନଙ୍କୁ କଣ ଲାଗୁଛି ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚିତ ଜଣାଇବେ |